ଏହି ଲୋକକାରଣରୁ ଯୋଗୀ ଆଦିତ୍ୟନାଥ ଘରଦ୍ବାର ଛାଡ଼ିଦେଲେ, ଦେଖନ୍ତୁ ତାଙ୍କର ଅଣଦେଖା ପ୍ରତିଛବି

୫ଜୁନ ୧୯୭୨ ରେ ଉତ୍ତରାଖଣ୍ଡର ଗୋଟେ ଛୋଟ ଗାଁରେ ଜନ୍ମ ନେଇଥିଲେ ଯୋଗୀ ଆଦିତ୍ୟନାଥ ତାଙ୍କର ପ୍ରକୃତ ନାମ ଅଜୟ ମୋହନ ବିଷ୍ଣୁ। ସ୍କୁଲ୍ ସମୟରୁ ଯୋଗୀ ଆଦିତ୍ୟନାଥ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ କାର୍ଯ୍ୟ କରୁଥିଲେ ପ୍ରଥମରୁ ସେ ହିନ୍ଦୁ ପ୍ରେମୀ ଥିଲେ। ବିଦ୍ୟାର୍ଥୀ ପରିଷଦର ସବୁ କାର୍ଯ୍ୟକ୍ରମରେ ଯୋଗୀ ଆଦିତ୍ୟନାଥ ଯୋଗ ଦେଉଥିଲେ। ସ୍କୁଲ୍ ପରେ ସେ ଗଡଭାଲ୍ ବିଶ୍ଵ ବିଦ୍ୟାଳୟରେ ଗଣିତରେ ବିଏ.ସି କଲେ।ସେ ନିଜର କଲେଜ ସମୟରେ ଲଗାତାର ସାମାଜିକ ଓ ରାଜନୈତିକ କାର୍ଯ୍ୟ କଳାପରେ ନେଉଥିଲେ। ସ୍କୁଲ୍ ଏବଂ କଲେଜ ସରିବାପରେ ସେ ୨୨ବର୍ଷ ର ବୟସରେ ନିଜର ଘର ପରିବାର କୁ ତ୍ୟାଗ କରିଦେଲେ ଏବଂ ଗୋରଖପୁରର ତପସ୍ଥଳିରେ ଯାଇ ରହିଲେ।

ଅବେଧନାଥ ଏମିତି ହେଇଥିଲେ ଆଦିତ୍ୟନାଥଙ୍କ ପ୍ରଭାବରେ

ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ ଯେତେବେଳେ ସ୍କୁଲ୍ ରେ ଥିଲେ ,ଲଗାତାର ବାଦବିବାଦର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେହି ପ୍ରତିଯୋଗିତାରେ ସେତେବେଳେ ଗୋରଖପୁର ପୀଠଧିଶ୍ୱର୍ ସ୍ଥିତ ମହନ୍ତ ଅବେଧନାଥ ମୁଖ୍ୟ ଅତିଥି ରୂପରେ ଜାଣନ୍ତି ।ଏମିତି ଗୋଟେ କାର୍ଯ୍ୟକ୍ରମରେ ମହନ୍ତ ଅବେଧନାଥ ପହଞ୍ଚିଥିଲେ ଯେଉଁଠାରେ ଯୋଗୀ ଆଦିତ୍ୟନାଥଙ୍କ ଭାଷଣ ଶୁଣିଥିଲେ ।ସେହି ଭାଷଣରେ ଅବେଧନାଥ ବହୁତ୍ ପ୍ରଭାବିତ ହେଇଥିଲେ ।ଏହି କାର୍ଯ୍ୟକ୍ରମ ପରେ ଅବେଧନାଥ ତାକୁ ଡାକି କରି ପଚାରିଲେ ତମେ କୋଉଠି ରହୁଚ।କୋଉଠୁ ଆସିଛ ଏହାପରେ ଦିଜନ ମଧ୍ୟରେ କଥାବାର୍ତ୍ତା ହେଲା ଏବଂ ଶେଷରେ ଅବୈଧନାଥ ଗୋରଖପୁର ଆସିବାକୁ ନିମନ୍ତ୍ରଣ କଲେ।

ଏମିତି ହୋଇଗଲେ ଅବୈଧନାଥ ଙ୍କ ଅଧିକାର।:

ଆପଣ ଜଣିକି ଆଶ୍ଚର୍ଯ୍ୟ ହେବେ ଅବୈଧନାଥ ମଧ୍ୟ ଉତ୍ତରାଖଣ୍ଡରେ ରହୁଥିଲେ।ତାଙ୍କର ଗାଁ ମଧ୍ୟ ୧୦ କିଲୋମିଟର ଦୂରରେ ଥିଲା।ମହନ୍ତ ଅବୈଧନାଥ ଡାକିବା ପରେ ଯୋଗୀ ଆଦିତ୍ୟନାଥ ଗୋରଖପୁର ରେ ପହଞ୍ଚ୍ଥିଲେ ସେଠାରେ କିଛି ଦିନ ରହିଲେ ପରେ ଗାଁକୁ ଫେରିଆସିଲେ ।ଏହାପରେ ସେ ପଢ଼ିବାପାଇଁ ଋଷିକେଶର ଲଳିତ ମୋହନ ଶର୍ମା ମହାବିଦ୍ୟାଳୟ ରେ ପ୍ରବେଶ ହେଲେ ,କିନ୍ତୁ ତାଙ୍କ ମନ ପଢିବାରେ ନଥିଲା କେବଳ ମନ ଯାଇ ଗୋରଖପୁରର ତପସ୍ଥଳୀ ରେ ଥିଲା।ଏହି ମଧ୍ୟରେ ଅବୈଧନାଥ ରୋଗରେ ପଡିଗଲେ ଏହି ଖବର ମିଳିବା ପରେ ଯୋଗୀ ସାଙ୍ଗେ ସାଙ୍ଗେ ଗୋରଖପୁର ପହଞ୍ଚିଲେ ।

ଯେତେବେଳେ ଯୋଗୀ ଆଦିତ୍ୟନାଥ ଗୋରଖପୁର ପହଞ୍ଚିଲେ ସେଠାରେ ଦେଖିଲେ ମହନ୍ତ ବହୁତ୍ ବିମାର ଅଛନ୍ତି।ଏହାପରେ ମହନ୍ତ ଯୋଗୀ ନିଜ ପାଖକୁ ଡାକିଲେ କହିଲେ ମୁଁ ଅଯୋଧ୍ୟା ର ରାମ ଜନ୍ମଭୂମି ଠାରେ ମନ୍ଦିର ତିଆରି କରିବା ପାଇଁ ଲଢେଇ କରୁଚି।ମୋ ଦେହ ବହୁତ୍ ଖରାପ୍ ହେବାର ଲାଗିଲାନି ଆଉ ମୋତେ କିଛି ହେଇଗଲାପରେ ମନ୍ଦିର କୁ ଦେଖିବାକୁ କେହି ନାହାନ୍ତି।

ମହନ୍ତ ଆଦିତ୍ୟନାଥଙ୍କ କଥା ଶୁଣି କି ବହୁତ୍ ଭାବିଲେ ଓ କହିଲେ ଆପଣ ଚିନ୍ତା କରନ୍ତୁନି,  ଆପଣକୁ କିଛି ହେବନି ମୁଁ ଜଲଦି ଗୋରଖପୁର ଆସିବି । କିଛିଦିନ ପରେ ଯୋଗୀ ଆଦିତ୍ୟନାଥ ନିଜଘରେ ଚାକିରିର ବାହାନା ଦେଖାଇ ଗୋରଖପୁରର ତପସ୍ଥଳୀ କୁ ଗଲେ।ସେଠାରେ ମହନ୍ତ ଅବୈଧନାଥ ଶରଣରେ ରହିଲେ ।ଏହାପରେ ମହନ୍ତ ନିଜର ଉତ୍ତରାଧିକାରୀ କହିଲେ।ଯୋଗୀ ଆଦିତ୍ୟନାଥ ଗୋରଖପୁର ରହିଗଲେ।

ଏହିପରି ଭାବେ ହେଲା ରାଜନୀତିରେ ପ୍ରବେଶ:

ଯୋଗୀ ଆଦିତ୍ୟନାଥଙ୍କ ଗୁରୁ ଅବୈଧ ନାଥ ୧୯୯୮ମସିହା ରେ ଜୀବନରେ ସନ୍ନ୍ୟାସ ନେଇଗଲେ ଏବଂ ଯୋଗୀ ଆଦିତ୍ୟନାଥ ଙ୍କୁ ନିଜର ଉତ୍ତରାଧିକାରୀ ଘୋଷଣା କଲେ। ଏଠାରୁ ଯୋଗୀ ଆଦିତ୍ୟନାଥଙ୍କ ର ରାଜନୈତିକ ଜୀବନ ଆରମ୍ଭ ହେଲା।ସେ ଗୋରଖପୁରର ପ୍ରସିଦ୍ଧ ଗୋରଖନାଥ ମନ୍ଦିରର ମହନ୍ତ ଅଟନ୍ତି।ଏହି ମନ୍ଦିରର ପୂର୍ବ ମହନ୍ତ ଅବୈଧନାଥ ଥିଲେ।ଯିଏ ନିଜର ଉତ୍ତରାଧିକାରି ଯୋଗୀ ଆଦିତ୍ୟନାଥଙ୍କୁ ବାଛିଥିଲେ।୧୯୯୮ମସିହାରେ ଯୋଗୀ ଗୋରଖପୁରର ଲୋକସଭା ଆସନରେ ନିର୍ବାଚନ ଲଢ଼ିଲେ ଓ ଜିତିକି ସିଧା ସଂସଦରେ ପହଁଚିଗଲେ।ଚମତ୍କାର କଥା ସେହି ସମୟରେ ମହନ୍ତ ୨୬ବର୍ଷର ଥିଲେ ସବୁଠାରୁ କମ୍ ବୟସରେ ସାଂସଦ ହେଇଥିଲେ।

୧୯୯୮ ମସିହାଠାରୁ ଯୋଗୀ ଆଦିତ୍ୟନାଥ ଲଗାତାର ଗୋରଖପୁର ଲୋକସଭାର ପ୍ରତିନିଧିତ୍ୱ କରୁଛନ୍ତି , ସେ ଏହି ଆସନ ୫ଥର ହୋଇସାରିଲାଣି ।୨୦୧୬ରେ ଯେତେବେଳେ ଉତ୍ତରପ୍ରଦେଶ ର ମୁଖ୍ୟମନ୍ତ୍ରୀ କରାଗଲା ତେବେ ସାଂସଦ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । କହିରଖୁଛୁ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ବିଜେପି ର ଗୋଟେ ବଡ଼ ଚେହେରା କହିଲେ ଅତୁକ୍ତି ହେବନାହିଁ ,ଉତ୍ତର ଭାରତ ର ରାଜନୀତି ର ବିଜ୍ଞ ଲୋକ ଭିତରୁ ସେ ଜଣେ।

Leave a Reply

Your email address will not be published. Required fields are marked *