କେବଳ ତାପସି ନୁହେଁ, ବିଦେଶୀ ଙ୍କ ସଙ୍ଗେ ମଧ୍ୟ ଏହି ବଡ ବଡ କଳାକାର ସମ୍ପର୍କରେ ଥିଲେ…

ତାପସି ପନୁ କିଛି ଦିନ ପୂର୍ବରୁ ହିଁ ଇଷ୍ଟାଗ୍ରାମ ରେ କିଛି ଭିଡିଓ ସେୟାର କରିଥିଲେ।ଏହି ଭିଡିଓ ରେ ତାପସି ନିଜ ଭଉଣୀଙ୍କ ଛଡ଼ା ମାଥିଅସ ବୋ ଙ୍କ ସହିତ ମଧ୍ୟ ଦେଖା ଯାଇଥିଲେ। ମାଥିଅସ ଡେନମାର୍କ ର ଏକ ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ଏବଂ ଅଲମ୍ପିକ ମେଡାଲିଷ୍ଟ ତାପଶି ଏବଂ ମାଥିଅସ ଙ୍କ ସମ୍ପର୍କ କୁ ନେଇ ଫ୍ୟାନ ମାନଙ୍କ ଭିତରେ ଚର୍ଚ୍ଚା ହେଉଛି। କିନ୍ତୁ ଏହା ପ୍ରଥମଥର ନୁହେଁ କି କୌଣସି ବଲିଉଡ଼ ଅଭିନେତ୍ରୀ ବିଦେଶୀଙ୍କ ସମ୍ପର୍କ ରେ ଅଛନ୍ତି। କେତେକ ଅଭିନେତ୍ରୀ ତ ବାହା ହୋଇ ସେଟଲ ମଧ୍ୟ ହୋଇ ସାରିଲେଣି।

ପ୍ରିୟଙ୍କା ଚୋପ୍ରା ଆମେରିକାର ମ୍ୟୁଜିକ ଆଟିଷ୍ଟ ନିକ ଜୋନ ଙ୍କ ସହ ଧୁମ ଧାମ ରେ ବିବାହ ହୋଇସାରିଛି।ଦୁଇ ଜଣଙ୍କ ପ୍ରଥମ ଦେଖା ସାକ୍ଷାତ ୨୦୧୭ ନ୍ୟୁୟର୍କ ର ମେଟଗାଲା ଇବେଟ ରେ ହୋଇଥିଲା। ଦୁଇ ଜଣ ଏହାର ଏକ ବର୍ଷ ପରେ ୨୦୧୮ ରେ ସବୁ ଠାରୁ ଚର୍ଚ୍ଚିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସେଲିନା ଜେଟଲୀ ଅଷ୍ଟ୍ରେଲିଆ ର ହୋଟେଲ ମାଲିକ ମିଟଲ ହାଗ କୁ ୨୯୧୧ ମସିହାରେ ବିବାହ କରିଥିଲେ। ସେଲିନା ଦୁଇଥର ଜାଆଁଳା ପିଲାଙ୍କୁ ମଧ୍ୟ ଜନ୍ମ ଦେଇ ସାରିଲେଣି।ହେଲେବି ତାଙ୍କର ଏକ ପୁଅର ହାର୍ଟ ନଷ୍ଟ କାରଣରୁ ମୃତ୍ୟୁ ହୋଇସାରିଛି। ପିଟର ଏବଂ ସେଲିନା ଙ୍କ ର ସମ୍ପର୍କ ବହୁତ ସୃଢୁଡ଼ ଅଟେ।

ରାଧିକା ଆପଟେ ଙ୍କ ପତି ବେନେଡି କଟ ଟେଲର ଲଣ୍ଡନ ର ଏକ ଲୋକପ୍ରିୟ ମ୍ୟୁଜିସିଆନ।ସେ ୨୦୧୩ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୁଇ ଜଣ ପରସ୍ପର କୁ ଦେଖା କରିବାକୁ ଲଣ୍ଡନ ଏବଂ ମୁମ୍ବାଇ ଯିବା ଆସିବା କରିଥାନ୍ତି। ରାଧିକା ଏକ ସାକ୍ଷାତକାର ରେ କହିଥିଲେ କି ଲଙ୍ଗ ଡିଷ୍ଟାନସ ରିଲେସନସିପ ବହୁତ କଠିନ ହୋଇଥାଏ କିନ୍ତୁ ସେ ଏହାକୁ ବହୁତ ଭଲ ଭାବରେ ତୁଲାଇ ପାରୁଛନ୍ତି।

ପ୍ରୀତି ଜିଣ୍ଟା ୨୦୧୬ ମସିହାରେ ଜିନ ଗୋଡ଼ ଉଇନପ ଙ୍କୁ ବିବାହ କରିଥିଲେ।ଜିନ ଲସ ଏଞ୍ଜଲସ ରେ କାମ କରନ୍ତି। ସେ ଆମେରିକାର ମାର୍ଶଲ ସ୍କୁଲ ଅଫ୍ ବିଜନେସ ମ୍ୟାନେଜମେଣ୍ଟ ରେ ଗ୍ରାଜୁଏଟ କରିଛନ୍ତି।ପ୍ରୀତି ଏବଂ ଜିନ ହିନ୍ଦୁ ରୀତି ନୀତି ରେ ବିବାହ କରିଥିଲେ। ପ୍ରୀତି ଙ୍କ ର ହଠାତ ବାହା ହେବାର ନିଷ୍ପତି ରେ ବଲିଉଡ ଇଣ୍ଡଷ୍ଟ୍ରି ମଧ୍ୟ ଆଶ୍ଚର୍ଯ୍ୟ ହେବାର ନଜର ଆସିଥିଲା। ପ୍ରୀତି ସବୁବେଳେ ଇଷ୍ଟାଗ୍ରାମ ରେ ଜିନ ଙ୍କ ସହିତ ଫଟୋ ସେୟାର କରନ୍ତି।

୮୦ ଦଶକ ର ଅଭିନେତ୍ରୀ ନିନା ଗୁପ୍ତା ଏବଂ ୱଷ୍ଟେଣ୍ଡିଜ୍ ର ପୂର୍ବ କ୍ରିକେଟର ରିବିୟନ ରିସର୍ଚ୍ଚ ଲିଭ ଇନ ରିଲେସନ ରେ ଥିଲେ। ୧୯୮୯ ମସିହାରେ ନିନା ମଶାବା ଗୁପ୍ତା ଙ୍କୁ ଜନ୍ମ ଦେଇଥିଲେ।ନିନା ଏବଂ ରିବିୟନ କେବେବି ବାହା ହୋଇନଥିଲେ ପରେ ଦୁଇଜଣ ଙ୍କ ରାସ୍ତା ଅଲଗା ହୋଇ ଯାଇଥିଲା ଏବଂ ପରେ ମଶାବା ଙ୍କୁ ପଳିବାକୁ ନିଷ୍ପତି ନେଇଥିଲେ ଏବଂ ପରେ ଜଣେ ସଫଳ ଡିଜାଇନର ହୋଇଥିଲେ।

ଅଜୟ ଦେବଗନ ଙ୍କ ସହିତ ଦୃଷ୍ୟମ ଚଳଚ୍ଚିତ୍ର ରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଅଭିନେତ୍ରୀ ଶ୍ରୀୟା ସରନ୍ ଋଷ ର ଅନ୍ଦ୍ରେଇକୋ ସୁଇବ ଙ୍କୁ ବିବାହ କରିଥିଲେ। ଶ୍ରୀୟା ଏବଂ ଆନ୍ଦ୍ରେଇ ୨୦୧୮ ରେ ବିବାହ କରିଥିଲେ। ଶ୍ରୀୟା ସବୁବେଳେ ନିଜ ପତି ଙ୍କ ସହିତ ଇଷ୍ଟାଗ୍ରାମ ରେ ଫଟୋ ସେୟାର କରନ୍ତି।

ଚଳଚ୍ଚିତ୍ର ବର୍ଫି ରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଇଲିୟନ୍ ଦିକ୍ରୁଜ୍ ବହୁତ ଲମ୍ବା ସମୟ ଧରି ଅଷ୍ଟ୍ରେଲିଆ ର ଏଣ୍ଡୁ ନୋବାନ ଙ୍କ ସହିତ ଡେଟ କରୁଥିଲେ।ସେ ତାଙ୍କ ଇଷ୍ଟାଗ୍ରାମ ଷ୍ଟୋରୀ ରେ ଏଣ୍ଡୁଙ୍କ ର ଭଲ ଅଭ୍ୟାସ ବିଷୟରେ ଜଣାଇଥିଲେ। କିନ୍ତୁ ୨୦୧୮ ମସିହାରେ ଦୁହେଁ ଦୁଇଜଣ ଙ୍କୁ ଅନଫଲୋ କରି ଦେଇଥିଲେ ଏବଂ ଇଷ୍ଟାଗ୍ରାମ ରେ ଥିବା ତାଙ୍କର ସମସ୍ତ ଫଟୋ କୁ ଡିଲିଟ କରି ଦେଇଥିଲେ।ତାଙ୍କର ବ୍ରେକପ୍ ବାବଦରେ ଏଲିୟାନା କହିଥିଲେ ଯେ ତାଙ୍କର ଖରାପ ସମୟରେ ତାଙ୍କ ସହିତ ରହିବା ପାଇଁ ତାଙ୍କ ପରିବାର ସହିତ ସାଙ୍ଗ ମାନେ ଅଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *