ଜନ୍ମ କୁଣ୍ଡଳୀରେ ଚନ୍ଦ୍ରମା ଅଶୁଭ ଥିଲେ ମିଳିବ ନାହିଁ ଭାଗ୍ୟର ସହଯୋଗ, ରକ୍ଷା ପାଇବା ପାଇଁ କରନ୍ତୁ ଏହି ସାଧାରଣ ଉପାୟ।

ଜ୍ୟୋତିଷରେ ଚନ୍ଦ୍ରମାକୁ ମନର କାରକ ଗ୍ରହ ବୋଲି ମାନ୍ୟତା ଦିଆଯାଇଥାଏ। ଯଦି କାହାର କୁଣ୍ଡଳୀରେ ଚନ୍ଦ୍ର ଅଶୁଭ ହୋଇଥାଏ ତେବେ ବ୍ୟକ୍ତିଙ୍କୁ ମାନସିକ ଚାପର ସାମ୍ନା କରିବାକୁ ପଡିଥାଏ। ଏଥିସହିତ କାର୍ଯ୍ୟରେ ବାଧା ମଧ୍ୟ ଆସିଥାଏ। ଚନ୍ଦ୍ର କାରଣରୁ ଭାଗ୍ୟ ସହିତ ମଧ୍ୟ ମିଳି ନଥାଏ। ଏଠାରେ ଜାଣନ୍ତୁ ଚନ୍ଦ୍ରର ପ୍ରଭାବ କମ କରିବାର ଜ୍ୟୋତିଷି ଉପାୟ, ଯାହାଦ୍ୱାରା ଶୀଘ୍ର ହିଁ ମିଳିବ ଶୁଭଫଳ।

୧. ଘରର ଉତ୍ତର ଦିଗରେ ଚାନ୍ଦିର ବାଲ ଗୋପାଳର ମୂର୍ତ୍ତି ସ୍ଥାପିତ କରନ୍ତୁ। ମୂର୍ତ୍ତିକୁ ସ୍ପଟିକର ମାଳା ପିନ୍ଧାନ୍ତୁ। ପ୍ରତ୍ୟେକ ଦିନ ଏହାକୁ ପୂଜା କରନ୍ତୁ। ଏହାଦ୍ବାରା ଅଶୁଭ ଚନ୍ଦ୍ରର ପ୍ରଭାବ ଶେଷ ହୋଇଯିବ।

୨. ଚାନ୍ଦିର ଦାନ କରନ୍ତୁ। ଯଦି ଆପଣ ଅଧିକ ଚାନ୍ଦିର ଦାନ ନକରି ପାରିଲେ ତେବେ କେବଳ ଚାନ୍ଦି ତାରର ଦାନ ମଧ୍ୟ କରାଯାଇ ପାରିବ। ୩. ଦୁଗ୍ଧର ଦାନ କରନ୍ତୁ ଏବଂ ସୋମବାର ଦିନକୁ ଦୁଗ୍ଧର ସେବନ କରିବାରୁ ଦୂରେଇ ରୁହନ୍ତୁ।

୪. ନଡ଼ିଆର ସେବନ କରନ୍ତୁ, ଧଳା ରଙ୍ଗର କପଡ଼ା ପିନ୍ଧନ୍ତୁ, ଘରର ଉତ୍ତର ଭାଗରେ କୌଣସି ଶୁଭ ଗଛ ଲଗାନ୍ତୁ। ୫.କେବେହେଲେ ମଧ୍ୟ ଚାନ୍ଦିର ତିଆରି କୌଣସି ମଧ୍ୟ ଜିନିଷ ଉପହାରରେ କିମ୍ବା ଦାନରେ ନିଅନ୍ତୁ ନାହିଁ।

୬. ଘରେ ପୂଜା କରିବା ସମୟରେ ଶଙ୍ଖ ମଧ୍ୟ ବଜାନ୍ତୁ। ଏହାଦ୍ବାରା ମଧ୍ୟ ଚନ୍ଦ୍ରର ଅଶୁଭ ପ୍ରଭାବ ଶେଷ ହୋଇଯାଇଥାଏ। ୭. ଘରେ ମୟୂର ପଙ୍ଖ ରଖିବେ ତେବେ ଚନ୍ଦ୍ରର ଶୁଭଫଳ ପ୍ରାପ୍ତ ହୋଇପାରେ। ୮. ଘରେ ଚାନ୍ଦି କିମ୍ବା ପାରେର ଶିବଲିଙ୍ଗର ସ୍ଥାପନା କରନ୍ତୁ ଏବଂ ପ୍ରତ୍ୟେକ ଦିନ ପୂଜା କରନ୍ତୁ।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *