ଦେଶରେ କରୋନା ପାଇଁ ସବୁ ପ୍ରକାର ଅସୁବିଧା ସମସ୍ତ କ୍ଷେତ୍ରରେ ଲୋକମାନଙ୍କୁ ଦେଖିବାକୁ ମିଳୁଥିଲା। ଖାସ୍ କରି ଲୋକମାନେ ଟିଫିନ୍ ଟିକେ କରି ପାରୁ ନାହାଁନ୍ତି କି ମନ ପସନ୍ଦର ଫାଷ୍ଟ ଫୁଡ୍ ବି ଟିକେ ପାଟିରେ ବାଯୁନି। ଖାସ୍ କରି ୧୦ ଟଙ୍କାର ଗୁପଚୁପ ବି ମିଳୁନି ଖାଇବାକୁ। ସନ୍ଧ୍ୟା ହେଲେ ଗୁପଚୁପ ଦୋକାନରେ ଲମ୍ବା ଲାଇନ୍ ଦେଖିବାକୁ ମିଳେ ଲୋକମାନେ ଗୁପଚୁପ ଖାଇ ବହୁତ ଖୁସି ଅନୁଭବ କରନ୍ତି। କିନ୍ତୁ ଏହି କରୋନା ଭାଇରସ ଆଜି ସେହି ୧୦ ଟଙ୍କାର ଗୁପଚୁପ ଟିକକ ବି ଛଡେଇ ନେଇଛି।
ବର୍ତ୍ତମାନ ଗୋଟେ ଗୋଟେ ଗୁପଚୁପ ବାଲା ଦେଖିବାକୁ ମିଳୁଥିବା ବେଳେ ସେଠାରୁ ଖାଇବାକୁ ଡର ଲାଗୁଛି କାରଣ ହାତରେ ଚକଟା ପୁଣି ହାତକୁ ହାତ ସ୍ପର୍ଶ କରି ଦେଉଥିବା ଭୟରେ ଲୋକ ଖାଇବାକୁ ଡରୁଛନ୍ତି। ଏଭଳି ସ୍ଥିତିରେ ଲୋକ ମାନେ ଭାବୁଛନ୍ତି ଏମିତି କିଛି ଉପାୟରେ ଆମକୁ ଗୁପଚୁପ ମିଲିଯାନ୍ତାନି ଯେଉଁଥିରେ ପେଟ ଓ ମନ ଶାନ୍ତି ହେବ କିନ୍ତୁ କରୋନା ଭାଇରସ ଡର ନଥିବ।
ଆଜ୍ଞା ଯଦି ଏମିତି ଭାବୁଛନ୍ତି ତାହାଲେ ଆପଣଙ୍କ ପାଇଁ ଖୁସି ଖବର। ଜଣେ ବ୍ୟକ୍ତି ଏକ ଗୁପଚୁପ ଏଟିଏମ୍ ତିଆରି କରିଛନ୍ତି ଯେଉଁଥିରେ ଆପଣ କେତେ ଟଙ୍କାର ଗୁପଚୁପ ଖାଇବେ ପଇସା ଦେଇ ମାରିଲେ ସେଥିରୁ ଆପେ ଆପେ ଗୋଟେ ପରେ ଗୋଟେ ଗୁପଚୁପ ବାହାରି ଆସିବ।
ହଁ ଏଥିରେ ଆପଣ କହିପାରିବିନି କି ଭାଇ ଟିକେ ଆଉ ରାଗ କର , ପାମ୍ପଡ ଟିକେ ଦିଅ ଅଥବା ଖାଇସାରି ଆଉ ଟିକେ ଖଟା ପାଣି ଦିଅ ହେଲେ ଯଦି ଏମିତି ଭାବରେ ଗୁପଚୁପ ଖାଇବାକୁ ଚାହୁଁଛନ୍ତି ତେବେ ବହୁତ ଶିଘ୍ର ଖାଇ ପାରିବେ କାରଣ ଏହି ଏଟିଏମ୍ ମେସିନ ଲଞ୍ଚ ହୋଇସାରିଛି।
Hey Girls and pani puri (golgappa) lovers… pani puri ATM In a market now.. pic.twitter.com/NyDzU8PnMp
— Pooja Mehrotra (@puju27) July 2, 2020
Pani Puri ATM Machine launched today in Market pic.twitter.com/Z7PhlDCBMA
— anil singh chauhan (@uptupic04) July 2, 2020
PANIPURI WALA ATM ..who says China can be tech savy now here we can have fresh chatpatta pani puri….1..3..6..10..pick as many 😋#localpevocal#bycottchineseproducts pic.twitter.com/V4s740qqHZ
— Sonia.Gurnani (@SoniaGurnani19) July 2, 2020