ଏହି ପିଲାକୁ ଲୋକମାନେ ଡାକନ୍ତି ମାନବ ସର୍ପ, ସାପ ଭଳିଆ ଦେହରୁ ଛାଡୁଚି ଛାଲ

ଆପଣମାନେ ଜାଣିଥିବେ ସାପ କାତି ଛଡ଼ାଏ ,କିନ୍ତୁ ଓଡ଼ିଶାରେ ଜଣେ ପିଲା ଅଛି ଯାହାକୁ ଲୋକମାନେ ମାନବ ସର୍ପ କୁହନ୍ତି , ଏହି ପିଲାର ଦେହରୁ ଚୋପା ସବୁ ମାସରେ ଛାଡିଥାଏ। ଏହା ଏକ ବିରଳ ରୋଗ ଯାହା ପାଖାପାଖି ୬ ଲକ୍ଷ ଲୋକରେ ଜଣକୁ ହୁଏ।ଏହି ପିଲାର କାହାଣୀ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଇଛି ।ଆସନ୍ତୁ ଜାଣିବା ଏହି ବିମାରି ଆଉ ପିଲାର ବିଷୟରେ।

୧୦ବର୍ଷ ଏହି ପିଲାର ନାମ ଜଗନ୍ନାଥ, ଜଗନ୍ନାଥ ଓଡିଶାର ଗଞ୍ଜାମ ଜିଲ୍ଲାରେ ନିଜର ପରିବାର ସହିତ ରହୁଥିଲେ, ତାର ଶରୀରରୁ ମୋଟା ମୋଟା ମାଟିଆ ରଙ୍ଗ ର ଚମଡା ବାହାରୁଥିଲା ,ଏହି ଚମଡା ସବୁ ମାସରେ ବାହାରିଥାଏ,ସେଇ ଜାଗାରେ ପୁଣି ନୂଆ ଚମଡା ବାହାରି ଆସେ।

ଏହି ରୋଗର ନାମ ହେଉଛି ଏଚିଓଷିସ୍, ଏହା ଏକ ଭଲ ନହେବା ରୋଗ ,ମିଡ଼ିଆର ରିପୋର୍ଟ କହିବା କଥା ଏହି ରୋଗ ହୋଇଥିବା ଜଗନ୍ନାଥ ସବୁ ଘଣ୍ଟାରେ ଥରେ ଗାଧାନ୍ତି ।ଏଥିପାଇଁ ଗାଧାଏ ଶରୀର ସୁଖିନଜିବା ପାଇଁ।ସୁଖିଯିବା କାରଣରୁ ଚମଡା ଶରୀରରୁ ଛାଡିଯାଏ।ଏଥିରେ ତାକୁ ବହୁତ୍ କଷ୍ଟ ହୁଏ।

ଜଗନ୍ନାଥର ଶରୀର ଚମଡା ଏବେ ଏତେ କଠୋର ହେଇଯାଇଛି ତାକୁ ଚାଲିବା ବୁଲୀବା ରେ ଅସୁବିଧା ହଉଛି,ଯଦି ତାକୁ ତାର ହାତ ଗୋଡ ସିଧା କରିବାକୁ ଜଣଙ୍କ ସାହାଯ୍ୟ ଦରକାର ପଡେ। ଜଗନ୍ନାଥ ର ବାପା ପ୍ରଭାକର ପ୍ରଧାନ କୃଷି କାମ କରେ।ପ୍ରଭାକର ର ଏତେ ରୋଜଗାର ନାହିଁ ଯେ ସେ ପିଲାର ଚିକିତ୍ସା କରିପାରିବ।

ଜଗନ୍ନାଥକୁ ଏହି ରୋଗ ଜନ୍ମ ହେବା ପରେ ଅଛି।ଏହି ରୋଗ ୬ ଲକ୍ଷ ଲୋକ ରେ ଜଣକୁ ହୁଏ ,ଏହି ରୋଗ ଜିନର ଖରାପ୍ ଯୋଗୁ ହୁଏ ,ଏହା ହେବାଦ୍ବାରା ମଣିଷର ଶରୀର ର ଚର୍ମ ବହୁତ୍ ସ୍ତିର ଭାବରେ ହୁଏ।

ଏଥିପାଇଁ ଚର୍ମ ପୁରା ଶୁଖିଯାଏ ଯେମିତି ମାଛ କାତି ଛାଡ଼ିଲା ପରି ହୁଏ। ଲେମ୍ଲର୍ ଇଚିଓସିସ୍ ରେ ଚର୍ମ ଉପରେ ଗୋଟିଏ ପରଦା ଭଳିଆ ପଡ଼ିଯାଏ ଯାହାକୁ କୋଲୋଡିୟ।ନ ମେବ୍ରେନ୍ କୁହାଯାଏ।ଏହା ଧୀରେ ଧୀରେ ସ୍ଥିର ହୋଇଯାଏ ଗୋଲ୍ ଗୋଲ୍ ହୋଇଯାଏ।

କେ଼ାଲୋଡିୟନ ମେବ୍ରିନ କିଛି ସପ୍ତାହ ରେ ବାହାରି ଯାଏ। କିନ୍ତୁ ଏଥିରେ ବହୁତ୍ କଷ୍ଟ ହୁଏ। ଏହି ପୀଡ଼ିତ ମଣିଷକୁ ଜୀବନ ସାରା ରହିଯାଏ ,ତାକୁ ସବୁଦିନ କଷ୍ଟ ସହିବାକୁ ହୁଏ। ଜଗନ୍ନାଥର ଆଖିରେ ମଧ୍ୟ କେ଼ାଲୋ ଡିୟନ ମେବ୍ରିନ ହେଇଯାଇଛି।ଏହା ଏତେ ଟାଣ କି ଶୋଇବା ସମୟରେ ପଲକ୍ ପକେଇ ପାରେନାହିଁ।

ଲେମଲର ଇଚିଓସିସ ରୋଗ ଦୁନିଆରେ କେତେ ଜାଗାରେ ଦେଖିବାକୁ ମିଳେ।ଏହା ଏକ ଜନ୍ମ ଜାତ୍ ରୋଗ ଏହାର ସୁସ୍ଥ ହେଇପାରେ ନାହିଁ। ଜିନସ୍ର ଖରାପ୍ କାରଣରୁ ହେଉଥିବା ଏହି ରୋଗର କେତେ ଟା ସ୍ତର ଅଛି ,ଏହା ଛୁଆ ଜନ୍ମ ହେବା ପରେ ଜଣାପଡେ । କିନ୍ତୁ ତାର ପ୍ରକୃତ ଚେହେରା ଉପରେ ଆଉ ଗୋଟେ ପରଦା ପରି ଦେଖା ଗଲେ ବୁଝିବାକୁ ହେବ ତାକୁ ଲେମଲର ଇଚିଓସିସ ରୋଗ ଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *