ଆଣ୍ଠୁ ଗଣ୍ଠି ବିନ୍ଧା ସମ୍ପୂର୍ଣ ଠିକ୍ କରିଦେବ କେବଳ ଏହି ଗୋଟିଏ ପତ୍ର। ଆଜି ହିଁ ଜାଣି ନିଅନ୍ତୁ ଏହି ଘରୋଇ ଅତି ସରଳ ଉପାୟ

ବନ୍ଧୁଗଣ ପୁରାତନ କାଳରେ ଦେଖା ଯାଉଥିଲା ଲୋକମାନେ ବୁଦ୍ଧ ହେଲାପରେ ସେମାନଙ୍କର ଆଣ୍ଠୁ, ଗଣ୍ଠି, ଅଣ୍ଟା ଓ ହାତ ଆଦି ସ୍ଥାନରେ ବହୁ ଯନ୍ତ୍ରଣା ଅନୁଭବ କରୁଥିଲେ । ହାଡ଼ରୁ ଠକ୍ ଠକ୍ ଶବ୍ଦ ଶୁଭା ଯାଉଥିଲା । କିଛି ବି କାମ କରିବାକୁ ମନ ହେଉ ନଥିଲା । ଶରୀରରେ ଦୁର୍ବଳତା ରହୁଥିଲା, ପୂର୍ବ କାଳରେ ଏହା ୬୦/୭୦ ବୟସ ପରେ ଏମିତି ସମସ୍ୟା ଭୋଗିବାକୁ ପଡୁଥିଲା ।

କିନ୍ତୁ ଆଜି କାଲି ଆମ ଜୀବନ ଶୟଲି ଖରାପ ହେବା କାରଣରୁ ଯେମିତି କି ଠିକ୍ ସମୟରେ ଆମେ ଶୋଉ ନାହାନ୍ତି। ବାୟାମ୍ ଆମେ କରୁ ନାହାନ୍ତି । ଯୋଗା ପ୍ରାଣାୟମ ଆଦି କରୁ ନାହାନ୍ତି । ଖାଦ୍ୟ ପାନୀୟ ସମ୍ପୂର୍ଣ ଭାବରେ ବିଗିଡି ସାରିଛି । ଏହା ଛଡ଼ା ଫାଷ୍ଟ ଫୁଡ୍ ଏବଂ ଜଙ୍କ ଫୁଡ୍ ବହୁଳ ଭାବରେ ଖାଉଛନ୍ତି । ଏହା ବ୍ୟତୀତ ଚା ଆଜିକାଲି ଅଧିକ ପିଉଛନ୍ତି ।

ଏହି କାରଣରୁ ଶରୀରରେ ବାର୍ଦ୍ଧକ୍ୟ ଶୀଘ୍ର ଆସୁଅଛି । ବୟସ ପୁର୍ବରୁ ଚୁଟି ଦାଢ଼ି ଧଳା ହୋଇଯାଇଛି । ଚର୍ମ କୁଞ୍ଚାନ୍ ଭଳୀ ସମସ୍ୟା ଉପୁଜିଛି । ଆଖି ତଳ କଳା ପଡି ଯାଉଛି । ତେଣୁ ଏହି ସବୁ ଠାରୁ ବଞ୍ଚିବାକୁ ଆଜି ଆମେ ଆପଣଙ୍କୁ ପାନ ପତ୍ର କିପରି ଦୂର କରିବ ତାହା କହିବୁ । ଯାହାକି ଆୟୁର୍ବେଦ ରେ ଭାଗବତ ଋଷିଙ୍କ ଦ୍ଵାରା ଉଲ୍ଲେଖ କରାଯାଇଛି।

ଆଣ୍ଠୁ ଗଣ୍ଠି, ଅଣ୍ଟା ଆଦି ରେ ଯନ୍ତ୍ରଣା ଓ ପୁରୁଷ ମାନଙ୍କ ଭିତରି ରୋଗ:

ଆଜି କାଲି ପୁରୁଷ ମାନେ ରାତି ରାତି ଖରାପ ଭିଡ଼ିଓ ଦେଖି ନିଜର ଏନର୍ଜି କୁ ନଷ୍ଟ କରି ଦେଉଛନ୍ତି । ଯଦି ଆପଣ ଶରୀରର ଷଣ୍ଢ ଭଳି ଶକ୍ତିର ବଢାଇବାକୁ ଚାହାନ୍ତି ତେବେ ଆପଣ ଏହି ପାନ ପତ୍ରର ଚମତ୍କାର କାମ କରନ୍ତୁ । ଅଧିକାଂଶ ସମୟରେ ପାନକୁ ନେଇ ଲୋକ ମାନଙ୍କ ମନରେ ଭୁଲ୍ ଧାରଣ ରହିଥାଏ ସେମାନେ ଭାବି ଥାଆନ୍ତି ବହୁତ ବେକାର ଲୋକ ହୋଇଥାଏ ସେ ହିଁ ପାନ ଖାଇଥାଏ ।

କିନ୍ତୁ ବନ୍ଧୁଗଣ ଆମ ଆୟୁର୍ବେଦ ଗ୍ରନ୍ଥରେ ପାନ ପତ୍ରକୁ ଏତେ ଅଧିକ ଚମତ୍କାର ମାନାଯାଇଛି ଏବଂ ଏତେ ଅଧିକ ସ୍ଵତିକ ଭୋଜନ ମାନାଯାଉଅଛି ଯାହାର କଳ୍ପନା ମଧ୍ୟ ଆପଣ କରି ପାରିବେ ନାହିଁ ।

ବାତ ପିତ୍ତ ଓ କାଫ

ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ରେ ଯନ୍ତ୍ରଣା ହେଉଛି ଅଣ୍ଟା ରେ ଯନ୍ତ୍ରଣା ହେଉଛି ହାତରେ ଏବଂ ଗଣ୍ଠି ଆଦି ଜାଗାରେ ଯନ୍ତ୍ରଣା ହେଉଛି। କିଛି ବି କାମ କରିବାକୁ ମନ ହେଉନି, ଶରୀରରେ ଦୁର୍ବଳତା ବହୁତ ଅଧିକ ହେଉଛି । ଏବଂ ରକ୍ତ ର ଅଭାବ ମଧ୍ୟ ଦେଖା ଦଉଛି ଏବଂ ସମ୍ପୂର୍ଣ ଶରୀର ମୁଣ୍ଡରୁ ଗୋଡ଼ ପର୍ଯ୍ୟନ୍ତ କଷ୍ଟ ଅନୁଭବ ହେଉଛି ତେବେ ପ୍ରଥମ ଆପଣଙ୍କୁ ମିଠା ପାନ ପତ୍ର ସଂଗ୍ରହ କରିବାକୁ ପଡ଼ିବ ।

ଗୋଟିଏ ପାନ ପତ୍ର ନିଅନ୍ତୁ ଏବଂ ସେଥିରେ ଟିକେ ଚୂନ ଲଗାନ୍ତୁ । ଭାଗବତ ଋଷି କହିଛନ୍ତି ଶରୀରରେ ବାତ ସମ୍ବଦିତ ଯାହାବି ରୋଗ ଅଛି ଯେମିତିକି କ୍ୟାଲସିୟମ ଏହି ପରି ରୋଗ ପାଇଁ ଚୂନ ଠାରୁ ଅଧିକ ଲାଭ ଦାୟକ ଜିନିଷ ଆଜି ପର୍ଯ୍ୟନ୍ତ ସଂସାରରେ କିଛି ବି ବାହାରୁ ନାହିଁ। ଧ୍ୟାନ ରଖନ୍ତୁ ଯଦି ଆପଣଙ୍କ କିଡନୀ ରେ ପଥର ଅଛି ତେବେ ଆପଣ ଚୂନ ର ବ୍ୟବହାର କରନ୍ତୁ ନାହିଁ ।

ପ୍ରୟୋଗ:

ରାତିରେ ଶୋଇବା ସମୟରେ ଏକ ତମ୍ଭା ପାତ୍ରରେ ପାଣି ପୁରେଇ ରଖି ଦିଅନ୍ତୁ । ସକାଳୁ ସେହି ପାଣିକୁ ହାଲ୍କା ଉଷୁମ କରି ଧୀରେ ଧୀରେ ପିଇ ଦିଅନ୍ତୁ। ବନ୍ଧୁଗଣ ଦମ୍ଭା ପାତ୍ର ର ପାନି ମଧ୍ୟ ଆଣ୍ଠୁ ଗଣ୍ଠି ସମସ୍ୟା ପାଇଁ ବହୁତ ଲାଭ ଦାୟକ ଅଟେ । ଏହା ପରେ ଏକ ପାନ ପତ୍ର ନିଅନ୍ତୁ ସେଥିରେ ଏକ ଚାଉଲ୍ ଦାନା ସଦୃଶ ଚୂନ ଲଗାନ୍ତୁ । ଏବଂ ଧୀରେ ଧୀରେ ଏହାକୁ ଚୋବାଇ ଖାଇ ନିଅନ୍ତୁ । ଶୀଘ୍ର ଖାଇବେ ନାହିଁ ନଚେତ ଚୂନ ଆପଣଙ୍କ ପାଟି ଖାଇ ଯାଇ ପାରେ । ଏହାର ସେବନ ପ୍ରତିଦିନ ନ କରି ଦିନେ ଛାଡି ଦିନେ କରନ୍ତୁ । ଏକ ମାସ ପର୍ଯ୍ୟନ୍ତ ଏହାର ପ୍ରୟଗ କରନ୍ତୁ ମାନେ ୧୫ ଦିନ ଏହାକୁ ସେବନ କରିବେ । ଏଠାରେ ଏହା ଧ୍ୟାନ ଦେବେ କି ୧ ମାସ ରୁ ଅଧିକ ଦିନ ଏହାକୁ ଖାଇବେ ନାହିଁ ।

ଏହାର ସେବନ କଲେ ଶରୀରରେ କ୍ୟାଲସୟମ ଅଭାବ ଯଦି ଥାଏ ଶରୀରରେ ଦୁର୍ବଳତା ରହିଥାଏ ଶରୀରରେ ପ୍ରତେକ ଅଙ୍ଗ ପ୍ରତେଙ୍ଗ ରେ ଯଦି କଷ୍ଟ ରହିଥାଏ । ଗଣ୍ଠିଆ ସମସ୍ୟା ଜଡି ଥାଏ ଖଟରେ ପଡ଼ି ଯାଉଥିବା ବ୍ୟକ୍ତି ଯଦି ମଧ୍ୟ ଏହାର ସେବନ୍ତ୍ କରେ ସେ ଚଲା ବୁଲା କରିବାକୁ ଲାଗେ ।

ପୁରୁଷ ମାନଙ୍କୁ ଦୁର୍ବଳ ଲାଗିବା:

ଆଜି କାଲି ପୁରୁଷ ମାନେ ଭିଡ଼ିଓ ଦେଖି ଦେଖି ଶରୀରରୁ ବହୁତ ଶକ୍ତି ନଷ୍ଟ କରିଦେଇଛନ୍ତି ସକାଳୁ ଉଠିଲେ ତାଙ୍କୁ ବହୁତ ଖରାପ ଲାଗିଥାଏ । ବେଳେ ବେଳେ ଭାବନ୍ତି ମତେ ମୋ ଶକ୍ତିକୁ ନଷ୍ଟ କରିବାର ନଥିଲା । ଆପଣଙ୍କ ଶକ୍ତିକୁ ପୁଣି ଥରେ ଫେରୀଇ ଆଣିବା ପାଇଁ ପାନ ପତ୍ରର ର ଏହି ଜବରଦସ୍ତ ଉପାୟ କରନ୍ତୁ ।

ପ୍ରଣାଳୀ:

ପ୍ରଥମେ ଆପଣ ଏକ ମିଠା ପାନ ପତ୍ର ନିଅନ୍ତୁ ଏବଂ ତା ଭିତରେ ଶୁଦ୍ଧ ମହୁ ଏକ ଚାମଚ ଲଗେଇବାକୁ ହେବ। ତାପରେ ଏକ ରସୁଣ ପାଖୁଡ଼ା ର ପେଷ୍ଟ ଲଗାନ୍ତୁ । ଏବଂ ଏହାକୁ ଦିନେ ଛାଡି ଦିନ ସେବନ କରନ୍ତୁ ଏବଂ ଏହା ସହିତ ଏକ ଚାମଚ ତ୍ରିଫଲା ଚୂର୍ଣ୍ଣ ଉଷୁମ ପାଣିରେ ମିଶେଇ ସେବନ କରନ୍ତି ତାହାଲେ ଆପଣଙ୍କ ଆଭ୍ୟନ୍ତରିଣ ଶକ୍ତି ପୁଣି ଥରେ ଫେରି ଆସିବ । ଏଠାରେ ଧ୍ୟାନ ଦେବେ କି ଏହା ୧ ମାସ ପର୍ଯ୍ୟନ୍ତ ଦିନେ ଛାଡି ଦିନେ ସେବନ କରିବେ ।

Leave a Reply

Your email address will not be published. Required fields are marked *