ଯେତେବେଳେ କୌଣସି ଗ୍ରହର ଦଶାଦିଶାରେ ପରିବର୍ତ୍ତନ ହୋଇଥାଏ ନିଶ୍ଚିନ୍ତ ଭାବରେ ତାହାର ପ୍ରଭାବ ମନୁଷ୍ୟ ଜୀବନରେ ପଡିଥାଏ। କିନ୍ତୁ ଆମେମାନେ ଏହାର ପ୍ରଭାବକୁ ବୁଝି ପାରି ନଥାଉ। ଯାହାଫଳରେ ଆମ ସହିତ କିଛି ଘଟଣା ଘଟିଯାଇଥାଏ, କିନ୍ତୁ ପ୍ରତ୍ୟେକ ଗ୍ରହର ପ୍ରଭାବ ମନୁଷ୍ୟ ଜୀବନ ଉପରେ ରହିଥାଏ। ଆଜି ଆମେ ଶନି ଗ୍ରହ ବିଷୟରେ ଜାଣିବା। ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଇଥାଏ।
ଶନିଦେବ ଯେତେବେଳେ କୌଣସି ଜାତକ ଉପରେ ପ୍ରସନ୍ନ ରୁହନ୍ତି ସେହି ମନୁଷ୍ୟର ସମୟ ବହୁତ ଭଲ ରହିବା ଆରମ୍ଭ ହୋଇଯାଇଥାଏ। ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ରହିଥାଏ ତା’ଠାରୁ ଅଧିକ ଲୋକ ମାନଙ୍କୁ ଖୁସି ଦେଇଥାନ୍ତି। ଶନି ଭଗବାନ କାହାର ଶତ୍ରୁ ନୁହଁନ୍ତି। ଶନିଦେବ ଜଣେ ନ୍ୟାୟପ୍ରିୟ ଗ୍ରହ ଅଟନ୍ତି, ଯିଏକି ପ୍ରତ୍ୟେକ ପ୍ରାଣୀ ସହିତ ନ୍ୟାୟ କରିଥାନ୍ତି। କିନ୍ତୁ ଯେଉଁଲୋକ ମାନେ ଅନୈତିକ ଏବଂ ଭୁଲ କାର୍ଯ୍ୟ କରିଥାନ୍ତି ସେମାନଙ୍କୁ ଭଗବାନ ଶନିଙ୍କର ଦଣ୍ଡ ଭୋଗିବାକୁ ପଡିଥାଏ।
ଯେତେବେଳେ ଶନିଦେବ ନିଜର ଚଳନ ବଦଳାଇଥାନ୍ତି ତେବେ ସେହି ରାଶି ମାନଙ୍କର ଅନୁସାରେ କାହା ଉପରେ ଭାରି ପଡନ୍ତି ଏବଂ କାହା ଉପରେ ଖୁସି ହୁଅନ୍ତି। ଏମିତିରେ ସମସ୍ତ ୧୨ ଗୋଟି ରାଶି ଉପରେ ଶନିଦେବଙ୍କର ପ୍ରଭାବ ରହିଥାଏ, କିନ୍ତୁ ଏହି ମାସରେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଛନ୍ତି ଯେଉଁମାନଙ୍କ ଉପରେ ଭଗବାନ ଶନିଦେବଙ୍କର ଦୃଷ୍ଟି ଆଗାମୀ ୨୧ ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ସୁଖମୟ ରହିବ ବୋଲି କୁହାଯାଇଛି।
ମେଷ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବଙ୍କର ପ୍ରସନ୍ନ ରହିବେ। ଏହି ରାଶିର ବ୍ୟକ୍ତିଙ୍କର ଚିନ୍ତାର ସମୟ ସମାପ୍ତ ହୋଇଯାଇଛି କାରଣ ଏହି ରାଶି ଉପରେ ପ୍ରଭୁ ଶନିଦେବ ଙ୍କର ଅସୀମ କୃପା ହେବ ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ। ଏହାର ମଝିରେ ଏହି ରାଶିର ଲୋକ ମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯିବ। କିନ୍ତୁ ଏଥିରେ ଗୋଟିଏ ସର୍ତ୍ତ ରହିଛି ଯେ ଏମାନଙ୍କୁ ଭଗବାନ ଶନିଦେବଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରଖିବା ଆବଶ୍ୟକ।
ସିଂହ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବଙ୍କର କୃପା ବର୍ଷିବ। ଏମାନଙ୍କ ମଧ୍ୟରେ କୌଣସି ପ୍ରକାରର ଆତ୍ମବିଶ୍ବାସର ଅଭାବ ରହିବ ନାହିଁ। ଆପଣଙ୍କ ମନସ୍କାମନା ପୂର୍ଣ୍ଣ ହୋଇଯିବ କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କୁ କାର୍ଯ୍ୟ ଗୁଡ଼ିକୁ ସମ୍ପୂର୍ଣ୍ଣ ପରିଶ୍ରମ ସହିତ ମନ ଧ୍ୟାନ ଦେଇ କରିବାକୁ ପଡିବ।
କନ୍ୟା ରାଶି- ଆପଣଙ୍କ ଉଦ୍ଧାର କରିବେ ଶନିଦେବ। ଏଥିପାଇଁ ଆପଣଙ୍କୁ ନିଜର ସମୟ ନିଜର ଜୀବନସାଥିଙ୍କ ସାହିତ କାଟିବାକୁ ପଡିବ। ତେବେ ଯାଇ ଶନିଦେବଙ୍କ କୃପାରେ ଆପଣଙ୍କ ସାରା ଜୀବନ ସୁଖମୟ ରହିବ। ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହୋଇଯିବ। ବିବାହ ପାଇଁ ପ୍ରୟାସ କରିଥିବା ବ୍ୟକ୍ତି ନିଜ ମାତାପିତାଙ୍କ ସହିତ ଅଧିକ ସମୟ କାଟିବାକୁ ଚେଷ୍ଟା କରନ୍ତୁ।
ତୁଳା ରାଶି- ସଫଳତା ଆପଣଙ୍କ ପାଇଁ ଅପେକ୍ଷା କରିଛି। ଆପଣ କୌଣସି ବିବାଦ ଠାରୁ ଦୂରେଇ ରୁହନ୍ତୁ। ତେବେ ଯାଇ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଲାଗି ରହିବ। ଶନିଦେବଙ୍କ କୃପାରୁ ବ୍ୟର୍ଥ କାମରୁ ନିବୃତ୍ତ ହୋଇ ନିଜର କାର୍ଯ୍ୟ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ଶନିଦେବଙ୍କ କୃପାରୁ ସମ୍ପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଜୀବନରେ ସବୁ ପ୍ରକାରର ସୁଖ ଲାଗି ରହିବ।
କର୍କଟ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରହିବେ। ଏମାନଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କର ଅସୀମ କୃପା ରହିବ ଏବଂ ତାହା ପୁଣି ସଂପୂର୍ଣ୍ଣ ୨୧ ବର୍ଷ ପର୍ଯ୍ୟନ୍ତ ରହିବ। ଏଥିମଧ୍ୟରେ ଏହି ରାଶିର ବ୍ୟକ୍ତି ମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ। ଏମାନଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ଅତ୍ୟନ୍ତ ଗତିଶୀଳ ହୋଇପଡିବ।
କୁମ୍ଭ ରାଶି- ଶନିଦେବଙ୍କ କୃପାରୁ ଆପଣଙ୍କର ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଶକ୍ତିଶାଳୀ ରହିବ। ଏହିବର୍ଷ ନୂତନ ଯାନବାହନ କିଣିବାର ଯୋଗ ରହିଛି। ଧାର୍ମିକ ଯାତ୍ରା କରି ପାରନ୍ତି। ଭଗବାନ ଶନିଦେବଙ୍କ କୃପାରୁ ଆପଣଙ୍କ ଘର ଉପରେ ସର୍ବଦା ସୁଖ ଶାନ୍ତି ଓ ସମୃଦ୍ଧି ଲାଗି ରହିବ।
ବନ୍ଧୁଗଣ ଶନିଦେବଙ୍କ ଆଶ୍ରିବାଦ ପାଇବା ଲାଗି ହୃଦୟରୁ ଗୋଟିଏ ଲାଇକ କରି ଦିଅନ୍ତୁ ଏବଂ ମନରେ ଭକ୍ତି ଥିଲେ ନିଶ୍ଚିନ୍ତ ଲେଖନ୍ତୁ “ଜୟ ଶନିଦେବ”