ଚୀନ କମ୍ପାନୀ ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ହିନ୍ଦୁ ଦଳର ୩୦ ଲୋକଙ୍କ ବିରୋଧରେ ମାମଲା ରୁଜୁ…

ଲାଦାକ ରେ ଇଣ୍ଡିଆ ଚୀନ ହିଂସା କାଣ୍ଡ ପରେ ସାରା ଇଣ୍ଡିଆରେ ଚୀନ ଜିନିଷ ବର୍ଜନ କରୁଥିବାର ଦେଖା ଯାଉଛି। ଗତ ଶନିବାର ଦିନ ଏକ କମ୍ପାନୀ ସମ୍ମୁଖରେ ୧୦୦ ଲୋକରୁ ଅଧିକ ଲୋକ ଚୀନ ବିରୋଧରେ ନାରା ଲଗାଇଥିଲେ। ଇକୋଟେକ୍ ପ୍ରଥମ ପୋଲିସ ଥାନାରେ ୩୦ ଜଣ ଲୋକଙ୍କ ବିଷୟରେ ମାମଲା ରୁଜୁ ହୋଇଛି।

ଲଦାଖର ଗାଲଭାନ୍ ରେ ଆମ ୨୦ ବିର ଯବାନ ସହୀଦ ହେବା ପରେ ସାରା ଦେଶରେ ଚୀନ ଓ ଚୀନ କମ୍ପାନୀ ବିରୋଧରେ ଲୋକମାନଙ୍କ ବିରୋଧ ଜୋର ଧରିଛି । ଦିଲ୍ଲୀର ନୋଇଡା ସ୍ଥିତ ଚୀନ ମୋବାଇଲ କମ୍ପାନୀ ଓପ ଅଫିସ ବାହାରେ ହିନ୍ଧୁ ରକ୍ଷା ଦଳ ପ୍ରଦର୍ଶନ କରିଥିଲେ ଜାତୀୟ ସଭାପତି ଭୁପେନ୍ଦ୍ର ତୋମାରଙ୍କ ସହିତ ୩୦ ଜଣଙ୍କ ବିରୋଧରେ ପୋଲିସ ଲକ ଡ଼ାଉନ ନିୟମ ଉଲଘଂନ ଓ ୧୪୪ ଧାରା ଉଲଂଘନ କରିବା ଅନୁସାରେ ଧାରା ଲଗାଇଛି।

ପୋଲିସ କମିଶନର ଆଲୋକ ସିଂହା ଓ ମିଡିଆ ସୂଚନା ଦାତା ପଙ୍କଜ କୁମାର କହିଛନ୍ତି କି ହିନ୍ଦୁ ରକ୍ଷା ଦଳର ସଭାପତି ଭୂପେନ୍ଦ୍ର ଓ ତାଙ୍କ ସାଥିରେ ୩୦-୩୫ ଜଣ କର୍ମୀ ଙ୍କ ସହିହିତ ବିନା କାହାରି ଅନୁମତି ବିନା କମ୍ପାନୀ ଭିତରକୁ ପ୍ରବେଶ କରି ଚୀନ ବିରୋଧୀ ସ୍ଲୋଗାନ ଦେଇଥିଲେ । ପଙ୍କଜ କୁମାର କହିଛନ୍ତି କି ସେଠାରେ କୋଭିଡ-୧୯ ଅନୁଯାୟୀ ୧୪୪ ଧାରା ବଳବତ୍ତର ରହିଛି।

ଆପଣଙ୍କୁ ଏଠାରେ କହିବାକୁ ଚାହୁଁଛୁ କି ଦେଶରେ ଆମ ବୀର ଯବାନ ସହୀଦ ହେବା ପରେ ଦେଶରେ ଚୀନ କୁ ଉଚିତ ଜବାବ ଦେବାକୁ ଦେଶ ସାରା ଲୋକଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳୁଛି। ଚୀନ ଦେଶ ସହିତ ଚୀନ କମ୍ପାନୀ ର ଜିନିଷ ଉପରେ ମଧ୍ୟ ଲୋକ ମାନେ ରାଗ ସୁଝେଇଛନ୍ତି। ଏବଂ ଚୀନ ଜିନିଷ ବର୍ଜନ କରିବାକୁ ବିଭିନ୍ନ ମହଲରେ ଦାବି ଯୋର ଧରିଛି।

ବନ୍ଧୁଗଣ ଆମ ଭାରତୀୟ ଆମେ ଚାହିଁଲେ ଚୀନ ଜିନିଷ ବର୍ଜନ କରି ଚୀନ କୁ ଅର୍ଥନୀତିରେ ଦୁର୍ବଳ କରି ତା ଉପରେ ପ୍ରତିଶୋଧ ନେଇ ପାରିବ । ଆମେ ଯେତେ ତାଙ୍କ ଜିନିଷ ବ୍ୟବହାର କରିବ ଚୀନ ସେତେ ମଜଭୁତ ହୋଇ ଏମିତି ସୀମାରେ ଆମ ଉପରେ ଆକ୍ରମଣ କରିବ। ଯଦି ଆମ ଦେଶ ପାଇଁ ଭଲ ପାଇବା ଥାଏ ତାହାଲେ ଗର୍ବରେ ଥରେ ଲେଖନ୍ତୁ “ଜୟ ହିନ୍ଦ୍” ଏବଂ ଲାଇକ ନିହାତି କରନ୍ତୁ।

Leave a Reply

Your email address will not be published. Required fields are marked *