ଏମିତିବି ହୋଇପାରେ ଧାନର ଉତ୍ପାଦନ ?
ଆବଶ୍ୟକତା ହିଁ ଆବିଷ୍କାରର ଜନଟି ଅଟେ ..’ ଏହି କ୍ୟାପ୍ସନ ସହିତ ଅଭିନେତା ଅର୍ଶଦ ବାର୍ଷି ଏକ ଭିଡ଼ିଓରେ ଶରେ କରିଛନ୍ତି,ଯାହାକି ସୋସିଆଲ ମିଡିଆରେ ଭାଇରଲ ହୋଇଗଲାଣି |ବିଏଥିରେ କିସାନ ଧାନ ଉତ୍ପାଦନ କରିବାର ନଜର ଆସୁଛି ସେ ବି ବହୁତ ଭିନ୍ନ ପ୍ରକାରର ଶୈଳୀରେ | ବିଶ୍ୱାସ କରନ୍ତୁ ଆପଣ କୌଣସି କୃଷକକୁ ଏମିତି ଧାନ ଉତ୍ପାଦନ କରିଥିବାର ଦେଖିନଥିବେ | ୟାଙ୍କର ଅଲଗା ପ୍ରକାରର ପ୍ରୟାସ ହିଁ ଏହି ଭିଡ଼ିଓ ଭାଇରଲ କରିବାର କାରଣ ଅଟେ | ଏମିତିରେ ବି ଭିଡ଼ିଓ କୋଉଠି କୋଉଠି ବ୍ୟାପିଗଲାଣି ଜଣା ନାହିଁ |
ଏବଂ ଏହି କୃଷକଙ୍କ ଏମିତି ପ୍ରୟାସ ଲୋକମାନେ ଦେଖି ତାଙ୍କର ସାହକୁ ସବସି ଦେଉଛନ୍ତି |
କିଛି ଘଣ୍ଟାରେ ମିଳିଲା ହଜାରେ ଲାଇକ;
Necessity is the mother of all inventions… pic.twitter.com/LpyGRXAL81
— Arshad Warsi (@ArshadWarsi) September 18, 2020
ଏହି ଭିଡ଼ିଓକୁ ଅର୍ଶଦ ଶୁକ୍ରବାର,୧୮ ସେପ୍ଟେମ୍ବର ରେ ସେୟାର କରିଛନ୍ତି ଯାହାକୁ କିଚିଓ ଘାଟରେ ୧୪ ହଜାର ରୁ ଅଧିକ ଲାଇକ ୧ ଲକ୍ଷ୍ୟ ୩୦ ହଜାର ନିୟୁଜ ଆଉ ୧.୩ ହଜାର ରେ-ଟ୍ୱିଟ ବି ମିଳିସାରିଛି |
ଜୟ ଯବାନ, ଜୟ କିଷାନ:
Necessity is the mother of all inventions… pic.twitter.com/LpyGRXAL81
— Arshad Warsi (@ArshadWarsi) September 18, 2020
ଆତ୍ମ ନିର୍ଭର ଭାରତ !
Necessity is the mother of all inventions… pic.twitter.com/LpyGRXAL81
— Arshad Warsi (@ArshadWarsi) September 18, 2020
ଭିଡ଼ିଓରେ ଦେଖୋଉଛନ୍ତି କି ୨ ଜଣ ଲୋକ ଗୋଟିଏ ଲୋକ ଗୋଡରେ କପଡା ବାନ୍ଧି ମାଟିରେ ଟାଣି ଟାଣି ନେଉଛନ୍ତି ଆଉ ସେ ଲୋକ ହାତରେ ଧାନ ତଳି ଧରି ଧରିଛି,ଯାହାକୁ ସେ ପାଈ ପାଈ କରି ରୁହଉଛନ୍ତି | କହିବାକୁ ଚାଁହୁଛି କି ସେ ଏମିତି ଭାବରେ ଫଟା ଫଟ ଧାନର ଉତ୍ପାଦନ କରୁଛନ୍ତି |
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |