ଠିକାଦାଙ୍କ ଗୁପ୍ତାଙ୍ଗ ରେ ପଶିଯାଇଥିଲା ୩ ଫୁଟ ଲମ୍ବ ରଡ଼, ଏମିତି ଅଟକି ରହିଥିଲା ଯାହାକୁ ଡକ୍ଟରମାନେ ୩ ଘଣ୍ଟା ଯାଏ ଟାଣିଥିଲେ ।

ଏମିତି ଘଟଣା କେବେ ବି କାହା ସହିତ ଘଟିପାରେ । କିଏ କେବେ ଏମିତି ଭାବିପାରିବନି ତା ସହିତ ଆଗକୁ ଏମିତି ଘଟଣା ଘଟିବ ଯାହା ବହୁତ୍ କଷ୍ଟ ଦେବ । ବର୍ତମାନ ସୋସିଆଲ ମିଡିଆରେ ଚୀନ ର ଏମିତି ଏକ ଘଟଣା ଭାଇରାଲ ହେଉଛି । ଏକ କଷ୍ଟଦାୟକ ଓ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଯାହା ଠିକାଦାର ଙ୍କ ସହ ଘଟିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ଚୀନରେ ରହୁଥିବା ଏହି ବ୍ୟକ୍ତିଙ୍କ ନାଁ ମିଷ୍ଟର ଝୁ । ଏହି ବ୍ୟକ୍ତି ପେସାରେ ଠିକାଦାର । ସେ ମୃତ୍ୟୁ କୁ ମାତ୍ ଦେଇ ଏବେ ଚର୍ଚ୍ଚାରେ । ଜାଣିବାକୁ ମିଳିଛି ମିଷ୍ଟର ଝୁଙ୍କ ବଡୀ ରେ ୩ଫୁଟ ଲମ୍ବ ର ରଡ ପଶିଯାଇଥିଲା । ଏହି ରଡ ଝୁଙ୍କ ନାଭି ପାଖା ଦେଇ ତାଙ୍କ ଗୁପ୍ତ ଅଙ୍ଗକୁ ପାର୍ ହୋଇଯାଇଥିଲା ।

ଝୁ ଯେତେବେଳେ ଗୋଟେ ସାଇଟ ଦେଖିବାକୁ ଯାଇଥିଲେ ସେହି ସମୟ ରେ ଏହି ଘଟଣା ଘଟିଥିଲା । ଚେକିଂ ସମୟ ରେ ପାଦ ଖସିଯିବାରୁ ସେ ୧୦ ଫୁଟ ତଳକୁ ଖସପଡିଲେ , ତଳେ ଥିବା ଲୁହା ରଡ ସେହି ସମୟରେ ତାଙ୍କ ବଡି ରେ ପଶିଯାଇଥିଲା । ରଡ ୯୦ ସେ . ମି ଲମ୍ବ ଓ ୨ ସେ . ମି ମୋଟା ଥିଲା ଯାହା ତାଙ୍କ ବଡି ରେ ପସି ଅଟକୀ ଯାଇଥିଲା । ତାଙ୍କୁ ତୁରନ୍ତ ଚୀନର ନନ୍ତୋଂ ହସ୍ପିଟାଲ୍ କୁ ନିଆଗଲା ଓ ଡକ୍ଟର ମାନେ ୩ ଘଣ୍ଟାର କଠିନ ସର୍ଜରୀ କରି ରଡକୁ ବାହାର କରିଥିଲେ ।

ରଡ ବଡୀରୁ ବାହାରକୁ ବାହାରିବାରେ କଷ୍ଟ ହେଉଥିଲା କିନ୍ତୁ ବହୁତ୍ ଚେଷ୍ଟା ଓ ପରିଶ୍ରମ ପରେ ରଡକୁ ବାହାରକୁ ବାହାର କରାଯାଇଥିଲା ।

ଗୋଟେ ମାସ ହସ୍ପିଟାଲ୍ ରେ ରହିବା ପରେ ମିଷ୍ଟର୍ ଝୁଙ୍କ ଶାରୀରିକ ଉନ୍ନତି ଘଟିଥିଲା । ଏବେ ତାଙ୍କୁ ଡିସଚାର୍ଯ କରିଦିଆଯାଇଛି । ଡିସଚାର୍ଯ କରିବା ପୂର୍ବରୁ ଡକ୍ଟର ମାନେ ରୋଗୀ ସହ ଫଟୋ ଉଠାଇ ସୋସିଆଲ ମିଡିଆ ରେ ସେୟାର କରିଥିଲେ ।

Leave a Reply

Your email address will not be published. Required fields are marked *