କ୍ୟାନସର ରୋଗରେ ପିଡିତ ଥିବା ସଂଯୟ ଦତ୍ତ ଙ୍କ ମଥା ରେ ଦିସିଲା ଏହି ପ୍ରକାର ର ଦାଗ, ଭିଡିଓ ରେ ଆକ୍ଟର ମାନେ କହିଲେ ଏହି କଥା।

କେତେ ମାସ ତଳୁ ଲଙ୍ଗ କ୍ୟାନସର ରେ ପିଡିତ ଥିବା ସଞ୍ଜୟ ଦତ୍ତ ପ୍ରଥମ ଥର ନିଜ ଶରୀର ଏବଃ ରୋଗ ବିଷୟ ରେ କହିଛନ୍ତି। ସେଲିବ୍ରେଟି ହେଆର ଷ୍ଟାଇଲିଷ୍ଟ ସଲିମ ହାକିମ ସୋସିଆଲ ମିଡିଆ ରେ ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ୬୧ ବର୍ଷୀୟ ସଂଯୟ ଦତ୍ତ ଙ୍କର ଏହି ରୋଗ ପାଇଁ ତାଙ୍କ ମଥା ରେ ଥିବା ଦାଗ ଦେଖା ଦେଖେଇଛନ୍ତି। ଭିଡିଓ ରେ ସଞ୍ଜୟ କହିଛନ୍ତି ଯଦି ଆପଣ ଏହି ଦାଗ କୁ ଦେଖି ପାରୁଛନ୍ତି ତାହେଲେ ଏହା ମୋ ରୋଗ କାରଣ ରୁ ହୋଇଛି ଯେଉଁଟା ଝୁବ ଶିଘ୍ର ଭଲ ହୋଇଯିବ । ମୁଁ ବହୁତ ଜଲଦି କ୍ୟାନସର ଠୁ ଯିତି ଯିବି।

ସଞ୍ଜୟ ଦତ୍ତ ଭିଡିଓ ରେ ନିଜର ଅପକମିଙ୍ଗ ପ୍ରୋଯେକ୍ଟସ୍ ବିଷୟ ରେ କହିିଛନ୍ତି। ସଞ୍ଜୟ କହିଛନ୍ତି କି ଘର ଠାରୁ ବାହାରେ ରହିଲେ ସବୁବେଳେ ଭଲ ହୋଇଥାଏ। ମୁଁ ଏହି ଦାଢୀ “କେଯୀଏଫ 2 ” ପାଇଁ ବଢେଇଛି। ଆମେ ନଭେମ୍ବର ରୁ ଆରମ୍ଭ କରୁଛୁ। ମୁଁ ଦ୍ବିତୀୟ ଥର ସେଟରେ ପହଁଚି ବହୁତ ଖୁସି ଅଛି। କାଲି ” ଶମଶେର” ର ଡବିଙ୍ଗ ଅଛି ସେଠାରେ ବି ମଧ୍ୟ ମଯା ଆସିବ । କହିଦଉଛୁ ଯେ କିଛି ଦିନ ପୂର୍ବ ରୁ ସଞ୍ଜୟ ଦତ୍ତ ଙ୍କର ଏକ ଫଟୋ ଖୁବ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ବହୁତ ପତଳା ଦିଶୁଥିଲେ। ତାଙ୍କ ଫଟୋ ଦେଖି ଫାନସ୍ ସବୁ ବହତ ଦୁଃଖ ପ୍ରକାଶ କରୁଥିଲେ ଏବଂ ତାଙ୍କ ପାଇଁ ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଥିଲେ କି ସେ ଯଲଦି ଭଲ ହେଇ ଯାନ୍ତୁ। ଏହି ଭିଡିଓ ରେ ସଂଯୟ ଆଗ ଅପେକ୍ଷା ଭଲ ଏବଂ ଫ୍ରେସ ଦେଖିବାକୁ ମିଳିଥିଲା।

ଏହି ସମୟ ରେ ସଞ୍ଜୟ ଙ୍କ ପାଖ ଲୋକମାନେ ତାଙ୍କ ସ୍ବାସ୍ଥ କୁ ନେଇ କିଛି ନୂଆ କଥା କହିଥିଲେ । ତାଙ୍କ ଅନୁସାରେ ସଞ୍ଜୟ କେମିକାଲ ପାଇଁ ଇମ୍ୟୁନୋଥୋରାପି ନେଉଛନ୍ତି। ଏହା ଏକ ନୂଆ ଟେକ୍ନିକ୍। ଯେଉଁଥିରେ ଶରୀର ର ପ୍ରତିରକ୍ଷା କ୍ୟାନସର ର ଲିମିନେଂଟ କୋଶ ମାନଙ୍କ ସହିତ ଲଢିବାରେ ସାହାର୍ଯ୍ୟ କରିଥାଏ।

ସେଇଠି ଫଟୋ ରେ ସଞ୍ଜୟ ର୍ଦୁବଳ ଦେଖାଯିବା ତାଙ୍କ ପରିବାର ଲୋକଙ୍କର କହିବା କଥା କି ଅସଲ ରେ ସେ ସବୁ ଦିନ ୨ ରୁ ୩ ଘଣ୍ଟା ଜିମ୍ମ ରେ ବିତାଉଛନ୍ତି। ଅପକମିଙ୍ଗ ଫିଲ୍ମ ରେ ତାଙ୍କୁ ସ୍ଲିମ ଦେଖିବାକୁ ମିଳିବ।

କହିଦେବାକୁ ଚାହୁଁଛୁ କି ସଞ୍ଜୟ ଦତ୍ତ ୮ ଅଗଷ୍ଟ କୁ ନିଃଶ୍ବାସ ନେବାରେ ଅସୁବିଧା ହେବା ପରେ ସେ ଲୀଲାବତୀ ହସ୍ପିଟାଲ ରେ ଭର୍ତୀ କରାଯାଇଥିଲା। ଯେଉଁଠି ତାଙ୍କର କିଛି ଟେଷ୍ଟ ହୋଇଥଲା। ଏହାର ତିନି ଦିନ ପରେ ୧୧ ଅଗଷ୍ଟ କୁ ଏହି କଥା ସାମ୍ମନା କୁ ଆସିଲା କି ଲଙ୍ଗ କ୍ୟାନସର ରେ ପିଡୀତ ଅଛନ୍ତି।

ସଞ୍ଜୟ ଦତ୍ତ କ୍ୟାନସର ର ଚର୍ତୁଥ ଷ୍ଟେଜ ରେ ଅଛନ୍ତି। ତାଙ୍କର ଚିକିତ୍ସା ମ୍ବୁବାଇ ସ୍ତିତ କୋକିଲା ବେନ ହସ୍ପିଟାଲ ରେ ହେଉଛି। ସଞ୍ଜୁ ଙ୍କ ରୋଗ ବିଷୟ ରେ ଯେବେ ମିଡିଆ କୁ ଆସିଲା ପରେ ତାଙ୍କ ସ୍ତ୍ରୀ ମାନ୍ୟତା କହିଥିଲେ କି ମିଛ କଥା ରେ ଧ୍ୟାନ ନ ଦେବାକୁ କହିଥିଲେ।

ମାନ୍ୟତା ଏହା କହିଛନ୍ତି କି ଯେଉଁମାନେ ସଞ୍ଜୁ ଙ୍କ ପାଇଁ ଆର୍ଶିବାଦ ମାଗିଥିଲେ ସେ ଭଲ ହୋଇ ଯାଆନ୍ତୁ ବୋଲି ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆମକୁ ଏହି ସମସ୍ୟା ରୁ ବାହାରିବା ପାଇଁ ଆପଣ ସମସ୍ତ ଙ୍କ ର ଆର୍ଶିବାଦ ଦରକାର। ଏହି ପରିବାର ଆଗରୁ ବି ବହୁତ ସହିଛି। ମତେ ବିଶ୍ବାସ ଅଛି କି ଏ ସମୟ ବି ବିତି ଯିବ।

ସଞ୍ଜୟ ହୁଏତ ଏହି ଲଙ୍ଗ କ୍ୟାନସର ପିଡିତ ହୋଇଥାନ୍ତୁ କିନ୍ତୁ ଏହି ରୋଗ ରେ ବି ସେ କେବେ ତାଙ୍କ କାମ ରେ ଖିଲାଫ କରି ନାହଁନ୍ତି । ସେ ଚିକିତ୍ସା ସହିତ ନିଜ ଫିଲ୍ମ ସୁଟଙ୍ଗ ରେ ବି ଫୋକସ କରୁଛନ୍ତି। ଖବର ଅନୁସାରେ ସେ ଅକ୍ଷୟ କୁମାର ଙ୍କ ସହ ପୃଥ୍ବୀରାଜ ର ସୁଟିଙ୍ଗ ଆରମ୍ଭ କରିବେ।

ଅ୍ବାର୍କଫଣ୍ଡ ର କଥା କହିବାକୁ ଗଲେ ସଞ୍ଜୟ ଙ୍କ ଆସୁଥିବା ଫିଲ୍ମ ରୁ ଶମଶେର, କେଜିଏଫ୍ 2, ପୃଥ୍ବୀରାଜ, ଭୁଃଜ ପ୍ରାଇଡ୍ ର୍ଅଫ ଇଣ୍ଡିଆ ଏବଂ ତୋରାବାଜ । ଏହା ମଧ୍ୟ ରୁ କିଛି ଫିଲ୍ମ ପୁରା ହୋଇସାରିଛି। ଆଉ କିଛି ଅଳ୍ପ ଅଳ୍ପ କାମ ଅଛି।

ସଞ୍ଜୟ ଦତଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ, ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *