ଐଶ୍ୱଯ୍ୟା ରାୟ ଙ୍କ ପୁର୍ବରୁ କରିସ୍ମା କପୁର ଙ୍କ ସହ ହୋଇଥିଲା ଅଭିଷେକ୍ ଵଚ୍ଚନ୍ ଙ୍କ ନିର୍ବନ୍ଧ ପୁଣି ଏମିତି କିଛି ହେଲା ଭାଙ୍ଗିଗଲା ସମ୍ପର୍କ

ମୁମ୍ବାଇ- କରିସ୍ମା କପୁର 46 ବର୍ଷ ର ହେଇ ଯାଇଛନ୍ତି। 25 ଜୁନ୍,1974 ରେ ତାଙ୍କ ଜନ୍ମ ମୁମ୍ବାଇ ରେ ହେଇଥିଲା। ସେ ଶୁମନ୍ ନାମ ରେ ପପୁଲାର୍ ରାଜ୍ କପୁର ଙ୍କ ନାତୁଣୀ ଥିଲେ। ତାଙ୍କ ପିତା ରନ୍ଧିର୍ କପୁର ଓ ମା ବବିତା କପୁର ବି ଅଭିନୟ ଜଗତ ରେ ରହିଥିଲେ। କରିସ୍ମା ଙ୍କୁ ତାଙ୍କ ପରିବାର ଲୋକ ଓ ସାଙ୍ଗମାନେ ଖୁସିରେ ଲୋଲୋ ବୋଲି ଡ଼ାକନ୍ତି। ଲୋଲୋ ପିଲାବେଳୁ ତାଙ୍କ ମାତା-ପିତା ଙ୍କ ପ୍ରିୟ ରହିଛନ୍ତି। ତାଙ୍କ ଜେଜେ ରାଜ୍ କପୁର ବି ତାଙ୍କୁ ବହୁତ ଭଲ ପାଉଥିଲେ। କରିସ୍ମା ନିଜର ଭଉଣୀ କରୀନ ସହ ବହୁତ ଭଲ ବନ୍ଧନ ରହିଛି।

କରିସ୍ମା କେଵଳ 17 ବର୍ଷ ର ହୋଇଥିଲେ, ଯେବେ ସେ 1991 ରେ ନିର୍ଦେଶକ ମୁରଲୀ ମୋହନ୍ ରାୟଙ୍କ ଫିଲ୍ମ ‘ପ୍ରେମ୍ କୟଦି’ ରୁ ଵଲିଓଡ୍ ରେ ପାଦ ଦେଇଥିଲେ। 1996 ର ସୁପର୍ ହିଟ୍ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ପାଇଁ ପ୍ରଥମ ଥର ତାଙ୍କୁ ଫିଲ୍ମଫେୟାର ରେ ଉତ୍ତମ ଅଭିନେତ୍ରୀ ର ସମ୍ମାନ ଦିଆଯାଇଥିଲା।

କେତେ ସୁପରହିଟ୍ ଫିଲ୍ମ ରେ କାମ କରିଥିବା କରିସ୍ମା କେବେ ଵଚ୍ଚନ୍ ପରିବାର ର ଵୋହୂ ହେବାର ଥିଲା। ବହୁତ କମ୍ ଲୋକ ଜାଣିଥିବେ ଐଶ୍ୱଯ୍ୟା ରାୟ ଙ୍କ ପୂର୍ଵ ରୁ ଅଭିଷେକ ଵଚ୍ଚନ୍ ଙ୍କ ନିର୍ବନ୍ଧ କରିସ୍ମା ଙ୍କ ସହ ହୋଇଥିଲା। ଅମିତାଭ ଵଚ୍ଚନ୍ ଙ୍କ 60ତମ ଜନ୍ମଦିନର ଅବସରରେ ତାଙ୍କ ପୁସ୍ତକ ମୁକ୍ତିଲାଭ କରିଥିଲା ଏବଂ ସେବେ ଜୟା ଵଚ୍ଚନ୍ ସବୁ ମିଡିଆଙ୍କ ଆଗରେ ନିଜର ପୁଅର ପସନ୍ଦକୁ ନିଜର ବୋହୂ ରୂପରେ ସ୍ଵୀକାର କରିଥିଲେ। ଅର୍ଥାତ୍ ଅଭିଷେକ ଵଚ୍ଚନ୍ ଓ କରିସ୍ମା କପୁର ଙ୍କର ନିର୍ବନ୍ଧ ପ୍ରଚାର କରାଯାଇଥିଲା।

ଏହି ଅବସରରେ ଜୟା ଵଚ୍ଚନ୍ କହିଥିଲେ ଵଚ୍ଚନ୍ ପରିବାର ଓ ନନ୍ଦା ପରିବାର ଆଉ ଗୋଟିଏ ପରିବାର କୁ ନିଜ ସହ ମିଶାଇବାକୁ ଯାଉଛି ଏବଂ ସେ ହେଉଛି କପୁର ପରିବାର। ଏବଂ ମୋ ହେବାକୁ ଯାଉଥିବା ବୋହୂ ହେଉଛି କରିସ୍ମା କପୁର। ସେ ଏହା ବି କହିଥିଲେ ଏହା ଅଭିଷେକ ର ଉପହାର ଅଟେ, ଯାହା ସେ ତାଙ୍କ ପିତାଙ୍କୁ 60ତମ ଜନ୍ମଦିନ ଦେଇଛନ୍ତି।

<p>करिश्मा और अभिषेक के दूसरे से प्यार करते थे। दोनों ने करीब 5 साल एक-दूसरे को डेट किया और 2002 में दोनों की सगाई हो गई। सबकुछ अच्छा चल रहा था कि कुछ ही महीनों में ये खबर आई कि दोनों की सगाई टूट गई है। और 2003 में करिश्मा की शादी तलाकशुदा बिजनेसमैन संजय कपूर से हुई।</p>

କରିସ୍ମା ଓ ଅଭିଷେକ ଦୁହେଁ ଦୁଇଜଣଙ୍କୁ ଭଲ ପାଉଥିଲେ। ଦୁଇଜଣ ପାଖାପାଖି 5 ବର୍ଷ ପରସ୍ପରକୁ ଡେଟ୍ କଲେ 2002 ରେ ଦୁଇଜଣଙ୍କ ନିର୍ବନ୍ଧ ହୋଇଥିଲା। ସବୁକିଛି ଠିକ ଠାକ୍ ଚାଲିଥିଲା କି କିଛି ମାସ ଭିତରେ ୟେ ଖବର ଆସିଲା କି ଦୁଇଜଣଙ୍କର ନିର୍ବନ୍ଧ ଭାଙ୍ଗିଯାଇଛି। ଓ 2003 ରେ କରିସ୍ମା ଙ୍କ ବିବାହ ବିବାହ-ବିଚ୍ଛେଦ ହୋଇଥିବା ବ୍ୟବସାୟୀ ସଞ୍ଜୟ କପୁରଙ୍କ ସହ ହେଇଥିଲା।

<p>रिपोर्ट्स की मानें तो करिश्मा का रिश्ता टूटने की वजह उनकी बबिता थीं। बबिता ने अपनी बेटियों को अकेले पाला तो वो अपनी बेटी को आर्थिक रूप से सशक्त देखना चाहती थीं। अभिषेक उस वक्त स्ट्रगल कर रहे थे और करिश्मा टॉप पर थीं। इसलिए बबिता ने बच्चन परिवार से आधी प्रॉपर्टी अभिषेक के नाम करने के लिए कहा, जिससे करिश्मा का भविष्य सुरक्षित हो सके, लेकिन ऐसा नहीं पाया और रिश्ता टूट गया। फिर अभिषेक ने 2007 में ऐश्वर्या राय से शादी की।</p>

ରିପୋଟୋର୍ସ ଙ୍କ କହିବା ମତରେ କରିସ୍ମାଙ୍କ ସମ୍ପର୍କ ଭାଙ୍ଗିବାର କାରଣ ବବିତା ଥିଲେ। ବବିତା ତାଙ୍କ ଝିଅ ମାନଙ୍କୁ ଏକୁଟିଆ ପାଳିଥିଲେ ତ ସେ ତାଙ୍କ ଝିଅଙ୍କୁ ଆର୍ଥିକ ଦୃଷ୍ଟିରୁ ଦୃଢ ଦେଖିବାକୁ ଚାହୁଁଥିଲେ। ଅଭିଷେକ ସେ ସମୟ ରେ ସଂଙ୍ଘର୍ଷ କରୁଥିଲେ ଓ କରିସ୍ମା ବହୁତ ଉପରେ ଥିଲେ। ସେଥିପାଇଁ ବବିତା ବଚ୍ଚନ୍ ପରିବାରର ଅଧା ସମ୍ପତି ଅଭିଷେକ ନାମ ରେ କରିବା ପାଇଁ କହିଥିଲେ, ଯାହା ଦ୍ୱାରା କରିସ୍ମାଙ୍କ ଭବିଷ୍ୟତ ସୁରକ୍ଷିତ ହେଇ ପାରିବ। କିନ୍ତୁ ଏହା ହେଇ ପାରିଲା ନହିଁ ଏବଂ ସମ୍ପର୍କ ଭାଙ୍ଗିଗଲା। ଏହା ପରେ ଅଭିଷେକ 2007 ରେ ଐଶ୍ୱଯ୍ୟା ରାୟଙ୍କୁ ବିବାହ କରିଥିଲେ।

କହିବାକୁ ଚାହିଁବି କି କରିସ୍ମା ଙ୍କୁ ଡ଼େବିଟ୍ ଧଵନ୍ ନିଜ ପାଇଁ ଭାଗ୍ୟଶାଳୀ ମାନୁଥିଲେ। ଡ଼େବିଟ୍ ଙ୍କ ସହ କରିସ୍ମା ରାଜା ବାବୁ, ଅନଦାଜ୍, କୁଲି ନଂ 1, ଜୁଡ଼ୱା, ହୀରୋ ନଂ 1, ବିବି ନଂ 1, ହସିନା ମାନ୍ ଜାୟେଗୀ, ଦୁଲହନ୍ ହମ୍ ଲେ ଜାୟେଙ୍ଗେ, ଚଲ୍ ମେରେ ଭାଇ, ଯେମିତି ଫିଲ୍ମକୁ, ତା ମଧ୍ୟରୁ ଅଧିକାଂଶ ବକ୍ସ ଅଫିସ୍ ରେ ହିଟ୍ ରହିଛି।

କରିସ୍ମା ଙ୍କୁ ‘ରାଜା ହିନ୍ଦୁସ୍ତାନୀ’ ଓ ‘ଫିଜା’ ପାଇଁ ଉତ୍ତମ ଅଭିନେତ୍ରୀ ର ଆଖ୍ୟା ମିଳିଥିଲା। ‘ଦିଲ୍ ତୋ ପାଗଲ୍ ହୈ’ ପାଇଁ ଫିଲ୍ମଫାୟର୍ ଉତ୍ତମ ସମର୍ଥିତ ଅଭିନେତ୍ରୀ ପୁରସ୍କାର ଏବଂ ‘ଜୁଡ଼ୱା’ ପାଇଁ ଫିଲ୍ମଫାୟର୍ ରେ ସମାଲଚୋକ ପାଇଁ ଉତ୍ତମ ଅଭିନେତ୍ରୀ ର ପୁରସ୍କାର ଗ୍ରହଣ କରିଥିଲେ।

<p>बता दें कि करिश्मा को डेविड धवन अपने लिए भाग्यशाली मानते थे। डेविड के साथ करिश्मा ने राजा बाबू, अंदाज, कुली नं 1, जुड़वा, हीरो नं. 1, बीवी नं 1, हसीना मान जाएगी, दुल्हन हम ले जाएंगे, चल मेरे भाई, जैसी फिल्में की, जिसमें से अधिकांश बॉक्स ऑफिस पर हिट रही।&nbsp;<br /> &nbsp;</p>

ବହୁତ ଦିନ ଅଭିନୟ ଦୁନିଆରେ ଦୂରରେ ରହିଥିବା କରିସ୍ମା 2012 ରେ ‘ଡେଞ୍ଜରିୟସ୍ ଇଶ୍କ୍’ ଜରିଆରେ ଫେରି ଆସିବାକୁ ପ୍ରୟାସ କରିଥିଲେ, କିନ୍ତୁ ବକ୍ସ ଅଫିସ ରେ ଫ୍ଲପ୍ ହୋଇଗଲା । ଏବେ ପାଇଁ ସେ ବିଭିନ୍ନ ମଡେଲିଂ ପ୍ରୋଜେକ୍ଟର୍ ବ୍ୟସ୍ତ ରହୁଛନ୍ତି।

Leave a Reply

Your email address will not be published. Required fields are marked *