ଚୀନ ଓ ନେପାଳ ପରେ ଏବେ ଭୁଟାନ ଦେଲା ଭାରତ କୁ ଝଟକା, ଅସୁବିଧା ଠିଆ କରି ଦେଲା ଭାରତ ପାଇଁ

ଏହି ଦୁଇ ପଡୋଶୀ ଦେଶ ସହ ଭାରତ ର ସମ୍ପର୍କ କିଛି ଠିକ୍ ଚାଲୁନାହିଁ । ଗୋଟେ ପାଖରେ ଚୀନ ର ସୀମା ବିବାଦ ଓ ଅନ୍ୟ ପାଖରେ ନେପାଳ ର ନକ୍ସା ବିବାଦ । ସେମିତି ଏବେ ଚୀନ ଓ ନେପାଳ ପରେ ଭୁଟାନ ମଧ୍ୟ ଭାରତ ଙ୍କ ଅସୁବିଧା ଠିଆ କରିଛି । ଭୁଟାନ ନିକଟରେ ଅସମ ରେ ଆସୁଥିବା ପାଣି କୁ ଅଟକାଇ ଦେଇଛି ଏହା ଦ୍ବାରା ରାଜ୍ୟର ବକ୍ସା ଜିଲ୍ଲା ର କୃଷକ ଚିନ୍ତିତ ଅଛନ୍ତି ।

ଏହା ପୂର୍ବରୁ ଭୁଟାନ ଭାରତ ରୁ ଆସୁଥିବା ପର୍ଯ୍ୟଟକ ଙ୍କ ଠାରୁ ପ୍ରତିଦିନ ୧୦୦୦ ଟଙ୍କା ରୁ ଅଧିକ ଶୁଳ୍କ ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛି ।

କରୋନା ଭାଇରସ ଚାଲୁଥିବା ସମୟରେ ଭୁଟାନ ନିଜ ସୀମା କୁ ବନ୍ଦ କରି ଦେଇଛି । ସେମିତି ଏବେ ଭୁଟାନ ଭାରତ ର କୃଷକ ତାଙ୍କର ସେଠୁ ବାହାରିଥିବା ନଦୀ ର ପାଣି ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇ ଦେଉଛି ।

<p>बक्शा जिले में पानी रोके जाने के खिलाफ सोमवार को प्रदर्शन हुआ। इसमें सिविल सोसायटी के लोगों ने भी हिस्सा लिया। किसानों ने कई घंटों तक रोंगिया-भूटान सड़क को भी जाम कर दिया था।</p>

ବକ୍ସା ରେ ୨୬ ରୁ ଅଧିକ ଗ୍ରାମ ରେ କୃଷକ ଧାନ ଚାଷ ପାଇଁ ପାଣି ମଡାଇବା ପାଇଁ ଭୁଟାନ ର ନଦୀ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ପାଣି ଅଟକାଇବା ଫଳରେ ଚାଷୀ ଚିନ୍ତିତ ଅଛନ୍ତି ଓ ବହୁତ ରାଗିକି ମଧ୍ୟ ଅଛନ୍ତି । ଭୁଟାନ ର ପାଣି ରୋକିବା ଫଳରେ ପ୍ରାୟ ୬ ହଜାର କୃଷକ ପ୍ରଭାବିତ ହୋଇଛନ୍ତି ।

ବକ୍ସା ଜିଲ୍ଲା ରେ ପାଣି ଅଟକା ଯିବା ବିରୋଧ ରେ ସୋମବାର ପ୍ରଦର୍ଶନ କରାଯାଇଥିଲା । ଏଥିରେ ସିଭିଲ ସୋସାଇଟି ର ଲୋକ ମଧ୍ୟ ଭାଗ ନେଇଥିଲେ । କୃଷକ ମାନେ କେତେ ଘଣ୍ଟା ପର୍ଯ୍ୟନ୍ତ ରୋଗୀୟା – ଭୁଟାନ ସଡ଼କ କୁ ମଧ୍ୟ ଜାମ କରି ଦେଇଥିଲେ । ପ୍ରଦର୍ଶନକାରୀଙ୍କ ଦାବି କେନ୍ଦ୍ର ସରକାର ଭୁଟାନ ସରକାର ଙ୍କ ସହ ଏହି ବିଷୟରେ କଥା ହୁଅନ୍ତୁ । ସାଥିରେ ଯେତେ ଜଲ୍ଦୀ ସମ୍ଭବ ଏହି ମାମଲା ର ସମାଧାନ କରନ୍ତୁ ।

