ବନ୍ଧୁଗଣ ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ ଜଣେଇବୁ ଯାହା ଆପଣଙ୍କ ଥଣ୍ଡା,କାଶ, କଫ ଏବଂ ନାକରୁ ପାଣି ବୋହୁଥିବା ଭଳି ସମସ୍ୟାକୁ ୫ ମିନିଟରେ ଦୂର କରି ଦେବ | ହଁ ବିଶ୍ୱାସ କରନ୍ତୁ କେବଳ ୫ ମିନିଟରେ ଆପଣ ଏହି ସମସ୍ୟାରୁ ଆରମ୍ଭ ପାଇପାରିବେ | ଆଜିର ଏହି ଘରୋଇ ଉପଚାରାଟି ବହୁ ପରୀକ୍ଷିତ ଏବଂ ଏହା ଆପଣଙ୍କୁ ୧୦୦% ଲାଭ ଦେବ |
ବନ୍ଧୁଗଣ ଆପଣଙ୍କୁ ଏହି ଉପଚାର ବନେଇବା ପାଇଁ ପ୍ରଥମ ସାମଗ୍ରୀ ଆବଶ୍ୟକ ଲବଙ୍ଗ | ଲବଙ୍ଗ ଆପଣଙ୍କ ରୋଷେଇ ଘରୁ ଆପଣଙ୍କୁ ବହୁତ ସହଜରେ ମିଳିଯିବ | ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ଫୁଲଵାଲା ଲବଙ୍ଗ ୪ ଟି ନେବାକୁ ପଡିବ | ଆପଣ ଏଠି ପାଇଁ ଚାରୋଟି ଲବଙ୍ଗ ନିଅନ୍ତୁ | ଏହି ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ୨ ୟ ସାମଗ୍ରୀ ଆବଶ୍ୟକ ଗୋଲମରିଚ |ଏହି ଉପଚାରକୁ ବନେଇବା ପାଇଁ ଆପଣ ୧୦ ରୁ ୧୫ ଟି ଗୋଲମରିଚ ପ୍ରୟୋଗ କରନ୍ତୁ | ୧୫ ଟି ଗାଲମାରୀଚ ଆପଣ ଏକ ପାତ୍ରକୁ ନିଅନ୍ତୁ |
ଚାଲନ୍ତୁ ଜାଣିବା ଏହାର ପରା ପର୍ଯ୍ୟାୟ ବିଷୟରେ | ଲବଙ୍ଗ ଏବଂ ଗୋଲମରିଚକୁ କଣ କରିବାକୁ ହେବ | ଲବଙ୍ଗ ଏବଂ ଗୋଲମରିଚ କୁ ଫ୍ରାଏ କରିବା | ଆପଣ ରୁଟି କରୁଥିବା ତାୱା ନିଅନ୍ତୁ ସେଥିରେ ଲବଙ୍ଗ ଏବଂ ଗୋଲମରିଚ କୁ ପକେଇ ଭଲ ଭାବେ ଭାଜନ୍ତୁ | ଏହାକୁ ଆପଣ ସେତେ ପର୍ଯ୍ୟନ୍ତ ଭାଜନ୍ତୁ ଏହା ଯେତେ ପର୍ଯ୍ୟନ୍ତ କଳା ନପଡିଯିବ | ଏହାକୁ ପୁରା କଳା ହେବ ପର୍ଯ୍ୟନ୍ତ ଭାଜନ୍ତୁ | ଭାଜି ସାରିବା ପରେ ଏହାକୁ ଭଲ ଭାବେ ଗୁଣ୍ଡ କରିନିଅନ୍ତୁ | ଗୁଣ୍ଡ ହେବ ପରେ ଏହାକୁ ଏକ ପାତ୍ରକୁ କାଢି ନିଅନ୍ତୁ | ତାପରେ ଗୁଣ୍ଡ କରିଥିବା ଲବଙ୍ଗ ଏବଂ ଗୋଲମରିଚରେ ୨ ଚାମଚ ମହୁ ମିଶାନ୍ତୁ |ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ |
ଏହାପରେ ଜାଣିବା ଆପଣ ଏହାକୁ କେମିତି ସେବନ କରିବେ ଏବଂ କେଉଁ ସମୟରେ ଏହାକୁ ସେବନ କରିବାକୁ ହେବ | ବନ୍ଧୁଗଣ ଏହି ମିଶ୍ରଣକୁ ଆପଣ ରାତିରେ ଶୋଇବା ପୂର୍ବରୁ ସେବନ କରନ୍ତୁ | ବଡ ଲୋକ ମାନେ ପୁରା ଗୋଟେ ଚାମଚ ଏହାର ସେବନ କରନ୍ତୁ ଏବଂ ଯଦି ଆପଣ ଛୋଟ ପିଲାଙ୍କୁ ଦେଉଛନ୍ତି ତେବେ ଆପଣ ଏହି ମିଶ୍ରଙ୍କୁ ଅଙ୍ଗୁଟି ଟିପରେ ଅଳ୍ପ ଟିକେ ନେଇକି ଚଟେଇ ଦିଅନ୍ତୁ | ଯଦି ଆପଣଙ୍କ ପିଲାକୁ ଥଣ୍ଡା ହୋଇଅଛି କିମ୍ବା ତା ନାକରୁ ପାଣି ଗଡୁଛି ତେବେ ଏମିତି ଆଙ୍ଗୁଟି ଟିପରେ ନେଇ ଚଟେଇ ପାରିବେ |
ଏହାକୁ ଚଟେଇଲା ପରେ ଆପଣ ପିଲାକୁ କ୍ଷୀର କିମ୍ବା ପାଣି ପିଆନ୍ତୁ ନାହିଁ |ବାର ବର୍ଷରୁ ଅଧିକ ପିଲାମାନେ ଏହାର ଅଧାଚାମଚ ସେବନ କରିପାରିବେ | ଧ୍ୟାନ ରଖିବେ ଆପଣ ଏହାକୁ ସେବନ କରିସାରିବା ପରେ ପାଣି କିମ୍ବା କୌଣସି କଡଵା ପଦାର୍ଥ ସେବନ କରିବେ ନାହିଁ | ଦେଖିବେ ୫ ମିନିଟ ଭିତରେ ଯଦି ଆପଣଙ୍କ କାଶ,ଥଣ୍ଡା,କଫ ଏବଂ ନାକରୁ ଯଦି ପାଣି ଗଡୁଥିବ ଏହାକୁ ସେବନ କଲେ ସବୁ ସମସ୍ୟା ଦୂର ହୋଇଯିବ |
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |