ବନ୍ଧୁଗଣ ଆଜିର ଏ ଆର୍ଟିକିଲ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଏହି ଦୀର୍ଘ ୫ ସହ ବର୍ଷ ପରେ ଏହି ୨ ରାଶିରେ ଖୋଲିବାକୁ ଯାଉଛି ସୌଭାଗ୍ୟ ଏବଂ ଏହି ୨ ରାଶି ଉପରେ ବରଷିବ ଶିବଙ୍କର ଅପାର କୃପା | ଶିବଙ୍କର ବିଶେଷ କରିଓରେ ବରଷିବ ଦ୍ୱାରା ଏହି ରାଶିର ଲୋକମାନଙ୍କୁ ମାଲାମାଲ ହେବାରେ କେହି ଅଟକାଇ ପାରିବେ ନାହିଁ | ତେବେ ଚାଲନ୍ତୁ ବନ୍ଧୁଗଣ ଆର୍ଟିକିଲଟିକୁ ସମ୍ପୂର୍ଣ ଜାଣିନେବା |
ତେବେ କଣ ସେହି ୨ ଗୋଟି ରାଶି ଯାହାଙ୍କ ଉପରେ ବରଷିବାକୁ ଯାଉଛି ଶିବଙ୍କ କୃପା | ଆପଣଙ୍କୁ କହିରଖୁଛୁ ଯେ ଆପଣଙ୍କର ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ | ଏମାନଙ୍କର ପାଇଁ ରାଜଯୋଗ ବହୁତ ଭଲ ଏବଂ ଶୁଭଫଳ ଦାୟକ ହେବ ସାବ୍ୟସ୍ତ ହେବ |ଆପଣଙ୍କର ଜୀବନସାଥୀଙ୍କ ସମ୍ବନ୍ଧ ମଧୁର ହେବ | ଆରାମ କରିବାପାଇଁ ଆଗାମୀ ଦିନ ବହୁତ ଭଲ ରହିବ |
ସ୍ୱାମୀ ସ୍ତ୍ରୀ କୌଣସି ସ୍ତାନକୁ ବୁଲିବାକୁ ଯାଇପାରନ୍ତି | ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କର ଲଭ ଲାଇଫ ପାଇଁ ବହୁତ ଉଚିତ ଏବଂ ଶୁଭ ସାବ୍ୟସ୍ତ ହେବ | ଏବଂ ବିବାହିତ ଲୋକଙ୍କ ପାଇଁ ଏହି ଦିନ ସବୁଠାରୁ ଅଧିକ ଶୁଭ ହେବାକୁ ଯାଉଛି | ଯାହାକୁ ଆପଣ ଶୁଣି ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କର ପ୍ରେମ ମାମଲାରେ ବହୁତ ଲାଭ ଦାୟକ ହେବ | ଆପଣଙ୍କର ଆର୍ଥିକ ଖୁସି ସ୍ତିତି ମଜବୁତ ରହିବ | ଆପଣଙ୍କର କଳାତ୍ମକ ଏବଂ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ | ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୁରେଇ ରୁହନ୍ତୁ | ଆପଣଙ୍କର ସବୁ ମନୋସ୍କାମନା ଗୁଡିକ ପୁରଣ ହେବ |
