ଚୀନ ର ଟପ ଏକ୍ସପୋର୍ଟ କହିଲେ କି ୨୦ ବର୍ଷ ପର୍ଯ୍ୟନ୍ତ ରହିବ କରୋନା , ଏବେ……

ଚୀନ ର ପ୍ରମୁଖ ମହାମାରୀ ରୋଗ ବିଶେଷଜ୍ଞ ଲି ଲାନଜୁଆନ କହିଲେ କି ବିଯୁକ୍ତ ୨୦ ଡିଗ୍ରୀ ତାପମାତ୍ରା ରେ ୨୦ ବର୍ଷ ପର୍ଯ୍ୟନ୍ତ ରହିପାରିବ କରୋନା ଭାଇରସ । ଯେବେ କି ବିଯୁକ୍ତ ୪ ଡିଗ୍ରୀ ସେଲସିୟସ ରେ କିଛି ମାସ ପର୍ଯ୍ୟନ୍ତ ରହି ପାରିବ । ଚୀନ ର ସରକାରୀ ଖବର କାଗଜ ଗ୍ଲୋବାଲ ଟାଇମ୍ ଚାଇନା ନ୍ୟୁଜ ସର୍ଭିସ ସାହାଯ୍ୟ ରେ ପ୍ରକାଶିତ ହୋଇଛି । ଖବର ମୁତାବକ ଲି ଲାନଜୁଆନ ବୁଝୁଛନ୍ତି କି ଖାସକରି କୋରାନା ଭାଇରସ ଥଣ୍ଡା ରେ ରହିପାରେ । କିନ୍ତୁ ଖବର ପ୍ରକାଶ ହେବା ପରେ ଯେବେ ଭାଇରାଳ ହେଲା ସେତେବେଳେ ଲାନଜୁଆ ତାଙ୍କ କଥା ବଦଳେଇ ଦେଇଥିଲେ ।

ଗ୍ଲୋବାଲ ଟାଇମ ତାଙ୍କ ରିପୋର୍ଟ ରେ ଲେଖିଥିଲା କି ଲି ଲାନଜୁଆଳ କହୁଥିଲେ କି କରୋନା ଭାଇରସ ଥଣ୍ଡା ରେ ଲମ୍ବା ସମୟ ପର୍ଯ୍ୟନ୍ତ ରହି ପାରିବ । ଏହି କାରଣରୁ ଏହା ଗୋଟେ ଦେଶ ରୁ ଅନ୍ୟ ଦେଶ କୁ ପହଞ୍ଚି ଯାଉଛି । କୌଣସି ଜିନିଷ କୁ ଗୋଟେ ଦେଶରୁ ଅନ୍ୟ ଦେଶକୁ ଫ୍ରିଜ ତାପମାତ୍ରା ରେ ପଠାଯାଇଥାଏ । ଏହା ମଧ୍ୟ କୁହାଯାଇଥିଲା କି ଭାଇରସ ର କଲ୍ଡୋ ରେଜିଷ୍ଟ୍ରାନସ ଥିବା କାରଣରୁ ଚୀନ ର ସାମୁଦ୍ରିକ ଖାଦ୍ୟ ମାର୍କେଟ ରୁ କରୋନା ବହୁତ ଥର ମିଳି ସାରିଛି ।

ଚୀନ ର ଖବରକାଗଜ ଇଣ୍ଡଷ୍ଟ୍ରି ର ଲୋକ ଙ୍କ ଦ୍ଵାରା ଏହା ମଧ୍ୟ କହିଛନ୍ତି କି ମହାମାରୀ ବିଶେଷଜ୍ଞ ଙ୍କ ବୟାନ ପରେ ଚୀନ ର ଲୋକ ଫ୍ରିଜ ଖାଦ୍ୟ ଠାରୁ ଦୂରେଇ ରହୁଛନ୍ତି । ଚୀନ ରେ ଶୁକ୍ରବାର ଦିନ ଅଣ୍ଡରଗ୍ରାଉଣ୍ଡ ରୁ ଫୁଡ ମାର୍କେଟ ରୁ ୨୦୦ ନମୁନା ନେଇଛନ୍ତି ସେଥିରୁ ଅଧିକାଂଶ ନମୁନା ପୋଜେଟିଭ ଆସିଥିଲା ।

ଏହା ପୂର୍ବରୁ ଏହା ମଧ୍ୟ ଖବର ଆସିଥିଲା କି ଚୀନ ଝିନଫଡୀ ରେ ଆୟାତ କରାଯାଇଥିବା salmon ର ଚୋପିଙ୍ଗ ବୋର୍ଡ ରୁ ଭାଇରସ ମିଳିଛି । ଏହା ପରେ salmon ର ବିକ୍ରି ଉପରେ ରୋକ ଲଗାଯାଇଛି ।

ଚୀନ ର ପ୍ରମୁଖ ଖବରକାଗଜ ରେ ଖବର ପ୍ରକାଶ ହେବା ପରେ ମହାମାରୀ ରୋଗ ବିଶେଷଜ୍ଞ ଲି ଲାନଜୁଆନ ଦାବି କରିଛନ୍ତି କି ତାଙ୍କ ବୟାନ କୁ ବୁଲେଇ ବକେଇ ପ୍ରକାଶିତ କରାଯାଇଛି । ଲାନଜୁଆନ ବୟାନ ବଦଳାଇ କହିଛନ୍ତି କି କରୋନା ଭାଇରସ ନୂଆ ଭାଇରସ ଅଟେ ଓ ଥଣ୍ଡା କୁ ନେଇ ଏହାର ରେଜିଷ୍ଟ୍ରାନ୍ସ ଏବେ ପର୍ଯ୍ୟନ୍ତ ଜଣା ପଡିନାହିଁ ।

ଲି ଲାନଜୁଆନ ଙ୍କ ବୟାନ ଚୀନ ର ସୋସିଆଲ ମିଡିଆରେ ଭାଇରାଳ ମଧ୍ୟ ହୋଇସାରିଥିଲା ଓ ଲୋକ ମାନେ ଫ୍ରିଜ ଫୁଡ ଠାରୁ ଦୂରେଇବା କୁ ଲାଗୁଥିଲେ । ଶନିବାର ଦିନ ଚୀନ ର ନ୍ୟୁଜ ପୋଟାଲ zjol.com.cn ସହ କଥା ହେବା ସମୟରେ ଲାନଜୁଆନ ଦାବି କରୁଥିଲେ କି ତାଙ୍କ ବୟାନ କୁ ଭୁଲ ବୁଝା ଯାଉଛି । ସେ କହିଛନ୍ତି କି ଫ୍ରିଜ ତାପମାତ୍ରା ରେ ଭାଇରସ ଲମ୍ବା ସମୟ ପର୍ଯ୍ୟନ୍ତ ସକ୍ରିୟ ରହିବା ବିଷୟରେ ସାମାନ୍ୟ ରୂପରେ କହିଥିଲେ ଓ ଏହା ପ୍ରଥମରୁ ଜାଣିଥିବା ଭାଇରସ ପାଇ ଥିଲା ନୁହେଁ କି କରୋନା ପାଇଁ ଥିଲା ।

ଲି କହିଥିଲେ କି ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି କି କରୋନା ଭାଇରସ ର କୋଲ୍ଡ ରେଜିସ୍ଟେସ ହେବା କୁ ନେଇ ଏବେ ଅଧ୍ୟୟନ କରିବା ଜରୁରୀ ରହିଛି । ହେଲେ ଗ୍ଲୋବାଲ ଟାଇମ ଙ୍କ କହିବା କଥା କି ବେଜିଙ୍ଗ ରେ ନିକଟରେ କରୋନା ର ଯେଉଁ ମାମଲା ସାମ୍ନା କୁ ଆସିଛି ଏହାର ସମ୍ଵନ୍ଧ ଫ୍ରିଜ ଫୁଡ ସହ ମିଳିଛି ।

Leave a Reply

Your email address will not be published. Required fields are marked *