୧୪ ଜୁନ ୨୦୨୦ ରେ ସୁଶାନ୍ତ ସିଂ ରାଜପୁତ ମୁମ୍ବାଇର ବାନ୍ଧ୍ରା ଫ୍ଲାଟ ରେ ପଙ୍ଖା ରେ ଝୁଲୁଥିବା ଅବସ୍ଥାରେ ମିଳିଲେ। ଏଥିରେ ପ୍ରଶ୍ନ ଉଠୁଛି କି କଣ ଏହା ସତରେ ଆତ୍ମହତ୍ୟା ଥିଲା ? ନା ହତ୍ୟା ଥିଲା ? ନହେଲେ କିଏ ସୁଶାନ୍ତ ଙ୍କୁ ଆତ୍ମହତ୍ୟା କରିବାପାଇଁ ବାଧ୍ୟ କରିଥିଲା ? ସୁଶାନ୍ତ ସିଂ ଆତ୍ମହତ୍ୟା ଭଳି ଏକ ବଡ଼ ନିଷ୍ପତି କଣ ପାଇଁ ନେଲେ ?
ଏହି କଥାର ଜବାବ ପାଇଁ ସୁଶାନ୍ତ ଙ୍କ ଫ୍ୟାନ ଆଉ ତାଙ୍କ ପରିବାର ଲୋକେ ପୂର୍ବ ତିନି ମାସ ହେଲା କହୁଛନ୍ତି। କିନ୍ତୁ ଏବେଯାଏଁ ସୁଶାନ୍ତ ଙ୍କ ମୃତ୍ୟୁର କାରଣ ବିଷୟରେ ଜଣାପଡିନାହିଁ, ସିବିଆଇ ଏହି କେସ ର ତଲାସ କରୁଛନ୍ତି କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ଲାଗୁଛି କି ଏହି କେସ ଏବେ ଭୁଲ ଦିଗରେ ଯାଉଛି। ଆଉ ଏନସିବି ଡ୍ରଗ ମାମଲା ଓ ବଲିଉଡ କୁ ଅଧିକ ଗୁରୁତ୍ଵ ଦେଉଛନ୍ତି।
ଏହା ମଝିରେ ସୁଶାନ୍ତ ଙ୍କ ଭଉଣୀ ଶ୍ବେତା ସିଂ କୀର୍ତ୍ତି ସବୁବେଳେ ନିଜ ଭାଇଙ୍କୁ ମନେ ପକାଉଛନ୍ତି। ସେ ସୁଶାନ୍ତ ଙ୍କୁ ନ୍ୟାୟ ଦେବାପାଇଁ ସୋସିଆଲ ମିଡିଆରେ ଅନୁରୋଧ କରୁଛନ୍ତି। ଏହାଛଡ଼ା ସେ ନିଜ ଭାଇଙ୍କ ସହ ଯୋଡ଼ି ହୋଇଥିବା ଫଟୋ ଓ ଭିଡ଼ିଓ ମଧ୍ଯ ସଜାଇ ରଖୁଛନ୍ତି।
ଏହା ପରେ ଶ୍ବେତା ସୁଶାନ୍ତ ଙ୍କର ଏକ ଅଦୃଶ୍ୟ ଫଟୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ସଜାଇ ରଖିଛନ୍ତି। ଏହି ଫଟୋ ରେ ସୁଶାନ୍ତ ବହୁତ ଛୋଟ ଥିଲେ। ଏହି ଫଟୋ କୁ ସଜାଇ ରଖି ଶ୍ବେତା କମେଣ୍ଟ ରେ ଲେଖିଛନ୍ତି- ସୁଶାନ୍ତ ଙ୍କର ଚିକ ମିକ ଆଖିରେ ତାଙ୍କ ଭିତରର ଶୁଦ୍ଧତା ଦେଖା ଯାଉଛି।
ସୁଶାନ୍ତ ଙ୍କ ଏହି ଅଦୃଶ୍ୟ ଫଟୋ ତାଙ୍କ ଫ୍ୟାନ ମାନଙ୍କୁ ବହୁତ ପସନ୍ଦ ଆସିଛି। ଏଥିରେ ଏବେଯାଏଁ ୨,୧୬,୦୦୦ ରୁ ଅଧିକ ଲାଇକ ମିଳିଛି। କୁହାଯାଉଛି କି ଶ୍ବେତା ନିଜ ଭାଇର ପୁରୁଣା ସ୍ମୃତି ଇନଷ୍ଟାଗ୍ରାମ ରେ ଦେଉଛନ୍ତି।
ଏହି ଫଟୋ ସୁଶାନ୍ତ ଓ ଶ୍ବେତା ଙ୍କର ପିଲାଦିନର। ଏଥିରେ ଶ୍ୱେତା ନିଜର ଭାଇଙ୍କୁ ରାକ୍ଷୀ ପୂର୍ଣ୍ଣିମା ରେ ମିଠା ଖୁଆଇ ଦେଉଥିବାର ଦେଖାଯାଉଛି।
ଏହି ଫଟୋରେ ଶ୍ବେତା ନିଜ ବିବାହର ନିର୍ବନ୍ଧ ରେ ଭାଇ ସୁଶାନ୍ତ ଙ୍କ ସହିତ ନାଚୁ ଥିବାର ଦେଖାଯାଉଛି।
ଏହି କଥାକୁ ଗୁରୁତ୍ଵ ଦିଆଯାଇଛି, ସୁଶାନ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଙ୍କୁ ଏନସିବି ଡ୍ରଗ ମାମଲାରେ ପଚରା ଉଚରା କରିବାପାଇଁ ନିଆଯାଇଛି। ସୁଶାନ୍ତ ଙ୍କ ବାପା କେକେ ସିଂ ରିୟା ଙ୍କ ଉପରେ ପୁଅ କୁ ବିଷ ଦେଇ ମାରିବାର ଆରୋପ ଲଗେଇଛନ୍ତି ।
ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।