ୟୁପିର ପୋଲିସ ଏମିତି ଏକ ଯୁବକକୁ ଗିରଫ କରିଛି ,ଯିଏ ସୋସିଆଲ ମିଡ଼ିଆ ମାଧ୍ୟମରେ ଯୁବତୀ ମାନଙ୍କ ନିକଟକୁ ପହଞ୍ଚୁଥିଲା,ତାଙ୍କ ସହ କରିଥିବା ଚାଟ ଏବଂ ଫଟୋକୁ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ କରୁଥିଲା।ଏହି ଘଟଣା ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଦେଖିବାକୁ ମିଳିଛି।
ପୋଲିସ ଅପରାଧୀ ଠାରୁ ୨୫ରୁ ଅଧିକ ଅଲଗା ଅଲଗା କମ୍ପାନୀ ର ସିମ ସହିତ ମୋବାଇଲ ଜବତ କରିଛି,ଯାହାର ପ୍ରୟୋଗ ସେ ଯୁବତୀ ମାନଙ୍କ ସହ କଥା ହେବାକୁ କରୁଥିଲା।ଅପରାଧୀ ର ପାଖରୁ ଜବତ ହୋଇଥିବା ମୋବାଇଲ ଫୋନ୍ ରୁ ଏକ ଦରଜନ ରୁ ଅଧିକ ଯୁବତୀଙ୍କ ଅଶିଳ ଫଟୋ ସେ ଚାଟର ସ୍କ୍ରିନ ସଟ ମିଳିଥିଲା।
ଗିରଫ ତାର କରିଥିବା ବ୍ୟକ୍ତି ଗଛ ମୂଳେ ବିଖ୍ୟାତ ନୋବେଲ ୱାର୍ଲ୍ଡ ବେଷ୍ଟ କନମନ ପଢୁଥିଲା
ତା ଉପରେ ୫୦ମହିଳାଙ୍କୁ ବ୍ଲାକମେଲ କରିଥିବା ଅଭିଯୋଗ ଅଛି।ଏହି ନୋବେଲ ରେ ଦୁନିଆର ସେହି ଲୋକ ବିଷୟରେ କୁହାଯାଇଛି ଯିଏ ନିଜର ମିଛ କହିବାର କୌଶଳରେ ଯୁବତୀ ମାନଙ୍କୁ ଫସେଇଥାନ୍ତି। ସେମାନଙ୍କ ବିଶ୍ବାସ ହାସଲ କରିବା ପୁଣି ସେମାନଙ୍କୁ ବ୍ଲାକମେଲ କରିବା।

ବ୍ଲାକମେଲ ର ରବି ମୂଲ୍ ରୂପ ଏଟା ର ନିବାସୀ, ଗୋଟିଏ ଯୁବତୀ କହିବା ଅନୁସାରେ ତା ଉପରେ ବ୍ଲାକମେଲ ର ମକଦ୍ଦମା ଥାନାରେ ଦିଆଯାଇଥିଲା।ପୋଲିସ ଏତଲା ଅନୁଯାଇ ରବିକୁ ଗେ ଟର ନୋଏଡ଼ା ର ସିଟି ପାର୍କ ନିକଟରୁ ଗିରଫ କଲା।
ଏଡିସିପି ବିଶାଳ ପାଣ୍ଡେ କହିଲେକି ଅପରାଧୀ ରବି ଯୁବତୀଙ୍କୁ ଚାଟ୍ କରି ଅସିଳ ଚାଟ ର ସ୍କ୍ରିନ ଶଟ ଫଟୋ ନିଜ ପାଖରେ ରଖି ଯୁବତୀଙ୍କୁ ବ୍ଲାକମେଲ୍ କରି ତାଙ୍କଠାରୁ ମୋଟା ରକମର ଟଙ୍କା ମାଗୁଥଲା।ସେ ଯୁବତୀ ମାନଙ୍କ ସହ କଥା ହେବାପାଇଁ ଅଲଗା ଅଲଗା ସୀମ ସହିତ ଅଲଗା ଅଲଗା ମୋବାଇଲ ରଖିଥିଲା।
ଏ ଡିଏସପି କହିଛନ୍ତି ରବୀକୁ ପଚରାଉଚରା କରିବା ପରେ ଜଣାପଡ଼ିଲା ସେ ଯୁବତୀ ମାନଙ୍କ ନମ୍ୱର ଅନଲାଇନ ଡାଟା ରୁ ଏବଂ ଅନ୍ୟ ଜାଗାରୁ ଚୋରି କରିଥାଏ।ଏହାପରେ ତାଙ୍କ ମୋବାଇଲ କୁ ଅଶିଳ ଚାଟ ପଠାଉ ଥିଲା।ଯୋଉ ଯୁବତୀ ତା ସହ କଥା ହେଉଥିଲେ ତାଙ୍କ ଫଟୋ ଏଡିଟ କରି ଅଶିଳ ଫଟୋ ତିଆରି କରିଦିଏ। ପୁଣି ଅଶିଳ ଫଟୋ ମାଧ୍ୟମରେ ରବି ଏହି ଯୁବତୀ ଙ୍କୁ ବ୍ଲାକମେଲ କରୁଥିଲା।
ଏମିତି ଏକ ଯୁବତୀ ପୋଲିସରେ କହିଚିକି ରବି ତାର ଚାଟ ଏବଂ ଫଟୋକୁ ଭାଇ ରାଲ କରିବାକୁ ଧମକ ଦେଇ ତା ଠାରୁ ହଜାର ଟଙ୍କା ନେଇଥିଲା। ଏବଂ ଆଉ ପଇସା ମାଗିଥିଲା ।ପୋଲିସ ଏହା ଜାଣିବାପାଇଁ ଲାଗିଛି କି ରବି ଏପର୍ଯ୍ୟନ୍ତ କେତେ ଯୁବତୀକୁ ବ୍ଲାକମେଲ କରିଛି ଏବଂ କେତେ ଟଙ୍କା ହଡ଼ପ କରିଛି।

ପୋଲିସ ରବି ଠାରୁ ୭ଆ ଧାର କାର୍ଡ ,ଗୋଟିଏ ଡିଏଲ୍,ଗୋଟିଏ ପ୍ୟାନ୍ କାର୍ଡ , ଦିଟା ଆଧାର କାର୍ଡ,୪ ଏଟି ଏମ୍,୨ପେ ଟି ଏମ୍ ଡେ ବି ଟ କାର୍ଡ,ଗୋଟିଏ ୱାଇଫାଇ ଦଂଗଲ ସୀମ,୩ପେନ ଡ୍ରାଇଭ , ୧ ବେବ କେମ ଏକ ଡବା ଯେଉଁଥିରେ ୧ଚେନ,୧ ବେଶ୍ଲେଟ୍,ହଳଦିଆ ଧାତୁର ଗୋଟିଏ ଡିଜିଟାଲ ଘଣ୍ଟା ଗୋଟିଏ ଛୋଟ୍ ପର୍ଶ ଯେଉଁ ଥିରେ ୮ହଜାର ୧୦୫ ଟଙ୍କା ଜବତ କରାଯାଇଛି।