ଚାଲନ୍ତୁ ଆମେ ଆପଣଙ୍କ ଜୀବନରେ ଖୁସି ଆଣିବା ପାଇଁ ଆପଣଙ୍କୁ କିଛି ଏମିତି କମେଡି ଦେଖାଇବୁ, ଯାହା ସୋସିଆଲ ମିଡିଆରେ ଆଜିକାଲି ବହୁତ ଜୋର ଭାଇରାଲ ହେଉଛି

କମେଡି-୧

google

ଛୋଟ ପିଲା:-ମାଆ ୧୦ ଟଙ୍କା ଦେଲ, ବାହାରେ ଜଣେ ଗରିବ କୁ ଦେବି। ମାଆ ବାହାରକୁ ଆସି ଦେଖିଲେ ସେଠି କେହି ନଥିଲେ..!!
ମାଆ:-କୋଉଠି ସେ ଗରିବ?
ପିଲା:-ସେଠି ଦେଖ, କେତେବେଳୁ ବିଚରା ଖରାରେ ଆଇସକ୍ରିମ ବିକୁଛି।

କମେଡି-୨

ସ୍ତ୍ରୀ: ଜାଣିଛ ମୁଁ ତମକୁ ବିବାହ କାହିଁକି କଲି ?
ସ୍ବାମୀ: କାହିଁକି ?
ସ୍ତ୍ରୀ: କାରଣ, ମୁଁ ଜାଣି ପାରିବି କି ତମେ କେତେ ମୂର୍ଖ ?
ସ୍ବାମୀ: ତାହେଲେ ବାହା ହେବା କଣ ଦରକାର ଥିଲା, ଏହା ତ ତମେ ଏମିତି ଜାଣି ପାରିଥାନ୍ତ ଯେତେବେଳେ ମୁଁ ତମକୁ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲି।

କମେଡି-୩

google

ଦୋକାନୀ: ଭଉଣୀ, ତମେ ପ୍ରତିଦିନ ଦୋକାନ ଆସୁଛ, ସବୁ ଗହଣା ଦେଖୁଛ କିନ୍ତୁ କେବେ ନେଉ ନାହଁ।
ମହିଳା: ନେଉଛି ଭାଇ, ତମେ ଧ୍ୟାନ ଦେଉ ନାହଁ।
ଦୋକାନୀ ବେହୋସ…

କମେଡି-୪

ଥରେ ଯମରାଜ ନର୍କ କୁ ଆସିବା ପାଇଁ ବାହାରିଲେ। ସେ ଦେଖିଲେ କି ଗୋଟେ କୋଣ ରେ ବହୁତ ମହିଳା ଓ ପୁରୁଷ ନିଜ ଭିତରେ ହସଖୁସି କରୁଥିଲେ| ସେ ଯମଦୂତ ଙ୍କୁ ଡାକି ପଚାରିଲେ,”ଏମାନେ କିଏ ଯିଏ ନର୍କ ରେ ଏତେ ପାଟି କରୁଛନ୍ତି” ଯମଦୂତ କହିଲେ,”ଏମାନେ ଶିକ୍ଷକ ଅଟନ୍ତି, ଯେଉଁଠି କି ଯାଆନ୍ତି ଏଜେକ୍ଟ ହୋଇଯାଆନ୍ତି । କୁହନ୍ତି ବିଲକୁଲ ସ୍କୁଲ ଭଳି ପରିବେଶ ଲାଗୁଛି।

କମେଡି-୫

google

ଜଣେ ମୁସଲିମ ଚୋପା ସହିତ କଦଳୀ ଖାଉଥିଲେ।
ଏହା ଦେଖି ଜଣେ ବ୍ୟକ୍ତି କହିଲା…
ବ୍ୟକ୍ତି: ଚୋପା ତ ବାହାର କର !
ମୁସଲିମ: ଓଏ! ବାହାର କରିବା କିଛି ଦରକାର ନାହିଁ ମୋତେ ଜଣା ଅଛି ଏହା ଭିତରେ କଣ ଅଛି!

କମେଡି-୬

ଶିକ୍ଷକ: ଅଯୋଗ୍ୟ ଶ୍ରେଣୀରେ ଦିନସାରା ଝିଅ ମାନଙ୍କ ସହ କଥା କାହିଁକି ହଉ ?
ଛାତ୍ର: ସାର, ମୁଁ ଗରିବ ଅଟେ। ମୋ ମୋବାଇଲ ରେ ହ୍ଵାଟସଅପ ନାହିଁ।
ଶିକ୍ଷକ ଙ୍କ ଆଖିରେ ଲୁହ ଆସିଗଲା…

କମେଡି-୭

ଝିଅ: ମୁଁ ପଡ଼ୋଶୀ କୁ ଭଲ ପାଉଛି। ଆଉ ତାସହ ପଳାଉଛି।
ବାପା: ଭଲ, ବହୁତ ଭଲ…
ମୋ ଟଙ୍କା ଓ ସମୟ ଦୁଇଟା ଯାକ ବଞ୍ଚିଯିବ।
ଝିଅ: ବାପା, ମୁଁ ଚିଠି ପଢୁଛି ଯୋଉଟା ବୋଉ ତମ ପାଇଁ ରଖି କି ଯାଇଛି।
ବାପା ବେହୋସ!

କମେଡି-୮

google

ପପୁ ପରୀକ୍ଷାରେ ଖାଲି ବସିଥିଲା।
କିଛି ବି ଲେଖୁ ନଥିଲା।
ଶିକ୍ଷକ: ତୁ କିଛି ଲେଖୁନୁ କାହିଁକି ?
ପପୁ: କିଛି ଆସୁ ନାହିଁ ।
ଶିକ୍ଷକ: କିଛି ତ ଆସୁଥିବ ?
ପପୁ: ହଁ
ଶିକ୍ଷକ: କଣ ?
ପପୁ: କାନ୍ଦ

କମେଡି-୯

ସନ୍ତା: ଆଉ ପୁଅ ତୋର ପରୀକ୍ଷା କେମିତି ହେଲା ?
ପପୁ: ସେ ଏମିତି ପ୍ରଶ୍ନ ପଚାରିଲେ ଯାହା ମୋତେ ଜଣା ନଥିଲା।
ସନ୍ତା: ତାହେଲେ…
ପପୁ: ମୁଁ ମଧ୍ୟ ଏମିତି ଉତ୍ତର ଲେଖି ଦେଲି ଯାହା ତାଙ୍କୁ ଜଣା ନଥିବ।

କମେଡି-୧୦

google

ସ୍ତ୍ରୀ ସକାଳୁ ସକାଳୁ ନିଜ ସ୍ଵାମୀ କୁ ପଚାରୁଛି…..
ସ୍ତ୍ରୀ: ରେ ମହୁ ଲଗେଇବି ଖାଇବ ?
ସ୍ବାମୀ: ନା, ମହୁ ମହୁମାଛି ର ମୁହଁ ରୁ ବାହାରିଥାଏ ଆଉ ମୁଁ କାହା ମୁହଁ ରୁ ବାହାରି ଥିବା ଜିନିଷ ଖାଏନି…
ସ୍ତ୍ରୀ: ଠିକ୍ ଅଛି… ତାହେଲେ ଅଣ୍ଡା କରି ଦେଉଛି !

Leave a Reply

Your email address will not be published. Required fields are marked *