ନନ୍ନେଟ୍ଟ ହମୋଡ ନିଜକୁ ପ୍ରକୃତ ଜୀବନର ବାର୍ବୀ କୁହନ୍ତି। ନିଜକୁ ପ୍ଲାଷ୍ଟିକ କଣ୍ଢେଇ ବନାଇବା ପାଇଁ ସ୍ୱ ନିଜ ଉପରେ ୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପାଞ୍ଚ ଗୋଟି ସନ୍ତାନଙ୍କର ମାଆଙ୍କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥାନ୍ତି। ଚାଳିଶି ବର୍ଷ ବୟସରେ ସେ ସର୍ଜରୀ କରାଇ ନିଜର ଫିଗରକୁ ମେଣ୍ଟେନ କରି ରଖିଛନ୍ତି। ବର୍ତ୍ତମାନ ନନ୍ନେଟ୍ଟ ଲୋକଙ୍କୁ ନିଜର ଘର ଭିତରର ଲୁକ ଦେଖାଇଛନ୍ତି। ଏହି କଣ୍ଢେଇ ନିଜ ପାଖରେ କେବଳ ବିକିନି ଗୁଡିକର କଲେକ୍ସନ କରି ରଖନ୍ତି। ଏଥିସହିତ ତାଙ୍କ ପାଖରେ ଅନେକ ଫେସନ କପଡା ରହିଛି। ଲୋକଙ୍କୁ ବିଶ୍ୱାସ ହୋଇ ନଥାଏ ଯେ ସେ ପାଞ୍ଚ ଗୋଟି ପିଲାଙ୍କର ମାଆ ଅଟନ୍ତି। ଆସନ୍ତୁ ଆପଣଙ୍କୁ ଦେଖାଉଛୁ କିପରି ରହିଛି ଏହି ଜୀବିତ ପ୍ଲାଷ୍ଟିକ କଣ୍ଢେଇର ଜୀବନ।
ନନ୍ନେଟ୍ଟ ହମୋଡ ନିଜକୁ ବାର୍ବୀ କହିଥାନ୍ତି। ବାର୍ବୀ କଣ୍ଢେଇ ପରି ଦେଖାଯିବା ପାଇଁ ସେ ନିଜ ଉପରେ କଇଁଚି ଚଲାଇଛନ୍ତି।
୫ ଗୋଟି ସାନ୍ତାନଙ୍କର ମାଆ ନିଜର ସର୍ଜରୀ ପାଇଁ ୩ କୋଟି ୬୦ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରି ଦେଇଛନ୍ତି। ଏହି ଟଙ୍କା ଜରିଆରେ ସେ ପ୍ରକୃତ ଜୀବନର କଣ୍ଢେଇ ହୋଇଯାଇଥିଲେ।
ଯଦି ସର୍ଜରୀ କଥା କହିବାକୁ ଯିବା ତେବେ ନନ୍ନେଟ୍ଟ ଅନେକ ବୁବ ଜାବ୍ସ ଏବଂ ଏମିତିକି ନିଜର ବ୍ୟକ୍ତିଗତ ଅଙ୍ଗର୍ ସର୍ଜରୀ କରାଇଛନ୍ତି। ସେ ନିଜର ଶରୀରରେ ଅନେକ ଫିଲର୍ସ ଭରିଛନ୍ତି।
ଆହିୟୋରେ ରହୁଥିବା ନନ୍ନେଟ୍ଟଙ୍କ ବୟସ ପାଖାପାଖି ୪୦ ବର୍ଷ। ସେ ନିଜର ପ୍ରକୃତ ବୟସ ପ୍ରଘଟ କରିବାକୁ ଚାହୁଁନାହାନ୍ତି। ନନ୍ନେଟ୍ଟ ବହୁତ ଗ୍ଲେମରସ ଜୀବନ ବିତାଇଥାନ୍ତି।
ଯେତେବେଳେ ନନ୍ନେଟ୍ଟ ପ୍ଲେବୟ କିମ୍ବା କୌଣସି ମେଗାଜିନ ପାଇଁ ଶୁଟ କରୁ ନଥାନ୍ତି, ସେତେବେଳେ ସେ ନିଜର ଘରେ ପିଲାଙ୍କ ସହିତ ରହିଥାନ୍ତି।
ଇନଷ୍ଟାଗ୍ରାମରେ ୪ ଲକ୍ଷ ୩୭ ହଜାରର ପାଖାପାଖି ଅନୁସରଣକାରୀ ରହିଛନ୍ତି। ତାଙ୍କ ପାଇଁ ନନ୍ନେଟ୍ଟ ନିଜର ଘରର ଫୋଟୋ ସେୟାର କରିଛନ୍ତି। ସେ ଦେଖାଇଛନ୍ତି ଯେ ସେ କେତେ ବିଳାସପୂର୍ଣ୍ଣ ଘରେ ରହୁଛନ୍ତି।
ଏହି ବଡ଼ ଘରେ ସେ ନିଜର ସନ୍ତାନ ଏବଂ ସ୍ୱାମୀଙ୍କ ସହିତ ରହିଥାନ୍ତି। ତାଙ୍କ ଘର ପାଖରେ ଡ୍ରେସିଙ୍ଗ ରୁମରେ ମେକଅପର ଉପକରଣ ଭରି ରହିଛି।
ନନ୍ନେଟ୍ଟଙ୍କର ଗୋଲାପି କାର ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି। ସଡ଼କରେ ଏହି କାର ଯିବା ମାତ୍ରେ ହିଁ ଲୋକଙ୍କର ଦୃଷ୍ଟି ଏହା ଉପରେ ଲାଖି ଯାଇଥାଏ।
ନନ୍ନେଟ୍ଟଙ୍କ ପାଖରେ ବିକିନିର୍ କଲେକ୍ସନ ରହିଛି। ତାଙ୍କ ପାଖରେ ହଜାର ହଜାର ବିକିନି ଅଛି। ଘର ଭିତରେ ମଧ୍ୟ ସେ ନିଜର ଶରୀରକୁ ଦେଖାଇବା ପାଇଁ ବିକିନି ପିନ୍ଧିଥାନ୍ତି।
ଏଥିସହିତ ନନ୍ନେଟ୍ଟଙ୍କ ଘର ଭିତରେ ଜିମ ମଧ୍ୟ ରହିଛି। ଜିମରେ ସେ ସର୍ଜରୀରେ ବନାଇଥିବା ନିଜ ଶରୀରକୁ ମେଣ୍ଟେନ ରଖିଥାନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।