ଏହି କାର୍ତିକମାସରେ ଗ୍ରହରେ ବନୁଛି ମହାସଂଯୋଗ। ଯାହା ଦ୍ବାରା କିଛି ରାଶିର ଲୋକମାନଙ୍କର ଉପରେ ସ୍ୱୟଂ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ଲାଗି ରହିବ। ଯାହା ଫଳରେ ଏମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇ ଧନର ବର୍ଷା ହେବ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ରାଶି ମାନଙ୍କର ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଗୋଚର କାରଣ ପାଇଁ ବ୍ୟକ୍ତି ମାନଙ୍କ ଉପରେ ଗ୍ରହ ମାନଙ୍କର ବିଶେଷ ପ୍ରଭାବ ପଡିଥାଏ। ଏହା ସହିତ ସୃଷ୍ଟିର ନୀତି ପରିବର୍ତ୍ତନ ଅନୁଯାୟୀ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ମଧ୍ୟ ହୋଇଥାଏ। ଆମ ରାଶି ଚକ୍ରରେ ଥିବା ୧୨ ଗୋଟି ରାଶି ମାନଙ୍କର ଉପରେ ଗ୍ରହ ନକ୍ଷତ୍ର ମାନଙ୍କର ବିଶେଷ ପ୍ରଭାବ ପଡିବା କାରଣରୁ କିଛି ରାଶିର ଜାତକରେ ଗ୍ରହ ମାନଙ୍କର ଶୁଭ ଦୃଷ୍ଟି ପଡିବା ସହିତ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ଦୃଷ୍ଟି ରହିଥାଏ। ଏହି କାର୍ତିକମାସରେ ସେମିତି ୫ ଗୋଟି ରାଶିର ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ବର୍ଷା ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କର ବିଷୟରେ।
ତୁଳା ରାଶି:

ଏହି ରାଶିର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ପ୍ରାପ୍ତି ହେବାକୁ ଯାଉଛି। ସେଥିପାଇଁ ପୂର୍ବରୁ ଲାଗିରହିଥିବା ସମସ୍ତ ସମସ୍ୟା ମାନଙ୍କର ସମାଧାନ ହୋଇଯିବ। ଏହା ସହିତ ଆର୍ଥିକ କ୍ଷେତ୍ରରେବି ମଧ୍ୟ ଲାଭବାନ ହେବେ। ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବ। ସନ୍ତାନ ସୁଖ ମଧ୍ୟ ଆପଣ ପ୍ରାପ୍ତ କରିବେ।
ମୀନ ରାଶି:

ଏହି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ବିଶେଷ ଭାବରେ ପ୍ରାପ୍ତ ହେବ। ଏହା ସହିତ ଯୋଜନା ଅନୁଯାୟୀ ମଧ୍ୟ ବିଶେଷ ଭାବେ ଫଳ ପ୍ରାପ୍ତି ହେବ। ଆମଦାନୀ ମଧ୍ୟ ଏହି ସମୟରେ ଦୁଇଗୁଣା ହୋଇଯିବ। love relation ପାଇଁ ମଧ୍ୟ ଏହି ସମୟଟି ଆପଣଙ୍କ ପାଇଁ ଉଚିତ ସାବ୍ୟସ୍ତ ହେବ। ଅଚାନକ ଗୁପ୍ତ ଧନ ପ୍ରାପ୍ତି ହେବ। ସରକାରୀ ଚାକିରୀ କ୍ଷେତ୍ରରେ ମଧ୍ୟ ଉପଲବ୍ଧି ମିଳିବ। ସନ୍ତାନ ସୁଖ ମଧ୍ୟ ଆପଣ ପ୍ରାପ୍ତ କରିବେ। ପାରିବାରିକ ସହଯୋଗ ମଧ୍ୟ ଆପଣଙ୍କୁ ମିଳିବ। ଦାମ୍ପତ୍ୟ ଜୀବନରେବି ମଧ୍ୟ ଏହି ସମୟରେ ବି ମଧୁରତା ଆସିବ।
କନ୍ୟା ରାଶି:

ମା ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଚାରଚାନ୍ଦ ଲାଗିଯିବ। ଆପଣଙ୍କର ଅଧୁରା ଇଛା ସବୁ ଏହି ସମୟରେ ପୂରଣ ହେବ। ମା ଲକ୍ଷ୍ମୀ ବିଶେଷ କରି ଆପଣଙ୍କ ଉପରେ ଆଶୀର୍ବାଦ ପ୍ରାପ୍ତ କରାଇବେ। ବ୍ୟବସାୟରେ ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତିରେ କ୍ରମଶଃ ଉନ୍ନତି ପରିଲକ୍ଷିତ ହେବ। ଅଚାନକ ଧନ ପ୍ରାପ୍ତି ହୋଇପାରେ।
ବିଛା ରାଶି:

ଏହି ରାଶିର ବ୍ୟକ୍ତିଙ୍କୁ ମଧ୍ୟ ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ବିଶେଷ ଭାବରେ କୃପା ପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେବି ମଧ୍ୟ ଲାଭବାନ ହେବେ। ବ୍ୟବସାୟରେ ବି ମଧ୍ୟ ଚାରିଗୁଣା ଲାଭ ପ୍ରାପ୍ତି ହେବ। ଯାହା ଚାହିଁବେ ସେସବୁ ଆପଣଙ୍କୁ ମିଳିବ। ପୂର୍ବ ଯୋଜନା ଅନୁଯାୟୀ ଆପଣଙ୍କୁ ସେସବୁର ଫଳ ମଧ୍ୟ ମିଳିବ। ପାରିବାରିକ ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଲାଗି ରହିବ।
କୁମ୍ଭ ରାଶି:

ଏହି ରାଶିର ବ୍ୟକ୍ତିଙ୍କୁ ବି ମଧ୍ୟ ମା ଲକ୍ଷ୍ମୀଙ୍କର ବିଶେଷ ଭାବରେ କୃପା ବର୍ଷା ହେବ। ବ୍ୟବସାୟରେ ବି ମଧ୍ୟ ବିଶେଷ ଲାଭ ପ୍ରାପ୍ତି ହେବ। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ରହିବ। ବନ୍ଧୁଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଯାହା ଚାହିଁବେ ସେସବୁ ଆପଣଙ୍କୁ ଏହି ସମୟରେ ପ୍ରାପ୍ତି ହେବ। ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ। କହିବାକୁ ଗଲେ ପୁରା ସମୟଟି ଆପଣଙ୍କ ପାଇଁ ବହୁତ ଭଲ ସବ୍ୟସ୍ତ ହେବ। love life ଏବଂ ଦାମ୍ପତ୍ୟ ଜୀବନରେ ସୁଖର ବାତାବରଣ ଆସିବ।
ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “