ଏହି ରାଶିକୁ ମିଳିବ ପୁଳା ପୁଳା ଟଙ୍କା, ଏହି ରାଶି ଉପରେ ଧନ ଢାଲିବେ ଲକ୍ଷ୍ମୀ ମାତା

ନମସ୍କାର ବନ୍ଧୁଗଣ ଜୟ ଜଗନ୍ନାଥ, ଆମର ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ରହିଛି। ଏବଂ ଏହି ୧୨ଟି ରାଶି ମଧ୍ୟରୁ ଏହି ୪ ଟି ରାଶି ହୋଇଥାନ୍ତି ସବୁଠାରୁ ଶକ୍ତିଶାଳୀ ଏବଂ ବହୁତ ଧନୀ ସହ ହୋଇଥାନ୍ତି ଭାଗ୍ୟ ସାଳି। ଏମାନଙ୍କ ସହିତ ମୁକାବିଲା କରିବା କୌଣସି ଛୋଟିଆ କାମ ନୁହେଁ । ଏହି ୪ ରାଶିର ବ୍ୟକ୍ତି ଆତ୍ମବିଶ୍ଵାସି ଅଟନ୍ତି, ଏମାନଙ୍କ ପାଖରେ ସବୁ ବେଳେ ଧନ ସମ୍ପତ୍ତି ପ୍ରବଳ ରହିଥାଏ । ବନ୍ଧୁଗଣ ଆଜି ଆମେ ସେହି ୪ ରାଶି ବିଷୟରେ କହିବୁ କି ଏହି ରାଶି କଣ ଅଟେ । କଣ ଆପଣଙ୍କ ରାଶି ମଧ୍ୟ ଏହି ରାଶି ଭିତରେ ରହିଛି କି ? ତେବେ ସମ୍ପୂର୍ଣ ଜାଣିବା ପାଇଁ ଏହାକୁ ସମ୍ପୂର୍ଣ ପଢ଼ନ୍ତୁ ।

ମେଷ ରାଶି: ଏହି ରାଶିର ସ୍ବାମୀ ମଙ୍ଗଳ ଅଟନ୍ତି । ଏବଂ ଏହି ରାଶି ସବୁଠାରୁ ଶକ୍ତି ଶାଳୀ ରାଶି ମଧ୍ୟରୁ ଗୋଟିଏ ବୋଲି ମାନିଥାଉ । ଏହି ରାଶିର ଲୋକମାନଙ୍କ ଭିତରେ ଯଥେଷ୍ଟ ମାତ୍ରାରେ ଊର୍ଜା ଭରପୁର ହୋଇକୀ ଥାଏ । ଏଭଳି ଲୋକମାନଙ୍କ ସ୍ଵଭାବ ରେ କେବେ ବି ଅଟକି ରହିବା ଲେଖା ହୋଇ ରହି ନଥାଏ। ନିଜର କର୍ମ ଉପରେ ଏହି ଲୋକ ମାନେ ବିଶ୍ୱାସ ରଖି ଥାଆନ୍ତି । ଏବଂ ପରିଶ୍ରମ ବଳରେ ହିଁ ଏମାନଙ୍କୁ ସଫଳତା ମିଳିଥାଏ । ଏହି ରାଶିର ଲୋକ କେବେ ବି କୌଣସି ଲୋକ ଉପରେ ଭରସା କରି ଚଳନ୍ତି ନାହିଁ । ଯାହା କିଛି କରନ୍ତି ନିଜର ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ । କିଛି ସମୟ ଏମାନଙ୍କର ସଂଘର୍ଷ ହୋଇଥାଏ କିନ୍ତୁ ପରେ ନିଜ ମୁଠିରେ କରନ୍ତି ସାରା ଦୁନିଆ । ଯଦି ଏମାନଙ୍କ ସହିତ କେହି ଧୋକା କରେ ତେବେ ଏମାନଙ୍କ ଠାରୁ ବଡ଼ ଶତ୍ରୁ ମଧ୍ୟ କେହି ନାହିଁ ।

ବିଛା ରାଶି: ଏହି ରାଶି ସବୁଠାରୁ ଶକ୍ତି ଶାଳୀ ରାଶି ମଧ୍ୟରୁ ଗୋଟିଏ ଅଟେ। ଯଦି ଏମାନେ କାହାର ହୋଇଯାନ୍ତି ତେବେ ତା ପ୍ରତି ସମ୍ପୂର୍ଣ ସମର୍ପଣ ଭାବ ରଖିଥାନ୍ତି । ଯଦି ଏମାନଙ୍କ ସହିତ କୌଣସି ଲୋକ ଶତ୍ରୁତା ଭାବି କରିଥାଏ ତେବେ ସେମାନେ ମଧ୍ୟେ ସେହି ଭଳି କଠୋର ହୋଇ ଯାଆନ୍ତି । କାରଣ ବିଛା ରାଶିର ସ୍ବାମୀ ମଙ୍ଗଳ ଗ୍ରହ ହୋଇଥାଏ। ଏବଂ ଏହି ରାଶିର ବ୍ୟକ୍ତି ସବୁଠାରୁ ଶକ୍ତି ଶାଳୀ ଅଟନ୍ତି । ଏହି ରାଶିର ଲୋକ ଭରସା ଯୋଗ୍ୟ ହୋଇଥାନ୍ତି କିନ୍ତୁ କିଛି ଲୋକ ଙ୍କ ଭିତରେ ଦ୍ରୋହି ସ୍ଵଭାବ ମଧ୍ୟ ରହିଥାଏ । ଏଭଳି ଲିକ ଲଢ଼ିବାକୁ ପସନ୍ଦ କରିଥାନ୍ତି । ଏହି ଲୋଜ ମାନେ ଭରସା ଯୋଗ୍ୟ ହୋଇଥାନ୍ତି କିନ୍ତୁ ଯଦି ଏମାନଙ୍କୁ କେହି କଷ୍ଟ ଦିଏ ତେବେ ଏମାନେ ଭାବବାତ୍ମକ ରୂପରେ ଅତ୍ୟଧିକ ଆକ୍ରତ୍ମକ ହୋଇ ଯାଆନ୍ତି ।

ମକର ରାଶି: ଏହି ମକର ରାଶି ଶକ୍ତି ଶାଳୀ ରାଶି ମଧ୍ୟରୁ ତୃତୀୟରେ ଆସୁଛି । ଏହି ରାଶିର ଲୋକ ମଧ୍ୟ ବହୁତ ଶକ୍ତିଶାଳୀ ଓ ବଳ ଶାଳୀ ଅଟନ୍ତି। ନିଜ ଉପରେ ନିୟନ୍ତ୍ରିତ ରଖିବା ଏମାନଙ୍କୁ ଭଲ ଭାବରେ ଆସିଥାଏ । ମକର ରାଶି ମାନେ ଅନ୍ୟ ରାଶି ମାନଙ୍କ ଉପରେ ଭାବିକି ବ୍ୟବହାର କରନ୍ତି । ଏହି ରାଶିର ଲୋକ ଶକ୍ତିଶାଳୀ ହୋଇମଧ୍ୟ ନିଜର ଶକ୍ତିର କେବେ ମଧ୍ୟ ପ୍ରଦର୍ଶନ କରନ୍ତି ନାହିଁ । ଏମାନେ ଯାହା କାମ କରନ୍ତି ନିଷ୍ଟା ଏବଂ ପରିଶ୍ରମରେ କରନ୍ତି । ଏହି ପରିଶ୍ରମରେ ପରିଣାମ ଡେରିରେ ମିଳୁ ପଛେ କିନ୍ତୁ ବହୁତ ଭଲ ପରିଣାମ ମିଶ୍ର ଥାଏ । ଏହି ରାଶିର ସ୍ବାମୀ ଶନି ଗ୍ରହ ଅଟେ । ଏବଂ ଶନି ଙ୍କ ସ୍ତାୟୂତ ମଧ୍ୟ ଏମାନଙ୍କୁ ସବୁ ବେଳେ ଶୁଭ ଫଳ ଦେବାରେ ଲାଗିଥାଏ।

କୁମ୍ଭ ରାଶି: ଏହି କୁମ୍ଭ ରାଶି ଲୋକ ନିଜର ଭାବନା ଉପରେ ସମ୍ପୂର୍ଣ ଭାବରେ ନିୟନ୍ତ୍ରିତ ରଖି ଥାଆନ୍ତି । ଏମାନେ ଭାବନାରେ ବାହି ଯାଇ କୌଣସି ପ୍ରକାରର ଫୌଶାଲା ନିଅନ୍ତୁ ନାହିଁ। କିନ୍ତୁ କେତେଥର ଦରକାର ପଡ଼ିବା ଦ୍ଵାରା ନିଜର ସମବେଦନା କୁ ନିଜର କାମରେ ଲଗାଇ ଥାଆନ୍ତି । ଏବଂ ଆଗକୁ ବଢ଼ି ଯାଇଥାନ୍ତି। ଏହି ରାଶିର ବ୍ୟକ୍ତି ମାନେ ଆତ୍ମ ବିଶ୍ଵାସରେ ଭରପୁର ରହିଥାନ୍ତି । ଏହି ଲୋକମାନେ ସବୁବେଳେ ନିଜକୁ ଭଲ ବୋଲି ସାବ୍ୟସ୍ତ କରିବା ପାଇଁ ପରିଶ୍ରମ କରନ୍ତି ଏବଂ ଆଗକୁ ଆଗକୁ ବଢ଼ି ଥାଆନ୍ତି । ଏମାନଙ୍କର ଗୋଟିଏ ଲକ୍ଷ ଥାଏ ନିଜର ବଳରେ ଆଗକୁ ବଢିବା , ନିଜର ନୁଆ ପରିଚୟ ସୃଷ୍ଟି କରିବା ନିଜର ପ୍ରସିଦ୍ଧି ପାଇଁ ଏମାନେ ନିଜର ସବୁକିଛି ସମର୍ପଣ କରି ଦିଅନ୍ତି । ଏହି ଲୋକ ମଧ୍ୟ ଭଲ ସଫଳତା ମଧ୍ୟ ପ୍ରାପ୍ତ କରିଥାନ୍ତି । ଏହି ରାଶିର ଲୋକମାନେ ମଧ୍ୟ ବହୁତ ଶକ୍ତିଶାଳୀ ଅଟନ୍ତି ।

ଏବଂ ଏହି କୁମ୍ଭ ରାଶିର ଲୋକ ମାନଙ୍କର ଆଉ ଗୋଟେ ବିଶ୍ଵସ୍ୱତ ହେଉଛି ଯେ ଏମାନଙ୍କ ସହିତ କେହି ଯଦି ଛଳ କପଟ କରିଥାଏ ତେବେ ଏହାର ପ୍ରତିଶୋଧ ଏମାନେ ନିଶ୍ଚୟ ନେଇ ଥାଆନ୍ତି । ଏହି ରାଶିର ସ୍ବାମୀ ଶନି ଅଟନ୍ତି। ଏହି ରାଶି ମାନେ ସବୁବେଳେ ଶକ୍ତି ଶାଳୀ ହେବା ସହିତ ସର୍ବଦା ନିର୍ଭୟା ହୋଇଥାନ୍ତି । କାହାକୁ ଏମାନେ ଡରନ୍ତି ନାହିଁ କିନ୍ତୁ ଅନ୍ୟ ର ସମ୍ମାନ କରିବା ଏମାନଙ୍କୁ ଖୁବ ଭଲ ଭାବରେ ଜଣା ଅଛି । ଏମାନଙ୍କ ଭିତରେ ଗୋଟିଏ ଅଧୁଭୂତ ପ୍ରତିଭା ଲୁଚି ରହିଥାଏ । ଏହି ରାଶି ସବୁଠାରୁ ଶକ୍ତି ଶାଳୀ ରାଶି ହେବା ସହିତ ସବୁବେଳେ ନିଜେ ଆଗକୁ ବଢ଼ିଥାନ୍ତି ।

ବନ୍ଧୁଗଣ ଏହି ଶକ୍ତି ଶାଳୀ ରାଶି ଗୁଡ଼ିକ କେବଳ ମାତା ଲକ୍ଷ୍ମୀଙ୍କ ଅଶ୍ରିବାଦରୁ ହୋଇଥାନ୍ତି । ତେଙ୍କୁ ମାଆଙ୍କୁ ମନରୁ ଭକ୍ତି କରି ଗୋଟିଏ ଲାଇକ ସହ ତଳେ କମେଣ୍ଟ ରେ ଲେଖିଦିଆନ୍ତୁ ” ଜୟ ମା ଲକ୍ଷ୍ମୀ”

Leave a Reply

Your email address will not be published. Required fields are marked *