ଆପଣଙ୍କର ଆର୍ଥିକ ସମସ୍ୟା ଗୁଡିକ ଦୂର ହେବ | ଆପଣଙ୍କୁ ଖୁବ ଶୀଘ୍ର ଚାକିରୀ ମିଳିବାର ସମ୍ଭାବନା ରହୁଛି | ଅବିବାହିତ ଲୋକମାନଙ୍କର ଖୁବ ଶୀଘ୍ର ବିବାହ ହେବାକୁ ଯାଉଛି | ଆପଣଙ୍କର ଜୀବନସାଥିଙ୍କ ସହ କୌଣସି ପ୍ରକାର ଦର୍ଶନୀୟ ସ୍ଥାନ ବା କୌଣସି ଜାଗାକୁ ବୁଲିବାକୁ ଯାଇପାରନ୍ତି | ଆପଣଙ୍କୁ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି | ନିଜ ଉପରେ ବିଶ୍ୱାସ ରଖନ୍ତୁ ଆପଣଙ୍କର ସବୁ ବିଗିଡି ଯାଇଥିବା କାର୍ଯ୍ୟ ସୁରୁଖୁରୁରେ ଚାଲୁହେବ |ଆପଣଙ୍କର ଆତ୍ମବିଶ୍ୱାସ କାମ ହେବାକୁ ଦିଅନ୍ତୁ ନାହିଁ |ଆପଣଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ମିଳିପାରେ | ଲଭ ଲାଇଫ କଥା କହିଲେ ଯଦି ଆପଣ କାହାକୁ ନିଜ ମନ କଥା ଖୋଲି କହିବାକୁ ଚାଁହୁଛାମତି ତେବେ ଏବେ କହିପାରନ୍ତି |
ଏହା ସବୁଠାରୁ ଆପଣଙ୍କ ପାଇଁ ଭଲ ସମୟ ଚାଲିଛି | ଆପଣଙ୍କର ପାର୍ଟନରଙ୍କ ଉପରେ ଅଧିକ ଧ୍ୟାନ ଦିଅନ୍ତୁ | କାର୍ଯ୍ୟ କ୍ଷେତ୍ରରେ ବଡ ବଡ ମଉକା ମିଳିବ | କ୍ୟାରିଅର ରେ ବଡ ପ୍ରଗତି ହାସଲ କରିବେ | ଆପଣଙ୍କର ଦ୍ୱାରା ଭାବିଥିବା କାର୍ଯ୍ୟ ପୁରଣ ହୋଇଯିବ | ସ୍ୱାସ୍ଥ୍ୟ କଥା କହିଲେ ଆପଣଙ୍କର ସ୍ୱାସ୍ଥ୍ୟ ବହୁତ ଭଲ ରହିବ | ଚାକିରୀ ଅପେକ୍ଷାରେ ଥିବା ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି | ସମାଜରେ ଆପଣଙ୍କର ମାନ ସନମାନ ବଢିବ | ଆପଣଙ୍କର କୁଣ୍ଡଳୀରେ ଅଚାନକ ଭାବରେ ଧାନ ଲାଭର ଯୋଗ ମିଳିବାକୁ ଯାଉଛି | ଆପଣ ଏହି ସମୟରେ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବାର ଆବଶ୍ୟକତା ରହିଛି |
ତେବେ ବନ୍ଧୁଗଣ ଚାଲନ୍ତୁ ଏବେ ଆପଣଙ୍କୁ କହିବୁ ଯେ କଣ ସେଇ ୨ ରାଶି ଯାହା ବିଷୟରେ ଆମେ ଏଠି କଥା ହଉଛେ ଯାହା ବିଷୟରେ ଆପଣ ଜାଣି ସାରିଛନ୍ତି | ତେବେ ବନ୍ଧୁଗଣ ସେହି ୨ ରାଶିର ନାମ ହେଉଛି ସିଂହ ଏବଂ କୁମ୍ଭ ରାଶି | ଯାହା ଉପରେ ପ୍ରଭୁ ମହାଦେବଙ୍କ ଅପାର କୃପା ବରଷିବାକୁ ଯାଉଛି | ଦୀର୍ଘ ୫ ସହ ବର୍ଷ ପରେ ଏହି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି |
ବନ୍ଧୁଗଣ ବାବା ଭୋଳାନାଥଙ୍କ ଆଶ୍ରିବାଦ ଲାଭ କରିବାକୁ ହୃଦୟରୁ ଗୋଟିଏ ଲାଇକ କରି ଶେୟାର କରିଦିଅନ୍ତୁ ଏବଂ ମନରେ ଭକ୍ତି ଥିଲେ କମେନ୍ଟ ରେ ” ଓଁ ନମଃ ଶିବାୟ ” ଲେଖି ଦିଅନ୍ତୁ |