କୋରୋନା ସମୟ ରେ ଯଦି କୌଣସି ଜିନିଷ ର ବହୁତ ଆବଶ୍ୟକ ଅଛିତ ସେ ହେଉଛି ମାସ୍କ।ଲୋକ ଘରୁ ବାହାରୁଛନ୍ତି ତ ମାସ୍କ ଲଗଉଛନ୍ତି।କାରଣ କୋରୋନା ସଂର୍କମଣ ର ଭୟ ସମସ୍ତ ଙ୍କ ମୁଣ୍ଡ ରେ ବୁଲୁଛି। ଏମିତି ହି ବଜାର ରେ ବହୁତ ପ୍ରକାର ର ମାସ୍କ ମିଳୁଛି। କିନ୍ତୁ ଏଥୀରେ କିଛି ଲୋକ ନିଜର କ୍ରିଏଟିଭିଟି ଦେଖେଇବାରେ ପଛକୁ ହଟିନାହନ୍ତି। କିଏ ବରମୁଡା କାଟି ମାସ୍କ ବନେଇ ପିନ୍ଧି ଲାଣି ତ କିଏ ଗଛ ର ପତ୍ର।ଏହାକୁ ଦେଖି ଲୋକମାନେ ହସିବା ରୋକିପାରୁ
ନାହଁନ୍ତି ଓ କହୁଛନ୍ତି ତୁମ ଦ୍ବାରା ଏହା ହେବ ନାହିଁ। ତ ଚାଲନ୍ତୁ ଆମେ ଆପଣଙ୍କୁ ଦେଖଉଛୁ ବିୟଡ ମାସ୍କ ରେ ଲୋକ ଙ୍କ ଫଟୋ।
ଛତା ର ବ୍ୟବହାର ଆମେ ଏମିତି ବର୍ଷା ଆସିଲେ କରିଥାଉ। କିନ୍ତୁ ଏହି ଭାଇ ଜଣ କ ଛତା ର ବ୍ୟବହାର ନିିଜକୁ ଘୋଡାଇ ବାରେ ଲଗେଇ ଦେଇଛନ୍ତି। ମାସ୍କ ପିନ୍ଧିବାର ଏହି ଉପାୟ ତୁମକୁ ଆଚର୍ଯ୍ୟ ଲାଗିପାରେ।
ଏଥୀରେ ଏହି ବ୍ୟକ୍ତି ଜଣକ ନିଜ ସାର୍ଟ କୁ ମାସ୍କ ଭାବରେ ପିନ୍ଧିଛନ୍ତି। ଏହା କୁ ଦେଖିଲେ ଆପଣ ଙ୍କ ହସ ବନ୍ଦ ହେବନି।
ଏମିତି କା କ୍ରେଜା ଆଇଡିଆ ଲୋକ ଙ୍କ ମନରେ ଆସୁଛି କି ଯାହାକୁ ଦେଖିଲେ ଲୋକ ଙ୍କୁ ଫନି ଲାଗିବଲ। ସେଥିପାଇଁ ତ ଏହି ବ୍ୟକ୍ତି ଜଣକ ବାଲଟି କୁ ଇନୋବେଟିବ ମାସ୍କ ବନେଇ ଦେଇଛି
ଯେତେବେଳେ ଏହି ଲୋକଙ୍କୁ କିଛି ନ ମିଳିବାରୁ ଏମାନେ ପେପର ଆଉ ପ୍ଲାସ୍ଟିକୁ ମାସ୍କ ଭାବରେ ପିନ୍ଧିଛନ୍ତି।
କୌଣସି ପକ୍ଷୀ ର ମୁହଁ ଭଳି ଏହି ମାସ୍କ କୁ ଦେଖି ଲୋକ ଦଂଗ ହୋଇଲେ।
ଏହି ପୁଅ ମାନଙ୍କୁ କିଛି ମିଳିଲାନି ଯେ ଶେଷ ରେ ଝିଅ ମାନଙ୍କ ର ଅନ୍ତଃପୋଷାକ ମୁହଁ ରେ ଦେଇ ଆସାଗଲେ।
ମୁହଁ କୁ ଘୋଡାଇବାରେ ଯୋକର ମାସ୍କ ବି ପଛରେ ନାହିଁ। ସୋସିଆଲମିଡିଆ ରେ ଏହା ବହୁତ ଭାଇରାଲ ହୋଇଛିଲ।
ମେଟରୋ ରେ ବୁଲୁଥୀବା ଏହି ମହିଳାଙ୍କୁ ବିପଦ ର ତିଳେ ହିଁ ଡର ନାହିଁ ସେଥିପାଇଁ ତ ମାସ୍କ ଯାଗାରେ ପତ୍ର ଲଗେଇ ବାହାରି ଆସିଛି।
ଏହି ଫଟୋ ଯିଏ ବ ଦେଖିଲା ସେ ଡର ରେ ଚିଲେଇବାକୁ ଲାଗିଲା। ଏଥୀରେ ଏହି ଲୋକ କୋଉ ଭୂତ ଠାରୁ କମ୍ ନୁହେଁ।
ଏହି ମାଡାମ ତ ମାସ୍କ ର ନୋଟିସ୍ ବୋର୍ଡ ବନେଇ ଲଗେଇ ଦେଇଛି ଏବଂ ମେଟରୋ ସୋଇ ମାସ୍କ ଆଡରେସ ଲେଖି ମତେ ଏହି ଷ୍ଟେସନ ରେ ଉଠାଈ ଦେବ।
ଯେତେବେଳେ ଏହି ବ୍ୟକ୍ତି କୁ କିଛି ନ ମିଳିଲା ତ ସେ ପାଣି ବୋତ ମୁଣ୍ଡ ରେ ପିନ୍ଧିପକେଇଲେ।
ମାସ୍କ ଯାଗାରେ ହେଲମେଟ ପିନ୍ଧିବା ବ କୋଣସି ଆସ୍ଚର୍ଯ୍ୟ କଥା ନୁହେଁ ସେଥିପାଇଁ ତ ଏହି ମହିଳା ମାସ୍କ ଯାଗାରେ ହେଲମେଟ ପିନ୍ଧିଆସିଛନ୍ତି।
ଆପଣ ଏହି ସବୁ ଫଟୋ ଦେଖି ନିଜର ହସ ରୋକିପାରିବେନି। କିନ୍ତୁୁ କୋଡିଏ ୧୯ ବଞ୍ଚିବା ପାଇଁ ଆମେ ଆପଣଙ୍କୁ ଏହି ପରାର୍ମସ ଦେଉନାହୁଁ।