ବକ୍ସା ର ଲୋକ ପ୍ରତିବର୍ଷ ଭାରତ ଭୁଟାନ ସୀମାରେ ଅବସ୍ଥିତ ସମୁଦ୍ରୁପ ଜୋଗଖାର ଅଞ୍ଚଳ କୁ ଆସନ୍ତି ଓ କାଲା ନଦୀ ର ପାଣି ନିଜର ଚାଷଜମି ରେ ବ୍ୟବହାର କରୁଥିଲେ । କିନ୍ତୁ ଏଥର ଭୁଟାନ କରୋନା ଚାଲୁଥିବା ରୁ ନିଜ କ୍ଷେତ କୁ ଭାରତୀୟ ଚାଷୀ ଙ୍କ ପ୍ରବେଶ ଉପରେ ରୋକ ଲଗାଇଛି ।

ଗୋଟେ କୃଷକ କହିଛନ୍ତି କି ବିନା ପାଣି ରେ ତାଙ୍କ ଫସଲ ଖରାପ ହେଉଛି । ସେ କହିଛନ୍ତି କି ଭୁଟାନ ତରଫରୁ ଡୋଙ୍ଗ ବନ୍ଧ ବନାଇ ନିଜର ଧାନ ର କ୍ଷେତ କି ପାଣି ଆଣୁଛନ୍ତି । କିନ୍ତୁ ଭୁଟାନ ଏହି ଥର ଲକଡାଉନ ଚାଲୁଥିବାରୁ ପ୍ରବେଶ ଉପରେ ପ୍ରତିବନ୍ଧ ଲଗାଇଛି ।

ଭୁଟାନ ସହିତ ଭାରତ ର ସମ୍ପର୍କ ସବୁବେଳେ ଭଲ ରହି ଆସିଛି । ପ୍ରତିବର୍ଷ ବଡ଼ ସଂଖ୍ୟାରେ ଭାରତୀୟ ଭୁଟାନ କୁ ବୁଲିବା ପାଇଁ ଯାଇଥାଆନ୍ତି । ଏଠାକୁ ଯିବା ପାଇଁ ଭାରତୀୟ ପାସପୋର୍ଟ ର ଆବଶ୍ୟକ ପଡେନାହିଁ । ହେଲେ ଭୁଟାନ ସରକାର ଏହି ବର୍ଷ ଭାରତୀୟ ପର୍ଯ୍ୟଟକ ଙ୍କ ଠାରୁ ଅନ୍ୟ ଦେଶ ପର୍ଯ୍ୟଟକ ଙ୍କ ଭଳି ଶୁଳ୍କ ଆଦାୟ କରିବାକୁ ନିଷ୍ପତ୍ତି ନେଇଛି।

ପୂର୍ବ ଲାଦାଖ ର ସୀମା ବିବାଦ କୁ ନେଇ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ବିଗାଡ଼ିଛି । ସେମିତି ନେପାଳ ମଧ୍ୟ ଭାରତ କୁ ନେଇ ଆକ୍ରମଣ ମନଭାବ ଦେଖାଉଛି । ନେପାଳ ଭାରତ ର ଆପତ୍ତି ପରେ ମଧ୍ୟ ତିନୋଟି ଅଞ୍ଚଳକୁ ନେପାଳ ତା’ର ନକ୍ସା ରେ ସାମିଲ କରିଛି ।

Leave a Reply

Your email address will not be published. Required fields are marked *