ବନ୍ଧୁଗଣ ମୁଣ୍ଡ ବିନ୍ଧାର କାରଣ ଓ ଏହାର ଉପଯୁକ୍ତ ର ଲକ୍ଷଣ ଆପଣଙ୍କ ଡ଼ାକ୍ତରଙ୍କୁ ଉପଯୁକ୍ତ ଚିକିତ୍ସା ନିର୍ଣ୍ଣୟ କରିବାକୁ ଆପଣଙ୍କୁ ସାହାଯ୍ୟ କରିଥାଏ। ଅଧିକାଂଶ ମୁଣ୍ଡ ବିନ୍ଧା ଏକ ଗୁରୁତ୍ବର ରୋଗର କାରଣ ହୋଇନଥାଏ। କିନ୍ତୁ କେତେକ କ୍ଷେତ୍ରରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଏକ ପ୍ରାଥମିକ ମୁଣ୍ଡ ବିନ୍ଧା ଅତ୍ୟଧିକ ସକ୍ରିୟ କିମ୍ବା ଆପଣଙ୍କ ଆପଣଙ୍କ ମୁଣ୍ଡରେ ଯନ୍ତ୍ରଣା ସମବେଦନା ଶିଳ ସରଞ୍ଚନା ସୃଷ୍ଟି ହୋଇ ଥାଏ।
ପ୍ରାଥମିକ ମୁଣ୍ଡ ବିନ୍ଧା ଏକ ଅନ୍ତର୍ନିହିତ ରୋଗର ଲକ୍ଷଣ ନୁହେଁ । ଆପଣଙ୍କ ମତିଷ୍କରେ ରାସାୟନିକ କାର୍ଯ୍ୟ କଲାପ ଏବଂ ଆପଣଙ୍କ ଖପୁରିକୁ ଘେରି ରହିଥିବା ସ୍ନାୟୁ କିମ୍ଵା ରକ୍ତ ବାହି କିମ୍ବା କାରଣ ହୋଇ ପାରେ। ଆଜି ଆମେ ଆପଣଙ୍କୁ ଏମିତି ୨ ଟି ଘରୋଇ ଉପଚାର କହିବୁ, ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ମୁଣ୍ଡ ବିନ୍ଧା ୫ ମିନିଟ ରେ କମିଯିବ । ତେବେ ଆସନ୍ତୁ ଜାଣିବା ପ୍ରଥମ ପ୍ରଣାଳୀ ।
ଅଦା
୨ ଖଣ୍ଡ ଅଦା ନିଅନ୍ତୁ ଓ ଏହାକୁ ଛେଚି ଅଥବା ଗ୍ରାଇଣ୍ଡିଂ କରି ତାହାର ରସକୁ ବାହାର କରି ନିଅନ୍ତୁ। ପ୍ରଥମ ଏକ ପାତ୍ର ନିଅନ୍ତୁ ଓ ସେଥିରେ ୧-୨ ଚାମଚ ଅଦା ରସ ନିଅନ୍ତୁ। ଏବଂ ତାପରେ ସେଥିରେ ୨ ଟି ଲବଙ୍ଗ ପକାନ୍ତୁ। ଲବଙ୍ଗ ଆପଣଙ୍କ ମୁଣ୍ଡ ବିନ୍ଧା କମ କରିବା ପାଇଁ ବହୁତ ଲାଭ ଦାୟକ ଅଟେ । ଏବଂ ଆପଣ ଏଥିରେ ଆପଣ ୧ ଚାମଚ ସୁଧ ମହୁ ମିଶାନ୍ତୁ । ଏବଂ ତା ପରେ ଏହାକୁ ଭଲ ଭାବରେ ଚମଚରେ ମିଶେଇ ଦିଅନ୍ତୁ।
ବନ୍ଧୁଗଣ ଅଦା ରସ ସହିତ ମହୁ ଏବଂ ଲବଙ୍ଗ ମିଶେଇ ସେବନ କଲେ ମୁଣ୍ଡ ବ୍ୟଥା ହେବା ଦେହ ଦରଜ ହେବା ଓ ଜ୍ଵର ର ଆରମ୍ଭ ହେବା ପରି ଯେଉଁ ପ୍ରାରମ୍ଭିକ ଲକ୍ଷଣ ହେଲା ଭଳି ଜଣା ପଡେ ଏହି ସମସ୍ତ ସମସ୍ୟାରୁ ଅାରମ ମିଳିଥାଏ ।
ଦ୍ଵିତୀୟ ପ୍ରଣାଳୀ
ଏଥି ପାଇଁ ଆପଣଙ୍କୁ ଆବଶ୍ୟକ ପଡ଼ିବ ଅଦା ରସ ଏବଂ ଡାଲଚିନି। ଡାଲଚିନି ଆପଣଙ୍କୁ ବହୁତ ସହଜରେ ଆପଣଙ୍କ ରୋଷେଇ ଘରେ ମିଳିପାରିବ । ଡାଲଚିନି ଗୁଣ୍ଡ ଆମ ମୁଣ୍ଡ ବିନ୍ଧା ଭଲ କରିବାରେ ବହୁତ ସାହାଯ୍ୟ କରେ । ଚାଲନ୍ତୁ ଜାଣିବା ଏହି ଉପଚାର ପରସ୍ତୁତ କରିବାର ପ୍ରଣାଳୀ।
ପ୍ରଥମେ ୨ ଚାମଚ ଅଦା ରସ ଏକ ପାତ୍ର କୁ ନିଅନ୍ତୁ। ଏହା ପରେ ଆପଣ ଏକା ଚାମଚ ଡାଲଚିନି ଗୁଣ୍ଡ ମିଶାନ୍ତୁ । ଏବେ ଏହାକୁ ଭଲସେ ମିଶେଇ ଦିଅନ୍ତୁ। ବନ୍ଧୁଗଣ ଏଠାରେ ଏହାକୁ ଧ୍ୟାନ ଦିଅନ୍ତୁ କି ଏହାକୁ ଏବେ ସେବନ କରିବା ଆବଶ୍ୟକ ନାହିଁ ବରଂ ଏହାକୁ ଲଗେଇବା କୁ ପଡ଼ିବ। ଏହାକୁ ସେତେବେଳେ ଲଗେଇବେ ଯେତେବେଳେ ଆପଣଙ୍କ ମୁଣ୍ଡ ବିନ୍ଧା ହେବ।
ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ ଭଲ ଲାଗିଥିବ ତେବେ ଗୋଟିଏ ଲାଇକ ନିଶ୍ଚିତ କରିବେ ଏବଂ ନିଜର ମତାମତ କମେଣ୍ଟ ରେ ଦେବେ ଓ ନିଜ ସାଙ୍ଗ ସାଥିଙ୍କ ସହିତ ସେୟାର କରିବାକୁ ଭୁଲିବେ ନାହିଁ।