ଏହି ୪ ରାଶି ଅଟନ୍ତି ସବୁଠାରୁ ଶକ୍ତିସାଳି। ୪ ରାଶି ପାଦ ତଳେ ମୁଣ୍ଡିଆ ମାରେ ସାରା ଦୁନିଆ।୪ ରାଶି ହୋଇଥାନ୍ତି ସବୁ ଠାରୁ ଧନି। ସବୁ କିଛି ମିଳିଥାଏ ଏହି ୪ ରାଶି ମାନଙ୍କୁ।
ଆମର ଜ୍ୟୋତିଷ ଶାସ୍ତ୍ର ରେ ୧୨ ଗୋଟି ରାଶି ରହିଛି ଏବଂ ୧୨ ଗୋଟି ରାଶି ମଧ୍ୟରେ ଏହି ବ୍ୟକ୍ତି ହୋଇଥାନ୍ତି ସବୁଠାରୁ ଶକ୍ତିସାଳି ଏବଂ ବହୁତ ଧନୀ , ଓ ଭାଗ୍ୟସାଳି ହୋଇଥାନ୍ତି। ଏମାନଙ୍କ ସହ ମୁକାବିଲା କରିବା କୌଣସି ଛୋଟିଆ କାମ ନୁହେଁ। ଏହି ୪ ରାଶି ଆତ୍ମବିଶ୍ବାସି ଅଟନ୍ତି। ଧନ ସମ୍ପନ୍ତି ସବୁ କିଛି ଏମାନଙ୍କ ପାଦତଳେ ରହିଥାଏ। ଆସନ୍ତୁ ଯାଣିବା ସେହି ସବୁ ରାଶି କ’ଣ କ’ଣ ଅଟେ। ଆପଣଙ୍କର ରାଶି ଏହି ୪ ରାଶି ମାନଙ୍କ ମଧ୍ୟ ରେ ରହିିଛି କି?
ଏହି ରାଶି ଅଟନ୍ତି ସବୁଠାରୁ ଶକ୍ତିସାଳି। ସାରା ଦୁନିଆ ଏମାନଙ୍କ ଠାରେ ମୁଣ୍ଡିଆ ମାରିଥାଏ। ଆପଣଙ୍କ ରାଶି ମଧ୍ୟ ଏମାନଙ୍କ ରାଶି ମଧ୍ୟ ରୁ ଗୋଟିଏ ଅଟେ କି ? ସେହି ୪ ରାଶି ମାନଙ୍କ ମଧ୍ୟରୁ ପ୍ରଥମ ରାଶି ଟି ହେଉଛି।
ମେଷରାଶି ;
ଏହି ରାଶି ର ସ୍ବାମୀ ମଙ୍ଗଳ ଅଟନ୍ତି। ମେଷ ରାଶି ସବୁ ଠାରୁ ଶକ୍ତିସାଳି ରାଶି ବୋଲି ଏହି ୧୨ ଗୋଟି ରାଶି ମାନଙ୍କର ମଧ୍ୟ ରୁ ଗୋଟିଏ ବୋଲି ମାନିଥାଉ। ଏହି ମେଷ ରାଶି ର ଲୋକମାନେ ନିଜ ଭିତରେ ଉର୍ଜା ରେ ଭରପୁର ହୋଇଥାନ୍ତି। ଏ ଭଳି ଲୋକଙ୍କର ସୋଭାବରେ କବେବି ଅଟକି ରହିବା ଲେଖା ହୋଇନଥାଏ। ସବୁବେଳେ ନିରନ୍ତର ଭାବରେ କେବଳ ଚାଲିଥାନ୍ତି। ନିଜର କର୍ମ ଉପରେ ଏମାନେ ବିଶ୍ବାସ ରଖିଥାନ୍ତି। ଏବଂ ପରିଶ୍ରମ ବଳରେ ହିଁ ଏମାନଙ୍କୁ ସଫଳତା ମିଳିଥାଏ। ଏହା ସହିତ ଏହି ରାଶି ର ଲୋକ କେବେବି କୌଣସି ଉପରେ ଭରଷା କରି ଚାଲନ୍ତି ନାହିଁ ।
ଯାହା ସବୁ କରନ୍ତି ନିଜର କର୍ମ ଏବଂ ଇଛା ଶକ୍ତି ବଳରେ, ସାହସ ବଳରେ କରିଥାନ୍ତି। ଏବଂ ଏହି ଲୋକମାନେ ମଧ୍ୟ ବହୁତ ଆଗକୁ ଆଗକୁ ମଧ୍ୟ ବଢି ଚାଲନ୍ତି। କିଛି ସମୟ ପାଇଁ ହୋଇପାରେ ତାଙ୍କ ଜୀବନ ରେ ସଂର୍ଘସ ରହିଥାଏ। ପରେ ତାଙ୍କ ମୁଠି ରେ କରନ୍ତି ସାରା ଦୁନିଆ। ସାରା ଧନ,ସମ୍ପତି ଏମାନଙ୍କର ପାଖକୁ ଆସି ଯାଇଥାଏ। ଯଦି ଏମାନଙ୍କ ସହିତ କିଏ ଧୋକା କରିଥାଏ ତେବେ ଏମାନଙ୍କ ଠାରୁ ବଡ ଶତ୍ରୁ ମଧ୍ୟ କେହି ନଥାଏ। ତେଣୁ ମେଷ ରାଶି ର ଲୋକଙ୍କ ଠାରୁ ସାବଧାନ ହୋଇ ରୁହନ୍ତୁ। କାରଣ ମେଷ ରାଶି ସବୁ ଶକ୍ତିସାଳି ରାଶି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ।
ବିଛାରାଶି ;
ଏହି ବିଛାରାଶି ସବୁଠାରୁ ଶକ୍ତି ସାଳି ରାଶି ମାନଙ୍କ ମଧ୍ୟରୁ ଗୋଟିଏ। ଯଦି ଏମାନେ କାହାର ହୋଇଯାନ୍ତି ତେବେ ଏମାନେ ତାର ପ୍ରତି ସମର୍ପଣ ର ଭାବ ରଖିଥାନ୍ତି। ଯଦି ଏମାନଙ୍କ ସହ କୌଣସି ଲୋକ ଶତ୍ରୁତା ଭାବ କରିଥାଏ ତେବେ ଏମାନେ ବହୁତ କଠୋର ହୋଇଯାନ୍ତି। କାରଣ ବିଛା ରାଶି ର ସ୍ବାମୀ ମଙ୍ଗଳ ଗ୍ରହ ହୋଇଥାଏ। ବିଛା ରାଶି ର ଲୋକ ସବୁଠାରୁ ଶକ୍ତିସାଳି ଅଟନ୍ତି। ଏହି ରାଶି ର ଲୋକେ ଭରଷା ଯୋଗ୍ୟ ହୋଇଥାନ୍ତି କନ୍ତୁ କିଛି ଲୋକଙ୍କ ମଧ୍ୟ ରେ ଦୃଢି ସ୍ବାଭବ ରହିଥାଏ। ଏହିଭଳି ଲୋକ ଲଢିବାରେ ପସନ୍ଦ କରିଥାନ୍ତି। ଏହିଲୋକ ମାନେ ଭରଷାପୂର୍ଣ୍ଣ ଭାବରେ ଭଲ ରେ ବ୍ୟବହାର କରିଥାନ୍ତି। କିନ୍ତୁ ଯଦି ଏମାନଙ୍କୁ କଷ୍ଟ ଦିଏ ତେବେ ଏମାନେ ଭାବନ୍ମକ ରୂପରେ ଅତ୍ୟଧିକ ଆକ୍ରାମିତ ହୋଇଯାନ୍ତି।
ମକର ରାଶି ;
ମକର ରାଶି ଶକ୍ତିସାଳି ରାଶି ମାନଙ୍କର ମଧ୍ୟ ରେ ତୃତୀୟ ରେ ଆସୁଛି। ଏହି ରାଶି ର ଲୋକ ମଧ୍ୟ ଅଧିକ ଶକ୍ତିସାଳି ଓ ବଳସାଳି ଅଟନ୍ତି। ନିଜ ଉପରେ ନିୟତ୍ରଣ ରଖିବା ଏମାନଙ୍କୁ ବହୁତ ଭଲ ଭାବେ ଆସିଥାଏ। ଏହି ରାଶି ର ଲୋକମାନେ ଅନ୍ୟ ମାନଙ୍କ ସହ ଭାବି ଛିନ୍ତି ବ୍ୟବହାର କରନ୍ତି। ଯେମିତି ଲୋକ ସହିତ ସେମିତି ବ୍ୟବହାର କରନ୍ତି। ଏହି ରାଶି ର ଲୋକେ ଶକ୍ତିସାଳି ହୋଇ ମଧ୍ୟ ନିଜର ଶକ୍ତିର ପ୍ରର୍ଦଶନ କରନ୍ତି ନାହିଁ। କାହା ଦେଖାନ୍ତି ନାହିଁ ଯେ ମୋ ଭିତରେ ଏତେ ଶକ୍ତି ଅଛି ବୋଲି। ଏମାନା ଯାହା ବି କାର୍ମ କରନ୍ତି ସମ୍ପୂର୍ଣ ନିଷ୍ଟା ଏବଂ ପରିଶ୍ରମ ରେ କରନ୍ତି।
ଏବଂ ଏହି ପରିଶ୍ରମ ର ଫଳ ଏମାନଙ୍କୁ ଡେରିରେ ମିଳୁ ପଛେ ବହୁତ ଭଲ ପରିଣାମ ହୋଇଥାଏ। କେତେଥର ଏହି ଲୋକମାନେ ବ୍ୟସ୍ତ ମଧ୍ୟ ହୋଇ ପଡନ୍ତି। ତଥାପି ଏମାନଙ୍କ ସହିତ ଏମାନଙ୍କର ଶକ୍ତି ରହିଥାଏ। ଏହି ଏବଂ ଏହି ରାଶି ସ୍ବାମୀ ଶନିଗ୍ରହ ହୋଇଥାନ୍ତି। ଶନିଗ୍ରହ ଏମାନଙ୍କୁ ସବୁବେଳେ ଶୁଭ ଫଳ ଦେବାରେ ଲାଗିଥାଏ। ଏହି ମକର ରାଶି ମାନେ ନିଜର ଲକ୍ଷ କୁ ପ୍ରାପ୍ତ କରିଥାନ୍ତି।
