ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ପ୍ରତେକ ଦିନ କୌଣସି ନ କୌଣସି ଦେବୀ ବା ଦେବତାଙ୍କୁ ପୂଜା ଆରାଯାଇଥାଏ । ତେବେ ଆଜି ଆମେ ଆମେ ଶନିବାର ବିଷୟରେ ଜାଣିବା । ଶନିବାର ଦିନ ସାନିଦେବଙ୍କୁ ବହୁତ ସଠିକ ଭାବରେ ପୂଜା କରାଯାଇଥାଏ ତେବେ ତାହାର ସବୁ ମନସ୍କାମନା ନିଶ୍ଚୟ ପୂର୍ଣ ହୋଇଥାଏ । ଶନିଦେବଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ|
ନ୍ୟାୟ ର ଦେବତା ସର୍ବଦା ନ୍ୟାୟ କରିଥାନ୍ତି। ବର୍ତ୍ତମାନ ଜ୍ୟୋତିଷ ଓ ଆଚାର୍ଯ୍ୟ ମାନଙ୍କ କହିବା ଅନୁସାରେ, ଏକ ଏଭଳି ଅଦ୍ଭୁତ ସଂଯୋଗ ଘଟିବାକୁ ଯାଉଛି ଯେଉଁଥିରେ ଶନି ଦେବଙ୍କ କୃପା ଏହି ୩ ଟି ରାଶି ଉପରେ ପଡ଼ିବାକୁ ଯାଉଛି । ଏବେ ସେମାନଙ୍କୁ ଧନୀ ହେବାରେ ଏବେ ଆଉ କେହି ଅଟକାଇ ପାରିବେ ନାହିଁ। ଧନ ର ବର୍ଷା ସେମାନଙ୍କ ଜୀବନ ରେ ମାଡ଼ି ଆସୁଛି। ଘରେ ଖୁସିର ଲହରୀ ଖେଳି ଯିବ, ଶନି ଦେବଙ୍କ ଆପାର କୃପା ମିଳିବାକୁ ଯାଉଛି। ଯାହାଦ୍ଵାରା ଆପଣଙ୍କ କ୍ୟାରିୟର ରେ ଭଲ ସୁଯୋଗ ମିଳିପାରିବ। ଆପଣ ମାନେ ନିଜ ଯୋଜନାର ସଠିକ୍ ଭାବରେ ଫଳ ପ୍ରାପ୍ତି କରି ପାରିବେ।
ବ୍ୟାପାରି ଙ୍କ ବେପାରରେ ପୂର୍ଣ୍ଣ ସଂଯୋଗ ବନୁଅଛି । ଘରେ ସମସ୍ତ ସଦସ୍ୟ ମାନଙ୍କ ଭିତରେ ଭଲ ସମ୍ପର୍କ ରହିବ। ଆପଣଙ୍କ ଦ୍ଵାରା ନିଆଯାଇଥିବା ମହତ୍ଵ ପୂର୍ଣ୍ଣ ନିର୍ଣ୍ଣୟ ଆପଣଙ୍କ ପାଇଁ ଲାଭ ଦାୟକ ହେବ କୌଣସି ଏକ ବିଶେଷ କ୍ଷେତ୍ରରେ ଆପଣଙ୍କ ଚିନ୍ତା ହୋଇପାରେ। କିନ୍ତୁ ଏହାର ଲାଭ ମଧ୍ୟ ଆପଣଙ୍କୁ ନିଶ୍ଚିନ୍ତ ମିଳିବ, ଶନି ଦେବଙ୍କ କୃପା ଆପଣଙ୍କ ଉପରେ ରହିଅଛି ଯେଉଁଥି ପାଇଁ ଆପଣଙ୍କ ପାର୍ଟନର ସୀପ୍ ରେ କରାଯାଇଥିବା କାର୍ଯ୍ୟ ମଧ୍ୟ ବହୁତ ଭଲ ଫଳ ଦେବ। ତେବେ କାମ କାର୍ଯ୍ୟ ପ୍ରତି ଆପଣଙ୍କ ମନ ନିଶ୍ଚୟ ଲାଗିବ। ପ୍ରାତେକ କାର୍ଯ୍ୟକୁ ସଫଳତା ସହିତ କରିବେ, ସନିଦେବଙ୍କ କୃପା ଦୃଷ୍ଟିରୁ ଧନ ର ଅଭାବ ଆଉ ରହିବ ନାହିଁ।
ବହୁତ ଦିନରୁ ରହିଥିବା ମନର ଇଚ୍ଛା ଏବେ ପୂରଣ ହୋଇଯିବ। ବ୍ୟାପେରି ମାନଙ୍କୁ ଭଲ ଲାଭ ମିଳିବ। ଘରେ ସୁଖ ଶାନ୍ତି ର ବାତାବରଣ ଲାଗି ରହିବ। ଏମାନେ ଜୀବନରେ କିଛି ନୂଆ କରିବାକୁ ଚେଷ୍ଟା କରିବେ। ଜୀବନ ସାଥି ଙ୍କ ସମ୍ପୂର୍ଣ ସହାୟତା ମିଳିବାକୁ ଯାଉଛି। ଜୀବନ ଅତ୍ୟନ୍ତ ସରସ ଓ ସୁନ୍ଦର ହୋଇ ଉଠିବ । କର୍ମ କ୍ଷେତ୍ରରେ ସଫଳତା ମିଳିବ, ଶିକ୍ଷକ ମାନଙ୍କୁ ଖୁସି ମିଳିବ, ନୂଆ ସ୍ଥାନକୁ ଗ୍ରହଣ କରିବେ ।
କାର୍ଯ୍ୟ କ୍ଷେତ୍ରରେ ପରିବର୍ତ୍ତନ ଦେଖିବା ପାଇଁ ମିଳିବ। ଚାକିରୀ ଏବଂ ବାଣିଜ୍ୟ ଦୁଇଟି ସ୍ଥିତି ଆପଣଙ୍କ ପାଇଁ ଭଲ ରହିଛି। ତେବେ ଶନି ଦେବଙ୍କ କୃପା ପାଇବା ଠାରୁ କାଲିଠାରୁ ଶନି ଦେବଙ୍କ ଆରାଧନା ନିହାତି କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ୩ ରାଶି ଯେଉଁ ମାନଙ୍କର ଏହିଭଳି ବ୍ୟତୀତ ହେବାକୁ ଯାଉଛି ।