ବନ୍ଧୁଗଣ ଯାଦୁ କାଛୁ ବଳି ସମସ୍ୟା ଆଜି କଲି ଅନେକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି | କୁଡ଼ିଆ ବଳି ସମସ୍ୟା ଯଦି ଆମ ଭିତରେ ହୋଇଯାଏ ତେବେ ଆମକୁ ବହୁତ କଷ୍ଟ ଅନୁଭୁତ ହୋଇଥାଏ | ଆମକୁ ସର୍ବଦା କୁଡେ଼ଇ ହେବାକୁ ଲାଗିଥାଏ ଏବଂ ଆମେ ଅଧିକାଂଶ ସମୟରେ ଲୋକମାନଙ୍କ ଆଗରେ କୁଣ୍ଡେଇ ହେବାକୁ ଲାଗିଥାଉ | ଯାହା ଦ୍ୱାରା ଆମ ସନମାନରେ ହାନି ପହଂଚି ଥାଏ | ଚାଲନ୍ତୁ ଜାଣିବା କେମିତି ଘରୋଇ ଉପଚାର ଦ୍ୱାରା ଏହାର ସମସ୍ୟା ଦୂର କରିବେ | ପ୍ରଥମେ ଆପଣ ଏକ ପାତ୍ରରେ ୨ ଚାମଚ ନଡ଼ିଆ ତେଲ ନିଅନ୍ତୁ |
ନଡ଼ିଆ ତେଲରେ ଏମିତି ଅନେକ ପୋଷାକ ତତ୍ୱ ଥାଏ ଯାହା ଆପଣ କୁଣ୍ଡିଆଣଉ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ | ଏଥିପାଇଁ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀ ବି ଆବଶ୍ୟକ | ଗ୍ଲିସେରିନ ଆପଣଙ୍କୁ କୌଣସି ବି ମେଡ଼ିସିନ ଦୋକାନରୁ ବହୁତ ସହଜରେ ମିଳିଯିବ | ଗ୍ଲିସେରିନର ପ୍ରୟୋଗ ଆପଣ ଏହି ଉପଚାରକୁ ବନେଇବାପାଇଁ ନିହାତୀ କରନ୍ତୁ | ଆପଣ ଏଥିରେ ଏକ ଚାମଚ ଗ୍ଲିସେରିନର ପ୍ରୟୋଗ କରନ୍ତୁ |
ଗ୍ଲିସେରିନ ଆପଣଙ୍କ ଯାଦୁ,କାଛୁ,କୁଣ୍ଡିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ ଏବଂ ଏହା ଆପଣଙ୍କ ସ୍କିନକୁ ମୁଲାୟମ କରିଥାଏ | ଏହାପରେ ତେଲ ଏବଂ ଗ୍ଲିସେରିନକୁ ଭଲ ଭାବରେ ମିଶାଇଦିଅନ୍ତୁ | ଏଥିପାଇଁ ଆପଣଙ୍କୁ ୩ୟ ବା ଶେଷ ସାମଗ୍ରୀ ଆବଶ୍ୟକ କର୍ପୁର | କର୍ପୁର ଆପଣଙ୍କ ଠାକୁର ଘରୁ ବହୁତ ସହଜରେ ମିଳିଯିବ |
ଠାକୁର ଘରେ ବ୍ୟବହାର କର ଯାଉଥିବା କର୍ପୁର ଆପଣ ଏଥିରେ ପ୍ରୟୋଗ କରିପାରିବେ | ୨ଟି କର୍ପୁର ଭଲ ଭାବରେ ଗୁଣ୍ଡକରି ଦିଅନ୍ତୁ ଏବଂ ତାପରେ ତେଲ ଏବଂ ଗ୍ଲିସେରିନରେ ଭଲ ଭାବରେ ମିଶାଇ ଦିଅନ୍ତୁ | ଏହି ସମସ୍ତ ସାମଗ୍ରୀ ଯାହା ଆପଣଙ ଉପଚାର କରିବାପାଇଁ ପ୍ରୟୋଗ କରିଲେ ସେଥିରେ ଆଣ୍ଟି ବ୍ୟାକ୍ଟେରିଆଲ ,ଆଣ୍ଟି ଫାଂଗାଲ ଏବଂ ଆଣ୍ଟି ମାଇକ୍ରୋବେଲ ମିଳିଥାଏ ଯାହା
ଆପଣଙ୍କ ଯାଦୁ ,କାଛୁ,କୁଣ୍ଡିଆ ଭଳି ସମସ୍ୟାକୁ ଦୂର କରିବା ପାଇଁ ବହୁତ ଲାଭ ଦାୟକ ଅଟେ | ଚାଲନ୍ତୁ ଜାଣିବା ଆପଣ ଏହାର ପ୍ରୟୋଗ କେମିତି କରିବେ | ବନ୍ଧୁଗଣ ଯେଉଁ ଜାଗାରେ ଆପଣଙ୍କ ଯାଦୁ,କାଛୁ, ଏବଂ କୁଡ଼ିଆ ଭଳି ସମସ୍ୟା ହୋଇଅଛି ସେହି ଜାଗାକୁ ଭଲ ଭାବରେ ଡେଟଲ ପାଣିରେ ଧୋଇ ଦିଅନ୍ତୁ | ଧୋଇସାରିଲା ପରେ ଆପଣ ସେହି ମିଶ୍ରଣକୁ ନେଇ ଲଗାନ୍ତୁ ଏହାକୁ ଲଗାଇବା ଦ୍ୱାରା ଆପଣଙ୍କୁ ସଂଗେ ସାଙ୍ଗ ଆରମ୍ଭ ମିଳିବ ଏବଂ ଥଣ୍ଡା ଅନୁଭୁତ ହେବ |
ଏହାକୁ କିଛି ଦିନ ପ୍ରୟୋଗ କରିବା ପରେ ଆପଣଙ୍କର ଯାଦୁ କାଛୁ ସମସ୍ୟା ସବୁଦିନ ପାଇଁ ଦୂର ହେଇଯିବ | ଏହାର ପ୍ରୟୋଗ ଯାଦୁ କାଛୁ କୁଣ୍ଡିଆ ଭଳି ଜାଗାରେ ପ୍ରୟୋଗ କରିବା ଦ୍ୱାରା ସେଥିରେ ଥିବା ଜୀବାଣୁ ଶୀଘ୍ର ମରିଯାଇଥାଏ | ଯାହା ଦ୍ୱାରା ଆପଣଙ୍କର ଯାଦୁ କାଛୁ କୁଣ୍ଡିଆ ଭଳି ସମସ୍ୟା ଶୀଘ୍ର ଦୂର ହେଇଯାଇ ଥାଏ |ଏହାକୁ ଆପଣ ୪ ଦିନ ପ୍ରୟୋଗ କରନ୍ତୁ | ତାପରେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ | ଏହାର ପ୍ରୟୋଗ ବହୁତ ଚମତ୍କାରୀ ଅଟେ | ଏହା ଆୟୁର୍ବେଦୀୟ ଉପଚାର ଅଟେ | ଏହାର ପ୍ରୟୋଗ ଆପଣ ଦିନରେ କୌଣସି ସମୟରେ ବି କରି ପାରିବେ |