କେଉଁ ଗ୍ରହର ଦୋଷ ଦୂର କରିବା ପାଇଁ ପକ୍ଷୀଙ୍କୁ କେଉଁ ଖାଦ୍ୟ ଶସ୍ୟ ପକାଇବା ଉଚିତ

ଜ୍ୟୋତିଷର୍ ଉପାୟରେ ଦାନକୁ ବିଶେଷ ମହତ୍ତ୍ୱ ଦିଆଯାଇଛି। ମାନ୍ୟତା ରହିଛି ଯେ ଡାଂ କରିବା ଦ୍ୱାରା ଗ୍ରହ ଶାନ୍ତି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ପସମସ୍ତ ଗ୍ରହ ସହ ଜଡିତ କିଛି ବିଶେଷ ଖାଦ୍ୟ ପଦାର୍ଥ ରହିଛି। ଯଦି ଆମେ କୌଣସି ଗ୍ରହ ସହିତ ସମ୍ବନ୍ଧିତ ଶସ୍ୟ ପକ୍ଷୀ ମାନଙ୍କୁ ଖାଇବାକୁ ଦେଉ ତେବେ ସେହି ଗ୍ରହର ଅଶୁଭ ପ୍ରଭାବ ଦୂର ହୋଇପାରିବ। ଜାଣନ୍ତୁ କେଉଁ ଗ୍ରହର ଦୋଷକୁ ଦୂର କରିବା ପାଇଁ କେଉଁ ଶସ୍ୟ ପକ୍ଷୀ ମାନଙ୍କୁ ଦେବା ଉଚିତ |

google

୧. ଗହମ: ପକ୍ଷୀ ମାନଙ୍କୁ ଗହମ ସେବା ଦ୍ୱାରା ସୂର୍ଯ୍ୟ ଏବଂ ମଙ୍ଗଳ ସହ ଜଡିତ ଅଶୁଭ ପ୍ରଭାବ ଦୂର ହୋଇଯାଇଥାଏ।

google

୨. ଚନ୍ଦ୍ରମା ଏବଂ ଶୁକ୍ର ସହ ଜଡିତ ଦୋଷ ଦୂର କରିବା ପାଇଁ ଚାଉଳର ଦାନା ଖାଇବାକୁ ଦେବା ଉଚିତ।

୩. ମୁଗ: ପକ୍ଷୀ ମାନଙ୍କୁ ମୁଗ କିମ୍ବା କଂଗନୀ ଖାଇବାକୁ ଦେବା ଦ୍ୱାରା ବୁଧ ସହ ଜଡିତ ଅଶୁଭ ପ୍ରଭାବ ଶେଷ ହୋଇଯାଇଥାଏ।

google

୪. ଚଣା ଡାଲି: ପକ୍ଷୀଙ୍କୁ ଚଣା ଡାଲି ଖାଇବାକୁ ଦେବା ଦ୍ୱାରା ବୃହସ୍ପତି ସହ ଜଡିତ ଦୋଷ ଦୂର ହୋଇଯାଇଥାଏ।

୫. ବିରି ଡାଲି: ପକ୍ଷୀଙ୍କୁ ବିରି ଡାଲି ଏବଂ କଳା ତିଳ ଖାଇବାକୁ ଦେଲେ ଶନି ଗ୍ରହ ସହ ଜଡିତ ଦୋଷ ଦୂର ହୋଇଯାଇଥାଏ।

google

୬. ବାଜରା: ପକ୍ଷୀ ମାନଙ୍କୁ ବାଜରାର ଦାନା ଖାଇବାକୁ ଦେବା ଦ୍ୱାରା ରାହୁ ଏବଂ କେତୁ ସହ ଜଡିତ ଦୋଷ ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *