କୁକୁରକୁ ବଂଚେଇବା ପାଇଁ ଜେସିବିରୁ ନଦୀକୁ ଡେଇଁପଡ଼ିଲେ ଏକ ହୋମ୍ଗାର୍ଡ | ଭିଡିଓ ହେଲା ଭାଇରଲ

ତେଲେଙ୍ଗାନାର ନାଗାରକୁଲନୁଲ ପୋଲିସ ଷ୍ଟେସନର ଜଣେ ହୋମ୍ଗାର୍ଡ ଗୋଟିଏ କୁକୁର କୁ ବଂଚେଇବା ପାଇଁ ନିଜର ଜୀବନକୁ ବିପଦରେ ପକେଇଦେଲେ | ଏହି ଘଟଣା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛିକି କେମିତି ଜଣେ ଯବାନ କୁକୁରର ଜୀବନ ବଂଚାଇଲେ |

कुत्ते को बचाने के लिए JCB से नदी में कूद गया जवान

ନିଉଜ ଏଜେନ୍ସି ଏଏନଆଇ ଦ୍ୱାରା କରାଯାଇଥିବା ଏହି ଭିଡିଓରେ ଦେଖାଯାଉଛି କି ଗୋଟିଏ କୁକୁର ପାଣିର ବହୁତ ସୁଅରେ ପଡିଗଲା | ସେ ଗୋଟିଏ ଝଟା ଭିତରେ ଯାଇ ଫସିଗଲା ଏବଂ ଛଟପଟ ହେବାକୁ ଲାଗିଲା |

ଚାରିପଟରୁ ପାଣିର ସୁଅ ବହୁଥାଏ | ଏହି ସମୟରେ ହୋମ୍ଗାର୍ଡ ମୁଜିବ ଜେସିବି ବୁଲାଇ ସେଥିରେ ବସି ପାଣିରେ ବହୁଥିବା ଜୋର ସୁଅରେ ଓଲ୍ହେଇ ପଡିଲେ | ଝଟାରେ ଲାଗିଥିବା କୁକୁରକୁ ସେଠାରୁ କାଢି ତାର ଜୀବନ ବଂଚାଇଲେ |

कुत्ते को बचाने के लिए JCB से नदी में कूद गया जवान

ଭିଡିଓରେ ଦେଖା ଯାଉଛି କି କେମିତି କୁକୁରଟି ବହୁତ ଜୋରେ ବହୁଥିବା ନଦୀରେ ଫସି ଯାଇଛି ଆଉ ତାକୁ ବଂଚେଇବା ହୋମ୍ଗାର୍ଡ ଜେସିବିରୁ ନଦୀ କୁ ଓଲ୍ହାଉଛନ୍ତି | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଆସିବା ପରେ ଲୋକମାନେ ହୋମ୍ଗାର୍ଡଙ୍କର ବହୁତ ପ୍ରଶଂସା କରୁଛନ୍ତି |

ଏଠି ଦେଖନ୍ତୁ ଭିଡିଓ …..

ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *