ଏହି ଦେଶ ର ଶବ ଖାଇ ଚିଲ କାଉ ଙ୍କ ର ପେଟ ପୁରିଯାଉଛି , ପ୍ଲାଷ୍ଟିକ ର ଅଳିଆ ରେ ଫିଙ୍ଗୁଛନ୍ତି ମୃତ ଶବ

ଦୁନିଆରେ କରୋନା ର ଆତଙ୍କ ଲାଗି ରହିଛି । ଚୀନ ର ବୁହାନ ସହର ରୁ ଏହି ଭାଇରସ ଏବେ ଦୁନିଆ ର ସବୁ ଦେଶ କୁ ଖେଳାଇ ଯାଇଛି । ଦୁନିଆ ସାରା ଏଥିରେ ସଂକ୍ରମିତ ଙ୍କ ସଂଖ୍ୟା ୧ କୋଟି ପାରକରିସାରିଛି । ଏହି ଭାଇରସ କିଛି ଦେଶରେ ଦମନ ଲୀଳା ଲଗାଇଛି । କିନ୍ତୁ ନିକଟରେ ଏହି ଭାଇରସ ବ୍ରାଜିଲ ରେ ତାଣ୍ଡବ କରିବା ଆରମ୍ଭ କରିଛି। ଏହି ଦେଶ ରେ ଏବେ ମୃତୁ ସଂଖ୍ୟା ଏତେ ବଢ଼ି ଯାଇଛି କି ପ୍ଲାଷ୍ଟିକ ର ଅଳିଆ ରେ ଶବ ଭର୍ତ୍ତି କରାଯାଇ ଫିଙ୍ଗା ଯାଉଛି ।

रियो नर्सेस यूनियन ने इन तस्वीरों को क्लिक किया है। इसमें साफ़ देखा जा सकता है कि कैसे कचरे की तरह ये डेड बॉडीज फेंकी गई हैं।

ନିକଟରେ ସୋସିଆଲ ମିଡିଆରେ ରିଓ ନର୍ସେସ ୟୁନିୟନ ଏହାର କିଛି ଚିତ୍ର ସେୟାର କରିଥିଲେ । ଏହି ଚିତ୍ର ରେ ହସ୍ପିଟାଲ ଭିତରେ ଓ ବାହାରେ ଶବ ସବୁ କଳା ପ୍ଲାଷ୍ଟିକ ରେ ଭର୍ତ୍ତି କରି ଫିଙ୍ଗା ଯାଉଥିବାର ସାମ୍ନା କୁ ଆସିଛି । ଏହାର ଚିତ୍ର କୁ ଦେଖିଲେ ଆପଣଙ୍କ କଲିଜା ମଧ୍ୟ ଡର ରେ କମ୍ପି ଉଠିବ ।

ବ୍ରାଜିଲ ରେ କରୋନା କୁ ନେଇ ସୃଷ୍ଟି ହୋଇଥିବା ପରିବେଶ କୁ ଦେଖି କିଛି ଚିତ୍ର ସୋସିଆଲ ମିଡିଆରେ ଭାଇରାଳ ହେଉଛି । ଏଥିରେ କରୋନା ସଂକ୍ରମିତ ଙ୍କ ଶବ କୁ ଅଳିଆ ରଖାଯାଉଥିବା ପ୍ଲାଷ୍ଟିକ ରେ ବାନ୍ଧି ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ରୋଗୀ ଙ୍କ ପାଖରେ ରଖା ଯାଉଛି । ଏହି ଚିତ୍ର ରିୟୋ ଦୀ ଜେନେରିୟୋ ର ଅଟେ ।

इस देश में कब्रिस्तान भर चुके हैं। अस्पतालों के मॉर्च्युरी रूम भर चुके हैं। ऐसे में अब अस्पताल के बाहर गाड़ियों में लाशों को स्टोर कर रखा जा रहा है। एक कंटेनर में 75  लाशें स्टोर की जा सकती है।

ରିୟୋ ନର୍ସେସ ୟୁନିୟନ ଏହି ଚିତ୍ର କୁ ଉଠାଇ ଥିଲେ । ଏଥିରେ ପରିଷ୍କାର ଭାବରେ ଦେଖା ଯାଉଛି କି କେମିତି ଅଳିଆ ଭଳି କେମିତି ଏହି ଶବ ସବୁ କୁ ଫିଙ୍ଗାଯାଉଛି ।

ଏହି ଦେଶର କବର ସ୍ଥାନ ଭର୍ତ୍ତି ହୋଇସାରିଛି । ହସ୍ପିଟାଲ ର ଶବ ସଂଗୃହିତ ଗୃହ ମଧ୍ୟ ଭର୍ତ୍ତି ହୋଇସାରିଛି । ଏମିତି ରେ ଏବେ ହସ୍ପିଟାଲ ବାହାରେ ଗାଡ଼ି ରେ ଶବ କୁ ସଂଗୃହିତ କରି ରଖା ଯାଉଛି। ଗୋଟେ କଣ୍ଟେନର ରେ ୭୫ ଟି ଶବ ସଂଗୃହିତ କରାଯାଇପାରିବ ।

ବ୍ରାଜିଲ ରେ ଏବେ ପର୍ଯ୍ୟନ୍ତ ୫୨ ହଜାର ଲୋକ ଙ୍କ କରୋନା ପାଇଁ ମୃତୁ ହୋଇସାରିଛି । ସାଥିରେ ସଂକ୍ରମିତ ଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ଅତିକ୍ରମ କରି ସାରିଛି । ଆମେରିକା ପରେ ସବୁଠାରୁ ଅଧିକ ସଂକ୍ରମିତ ମାମଲା ଏହି ଦେଶ ରେ ହୋଇଛି ।

ଏହି ଦେଶରେ କରୋନା ର ଏତେ ଖରାପ ଅବସ୍ଥା ହୋଇସାରିଛି କି ଏବେ ଶବ କୁ ଯେଉଁଠି ସେଇଠି ଫିଙ୍ଗି ଦିଆଯାଉଛି । ବିଗତ ଦିନରେ ମଧ୍ୟ ଏମିତି ଚିତ୍ର ସାମ୍ନା କୁ ଆସିଥିଲା ଯେଉଁଥିରେ ଲୋକ ନିଜ ଲୋକ ଙ୍କ ଶବ କୁ ଘରେ କିମ୍ବା ସଡ଼କ ରେ ଫିଙ୍ଗି ପଳାଇ ଯାଉଥିବା ର ସାମ୍ନା କୁ ଆସିଥିଲା ।

ब्राज़ील में अभी तक 52 हजार लोगों की कोरोना से मौत हो चुकी है। साथ ही इससे संक्रमित लोगों की संख्या भी 1 लाख 10 हजार के पार है। अमेरिका के बाद सबसे अधिक संक्रमण के मामले इस देश से ही है।

କିଛି ଏମିତି ବି ଚିତ୍ର ସାମ୍ନା କୁ ଆସିଛି କି ଯେଉଁଥିରେ ବ୍ରାଜିଲ ର ହସ୍ପିଟାଲ ରେ କାମ କରୁଥିବା ନର୍ସ ନଜର କୁ ଆସିଥିଲେ । ସେ ହସ୍ପିଟାଲ ର ଚଟାଣ ରେ ଶୋଇଥିବା ର ନଜର କୁ ଆସିଥିଲେ । ଏହି ଚିତ୍ର ସମସ୍ତଙ୍କ ହୋସ ଉଡ଼ାଇ ଦେଇଥିଲା ।

ବିଶେଷଜ୍ଞ ଙ୍କ କହିବା କଥା କି ବ୍ରାଜିଲ ରେ ଟେଷ୍ଟିଙ୍ଗ ବହୁତ କମ କରାଯାଇଛି । ଏହି କାରଣରୁ ଯେଉଁ ସଂକ୍ରମଣ ର ମାମଲା ସାମ୍ନା କୁ ଆସିଚି6 ତାହା ବହୁତ କମ ଅଟେ । ଅସଲ ରେ ଏଥିରୁ ମଧ୍ୟ ସଂକ୍ରମିତ ହୋଇପାରନ୍ତି ।

ଗୋଟେ ଖବର ଅନୁସାରେ ଏବେ ପର୍ଯ୍ୟନ୍ତ ବ୍ରାଜିଲ ରେ ୧୮୧ ରୋଗୀ ରୋଗୀ ଙ୍କ ମୃତୁ କରୋନା କାରଣରୁ ହୋଇଛି । ଯେବେ କି ସଂକ୍ରମିତ ଙ୍କୁ ଚିକିତ୍ସା କରୁଥିବା ୧୫ ହଜାର ନର୍ସ ଏହା କବଲ ରେ ଆସିଛନ୍ତି ।

इस देश में कोरोना से इतने बुरे हालात हो चुके हैं कि अब लाशों को यहां-वहां फेंका जा रहा है। बीते दिनों इस देश से ऐसे फुटेज भी सामने आए थे, जिसमें लोग अपनों  की लाशों को घर में या सड़क पर फेंक कर भागते नजर आए।

ଦେଶ ର ଏମିତି ଅବସ୍ଥା ଦେଖି ବ୍ରାଜିଲ ର ରାଷ୍ଟ୍ରପତି ମଧ୍ୟ ହାତ ଉଠାଇ ଦେଇଛନ୍ତି । ତାଙ୍କର କହିବା କଥା କି ଦେଶ ର ଲୋକ କରୋନା କୁ ନେଇ ଗମ୍ଭୀର ନାହାଁନ୍ତି ।

कुछ ऐसी भी तस्वीरें सामने आई, जिसमें ब्राज़ील की अस्पतालों में काम करने वाले नर्स नजर आए। ये अस्पताल की जमीन पर ही लेटे नजर आए। इस तस्वीर ने सभी के होश उड़ा दिए।

ଲୋକ ଲକଡାଉନ କୁ ଗୁରୁତ୍ଵ ଦେଉନାହାଁନ୍ତି । ରାଷ୍ଟ୍ରପତି କହିଛନ୍ତି କି ଦେଶ ର ଲୋକ କରୋନା କୁ ନେଇ ଯେତେ ପର୍ଯ୍ୟନ୍ତ ଗମ୍ଭୀର ନ ହେବେ ସେତେ ପର୍ଯ୍ୟନ୍ତ ମୃତୁ ର ଶତକଡ଼ା ଏମିତି ବଢ଼ି ଚାଲିଥିବ ।

Leave a Reply

Your email address will not be published. Required fields are marked *