କୁମ୍ଭ ରାଶି ;
ଏହି କୁମ୍ଭ ରାଶି ର ଲୋକ ନିଜର ଭାବନାରେ ସମ୍ପୂର୍ଣ ଭାବରେ ନିୟର୍ତ୍ତଣ ରଖିଥାନ୍ତି। ଏମାନେ ଭାବନାରେ ବୁଡି ଯାଇ କୌଣସି ପ୍ରକାର ର ଫଇସଲା ନିଅନ୍ତି ନାହିଁ। କିନ୍ତୁ କେତେଥର ଦରକାର ପଡିବା ଦ୍ବାରା ନିଜର ସମ୍ବେଦନା କୁ ଏହି ଲୋକମାନେ କାମରେ ଲଗାଇ ଥାନ୍ତି। ଏବଂ ଆଗକୁ ବଢିଯାନ୍ତି କୁମ୍ଭ ରାଶି ର ଲୋକମାନେ ଆତ୍ମବିଶ୍ବାସ ରେ ଭରପୁର ରହିଥାନ୍ତି। ଏହି ଲୋକମାନେ ନିଜକୁ ଭଲ ବୋଲି ସାବ୍ୟସ୍ତ କରିବା ପାଇଁ ପରିଶ୍ରମ କରନ୍ତି ଏବଂ ଆଗକୁ ଆଗକୁ ବଢିଥାନ୍ତି ଏବଂ ଏମାନଙ୍କର ଗୋଟିଏ ଉଦ୍ଦେଶ୍ୟ ରହିଥାଏ ଯେ ପରିଶ୍ରମ କରି ଆଗକୁ ବଢିବା। ନିଜର ବଳ ରେ ସବୁ କିଛି ପ୍ରାପ୍ତ କରିବା , ଉନ୍ନତି କରିବା , ନାମ ପ୍ରସାର କରିବା ଏବଂ ନିଜର ନୂଆ ପରିଚୟ ସୃଷ୍ଟି କରିଥାନ୍ତି। ନିଜର ପ୍ରସିଧି ପାଇଁ ଏମାନେ ନିଜର ସବୁ କିଛି ସର୍ମପଣ କରିଦିଅନ୍ତି।
ଏହି ଲୋକମାନେ ଭଲ ସଫଳତା କୁ ମଧ୍ୟ ପ୍ରାପ୍ତ କରିଥାନ୍ତି। କୁମ୍ଭ ରାଶି ର ଲୋକମାନେ ବହୁତ ଶକ୍ତିସାଳି ମଧ୍ୟ ହୋଇଥାନ୍ତି। ଏବଂ ଏହି କୁମ୍ଭ ରାଶି ର ଲୋକମାନଙ୍କର ଆଉ ଗୋଟିଏ ବିଶ୍ବସ୍ବତ ହେଉଛି କି ଏମାନଙ୍କ ସହ କେହି ଛଳନା କପଟ ଯଦି କରିଥାଏ। ତେବେ ତାର ପ୍ରତିଶୋଧ ସେମାନେ ନିଶ୍ଚିତ ନେଇଥାନ୍ତି। ଏହି ରାଶି ର ସ୍ବାମୀ ଶନି ଅଟନ୍ତି। ତେବେ ଏହି ରାଶି ମାନେ ସର୍ବଦା ଶକ୍ତାସାଳି ହେବା ସହିତ ସର୍ବଦା ନିର୍ଭୟା ହୋଇଥାନ୍ତି। କାହାକୁ ଏମାନେ କେବେ ବି ଡରନ୍ତି ନାହିଁ। କିନ୍ତୁ ଏମାନେ ଅନ୍ୟ ର ସମ୍ମାନ କରିବା ବହୁତ ଭଲ ଭାବରେ ଜାଣନ୍ତି। ଏମାନଙ୍କ ମଧ୍ୟରେ ବହୁତ ଅଦ୍ଭୂତ ପ୍ରତିଭା ଲୁଚି ରହିଥାଏ। ଏହି ରାଶି ଶକ୍ତିସାଳି ରାଶି ହେବା ସହିତ ସବୁବେଳେ ନିଜର ଲକ୍ଷ ଆଡକୁ ବଢିଥାନ୍ତି।
ମାତା ଲକ୍ଷ୍ମୀଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଲାଇକ ଓ ଶେୟାର କରିଦିଅନ୍ତୁ ଏବଂ କମେନ୍ଟ ରେ ଲେଖି ଦିଅନ୍ତୁ ” ଜୟ ମାତା ଲକ୍ଷ୍ମୀ “