ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି କି ରାଶି ଚକ୍ରରେ ୧୨ ଗୋଟି ରାଶି ରହିଛି ଓ ୧୨ ଗୋଟି ରାଶିର ପରିଚାଳନା ଗ୍ରହ ମାନଙ୍କର ନିର୍ଧାରୀତାରେ ହୋଇଥାଏ | ଗ୍ରହ ମାନଙ୍କର ସିଧା ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡିଥାଏ | ପ୍ରତେକ ବ୍ୟକ୍ତିର କୁଣ୍ଡଳୀ ଏହି ରାଶି ମାନଙ୍କ ସହିତ ଜଡିତ ରହିଥାଏ |
ଏହି ଗ୍ରହ ମାନଙ୍କର ଚାଲାଣ କିଛି ରାଶି ଉପରେ ଶୁଭ ପ୍ରଭାବ ପକେଇଥାଏ ତ କିଛି ରାଶି ଉପରେ ଖରାପ ପ୍ରଭାବ ମଧ୍ୟ ପକେଇ ଥାଏ | ପ୍ରତେକ ଦିନ ଗ୍ରହରେ କିଛିନା କିଛି ପରିବର୍ତନ ଘଟୁଛି ସେହି ପରି ୪ଟି ରାଶି ଉପରେ ଆଜି ଠାରୁ ଗ୍ରହମାନଙ୍କର କୁ ପ୍ରଭାବ ପଡ଼ିବାକୁ ଯାଉଛି | ଏହି ୪ଗୋଟି ରାଶି ମାନଙ୍କୁ ସାବଧାନ ର ସହିତ ରହିବାକୁ ପଡିବ | ତେବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ |
ମିଥୁନ ରାଶି: ଲୋକପ୍ରିୟତା ହ୍ରାସ ପାଇବ, ନିଜର ଆସ୍ଥା ହରେଇବେ, ଅର୍ଥ ଅଭାବ ଅନୁଭବ କରିପାରନ୍ତି | ଆକସିଂକ କୌଣସି କଲହରେ ପଡିପାରନ୍ତି | ଆର୍ଥିକ କ୍ଷତି ସହିବେ,ପାଇଥିବା ଦ୍ରବ୍ୟ ହରାଇ ବସିବେ, କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତନ କରିବେ | ପରିବାରରେ ଜଂଜାଳ ବଢିବ ଓ ଖର୍ଚ ବଢ଼ିବାରୁ ବିଚଳିତ ରହିବେ | କୌଣସି ଆତ୍ମିୟତା ମାନଙ୍କ ଦ୍ୱାରା ଅସୁବିଧାରେ ପଡିପାରନ୍ତି | ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗାଈକୁ ଘାସ ଖାଇବାକୁ ଦିଅନ୍ତୁ |
କର୍କଟ ରାଶି: ଆପଣ ମାନଙ୍କ ମାନସିକ ଅଶାନ୍ତି ବଢି ପାରେ | ଦୂର ବନ୍ଧୁ ଦ୍ୱାରା ଅପମାନିତ ହୋଇପାରନ୍ତି, ଅଯଥା କାମରେ ଟଙ୍କା ବିନିଯୋଗ କରିବେ | କୌଣସି ଜାଗାରୁ ଅପମାନିତ ହୋଇପାରନ୍ତି | ଅବାଂଛିତ ପରିସ୍ଥିତିରେ ପଡିଯିବେ ଶାରୀରିକ କଷ୍ଟ ଭୋଗିବେ | ଆପଣଙ୍କ ପାଇଁ ପରିବାରରେ କଳହ ସୃଷ୍ଟି ହୋଇପାରେ | ଆପଣଙ୍କ ପାଇଁ ପ୍ରତିକାର ହେଉଛି ଗରିବ ଲୋକଙ୍କୁ ଅର୍ଣ୍ଣ ବା ଅନ୍ୟ କିଛି ସାହାଯ୍ୟ କରନ୍ତୁ |
ମୀନ ରାଶି: ଅର୍ଥ ଅଭାବର ଆଭାସ ମିଳିବ ନିଜର ପରିବେଶରେ ପରିବର୍ତ୍ତନ ହେବ | ମାନ ସଂମ୍ମାନରେ ହାନି ଘଟିବ, ଉପଯୁକ୍ତ ନାୟ ପାଇପାରିବେ ନାହିଁ | ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ | ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଚାପି ବଢ଼ିଯିବ, ଅଚାନକ ଦୁର୍ଘଟଣା ଗ୍ରସ୍ଥ ହୋଇପାରେ ତେଣୁ ସର୍ବଦା ସାବଧାନ ରୁହନ୍ତୁ | ମାନସିକ ଉଦ୍ବେଗ ବଢ଼ିଯିବ, କାର୍ଯ୍ୟରେ ଅବନତି ଘଟିବ | ଆପଣଙ୍କ ପାଇଁ ପ୍ରତିକାର ହେଉଛି ପ୍ରତେକ ମଙ୍ଗଳବାର ଦିନ ହନୁମାନ ଚାଲୀସାର ପାଠ କରନ୍ତୁ |
ବିଛା ରାଶି: ଭୟବିତ୍ତ ଭିତରେ ସମୟ ଅତି ବାହିତ ହେବ, ବହୁତ ଦିନର ଅନୁସନ୍ଧାନରେ ବିଫଳ ହେବେ | ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ | ମାନସିକ ଚାପ ପଡିପାରେ, ବ୍ୟସ୍ତତା ଭିତରେ ସମୟ କାଟି ପାରେ | ଗୃହରେ କ୍ଳେଶ ଦେଖା ଦେଇ ପାରେ | ଅଭାବ ଅନାଟନରେ ଦିନ କଟିପାରେ, ବିଶ୍ୱାସ ଘାତକତାର ଶିକାର ହୋଇ ପାରନ୍ତି | ନିଜର ଦେହ ଉପରେ କଷ୍ଟ ରହିଛି ସତର୍କ ରୁହନ୍ତୁ | ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି | ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ | ଅଥବା ବସ୍ତ୍ର ଦାନ କରନ୍ତୁ |
ବନ୍ଧୁଗଣ ସବୁ ସମସ୍ୟା ଦୂର ହୋଇଯିବ ମାତାଙ୍କ ଆଶ୍ରିବାଦ ମିଳିଲେ ତେଣୁ ଗୋଟେ ଲାଇକ ସହିତ ହୃଦୟରୁ ଲେଖି ଦିଅନ୍ତୁ “ଜୟ ମାତା ଲକ୍ଷ୍ମୀ”