ଡାକ୍ତରଖାନା ଯିବାବେଳେ ସୁଶାନ୍ତ ସିଂ ରାଜପୁତ ନିଜର କଡ ବଦଳାଇଥିଲେ, ତା’ପରେ ଆମ୍ବୁଲାନ୍ସ ବଦଳିଗଲା!

ଆଜି ଆପଣଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନେଇକି ଆସିଛୁ ଯାହାକୁ ଜାଣିଲା ପରେ ଆପଣଙ୍କର ହୋସ ଉଡିଯିବ। ସୁଶାନ୍ତ ସିଂ ରାଜପୁତ ଙ୍କ ପାଇଁ ଦର୍ଶକ ଏତେ ପାଗଳ କି ଆଜି ପର୍ଯ୍ୟନ୍ତ ଏଭଳି ଭଲ ପାଇବା ଅନ୍ୟ କୌଣସି କଳାକାର ଙ୍କ ମୃତୁ ପରେ ଦେଖିବାକୁ ମିଳିନଥିଲା। ସୁଶାନ୍ତ ସିଂ ପ୍ୟାନ୍ ଲଗାତାର ସୁଶାନ୍ତ ଙ୍କୁ ନ୍ୟାୟ ଦେବାକୁ ଲାଗି ପଡିଛନ୍ତି। ଗୋଟିଏ ପରେ ଗୋଟିଏ ଖୋଳାସା କରିବାରେ ଲାଗି ପଡିଛନ୍ତି।

କିଛି ଫୋଟୋ କିଛି ଭିଡ଼ିଓ ଭାଇରାଳ ହେବାରେ ଲାଗିଛି । ଏହାକୁ ଦେଖିଲା ପରେ ଅନେକ ପ୍ରଶ୍ନ ଉଠୁଛି। ଆଜି ଆମେ ସେଇ ସବୁ ପ୍ରଶ୍ନ ବିଷୟରେ କହିବୁ। instagram ରେ ଏକ ଭିଡ଼ିଓ ଭଇରାଲ ହେଉଛି ଯେଉଁଥିରେ ସୁଶାନ୍ତ ସିଂ ରାଜପୁତ ଙ୍କୁ ପୋଷ୍ଟ ମୋଟମ ପାଇଁ ଏକ ନାଲି କାର ରେ ନିଏ ଯାଉଛି, କିନ୍ତୁ ଯେତେବେେ ହସ୍ପିଟାଲ୍ ରେ ତାଙ୍କ ଶବ ପହଞ୍ଚିଛି ଏବଂ ତାଙ୍କୁ ଗାଡିରୁ କଢ଼ା ଯାଉଥିଲା ସେତେବେଳେ ଆମ୍ବୁଲାନ୍ସ ବଦଳି ନୀଳ ରଙ୍ଗର ଗାଡ଼ି ରୁ ସବ କଢ଼ା ଯାଉଛି । ତେଣୁ ଏଠାରେ ବହୁତ ପ୍ରକାର ର ପ୍ରଶ୍ନ ଆସୁଛି ସାମ୍ନାକୁ । କଣ ଏ ଭିଡ଼ିଓ ସତ୍ୟ ଅଟେ? ଯଦି ହଁ ତାହାଲେ ଏମିତି କଣ ପରିସ୍ଥିତି ଆସିଗଲା ଯେ ସୁଶାନ୍ତ ସିଂ ରାଜପୁତ ଙ୍କୁ ଅନ୍ୟ ଆମ୍ବୁଲାନ୍ସ ରେ ହସ୍ପିଟାଲ୍ ଆଣିବାକୁ ପଡ଼ିଲା ।

 

ଏହାର ଉତ୍ତର ଲୋକ ଜାଣିବାକୁ ଚାହୁଁଛନ୍ତି କାରଣ ଏହି ଭିଡ଼ିଓ ଭାଈରାଲ୍ ହେବାରେ ଲାଗିଛି । ଯେଉଁଠି ପାଇଁ ଲୋକଙ୍କ ମନରେ ଦ୍ଵନ୍ଦ ସହ ଆହୁରି ଅଧିକ ପ୍ରଶ୍ନ ଆସିବାକୁ ଲାଗୁଛି । ଆଉ ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଲୋକ କହିଛନ୍ତି ଲୀଳାବତୀ ହସ୍ପିଟାଲ ନେଇକି ଚାଲ, ହେଲେ ଏମିତି କଣ ହେଲା ବାଟରେ କି କୁପର ହସ୍ପିଟାଲ କୁ ନେଲେ । ଲୀଳାବତୀ ହସ୍ପିଟାଲ ସୁଶାନ୍ତ ସିଂ ରାଜପୁତ ଙ୍କ ଘର ପାଖରେ ଥିବା ବେଳେ କୁପର ହସ୍ପିଟାଲ ୬୦ କିଲୋମିଟର ଦୂର ରେ ରହିଥିଲା। ଘର ପାଖ ହସ୍ପିଟାଲ୍ କୁ ନ ନେଇ ଏତେ ଦୂର ହସ୍ପିଟାଲ୍ କୁ କଣ ପାଇଁ ନିଆ ଗଲା? ଯେଉଁଥି ପାଇଁ ଲୋକ ଏହା ଜାଣିବାକୁ ଚାହୁଁଛନ୍ତି କୁପର ହସ୍ପିଟାଲ କୁ ନେବାର ନିଷ୍ପତି କାହାର ଥିଲା।

 

 

 

 

କୁହାଯାଉଛି କି ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି, କିନ୍ତୁ ସୁଶାନ୍ତ ତାଙ୍କର ବହୁତ ବାର୍ତ୍ତା ଆଳାପରେ ତାଙ୍କ ରୁମ୍ ଦେଖେଇ ଛନ୍ତି ଯେଉଁଥିରେ ତାଙ୍କ ରୁମ୍ ବହୁତ ସଜା ସଜି ହୋଇଛି । ଏବଂ ବହୁତ ବଡ଼ ଥିଲା ଓ ତାଙ୍କ ରୁମ୍ ରେ ଟେଲି ସ୍କୋପ ଥିଲା ଯାହାଦ୍ଵାରା ଚନ୍ଦ୍ରରେ ଯେଉଁ ଜମି କିଣିଥିଲେ ତାକୁ ଦେଖୁଥିଲେ ଏବଂ ଅନ୍ୟ ଗ୍ରହ ନଖେତ୍ର ମଧ୍ୟ ଦେଖୁଥିଲେ । ଲୋକ ମାନେ କହିବା କଥା ମରିବା ପରେ ଯେଉଁ ରୁମ୍ ସୁଶାନ୍ତ ରୁମ୍ ଦେଖା ଯାଇଥିଲା ସେଇତ ବହୁତ ଛୋଟ ଥିଲା ଏବଂ ଟେଲି ସ୍କୋପ୍ ସେଠାରେ ନଥିଲା । ଲୋକମାନଙ୍କ କହିବା କଥା ରିତ ସୁଶାନ୍ତ ଙ୍କ ଗେଷ୍ଟ ରୁମ୍ ଥିଲା। ସୁଶାନ୍ତ ଗେଷ୍ଟ ରୁମରେ କଣ ପାଇଁ ଆତ୍ମହତ୍ୟା କଲେ?

ଅନ୍ୟପକ୍ଷେ ସୁଶାନ୍ତ ସିଂ ରାଜପୁତ ଯେଉଁ ରୁମ୍ ରେ ମୃତୁ ବରଣ କରିଥିଲେ ସେହି ରୁମ୍ ର ଥିବା ବେଡ୍ ଓ ପଙ୍ଖା ର ଦୂରତା ୫ ଫୁଟ ୧୧ ଇଞ୍ଚ୍ ଥିଲା । ଏବଂ ପୋଲିସ ଏବଂ ଅନ୍ୟ ଲୋକଙ୍କ କହିବା ହିସାବରେ ସୁଶାନ୍ତ ସିଂ ରାଜପୁତ ଙ୍କ ଉଚ୍ଚତା ୫ ଫୁଟ ୧୦ ଇଞ୍ଚ୍ ଥିଲା । ୧ ଇଞ୍ଚ ବ୍ୟବଧାନରେ ସେ ଆତ୍ମହତ୍ୟା କରିଦେଲେ ! ଏହା ସମ୍ଭବ ନୁହେଁ ଯଦି ବି ଏହା ସମ୍ଭବ ତାହାଲେ ଆପଣ ଜାଣିଥିବେ ସୁଶାନ୍ତ ସିଂ ରାଜପୁତ ବହୁତ ଫିଟ୍ ଥିଲେ ତାଙ୍କ ଶରୀରର କୁ ସେ ଭଲ ଭାବରେ ନିୟନ୍ତ୍ରଣ କରି ପାରୁଥିଲେ। ଆତ୍ମହତ୍ୟା ସମୟରେ ସୁଶାନ୍ତ ସିଂ ବି ବଞ୍ଚିବାକୁ ଚେଷ୍ଟା କରିଥାନ୍ତେ।

ଯଦି ସେ ଚେଷ୍ଟା କରିଥାନ୍ତେ ତାହାଲେ ଗୋଟେ ହାତରେ ରସୀ ଧରି ଉପରକୁ ଠେଲି ହୋଇ ଯାଇ ଫାନ ଧରି ସେଥିରୁ ମୁକ୍ତି ପାଇ ପାରିଥାନ୍ତେ କାରଣ ତାଙ୍କୁ ବହୁତ ସାରା ବୟାମ୍ ଜଣାଥିଲା ସେ ନିଜ ଶରୀରକୁ ପୁରା ନିୟନ୍ତ୍ରିତ କରି ପାରୁଥିଲେ ।

ଆଉ ଏକ ଫଟୋ ମଧ୍ୟ ବହୁତ ଅଧିକ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସୁଶାନ୍ତ ସିଂ ଙ୍କ ଶବକୁ କଡାଇକି ରଖା ଯାଇଛି । ଯେତେବେଳେ ବି କୌଣସି ଲାସ୍ କୁ ନିଆଯାଏ ଚିତ୍ କରି ଶୁଆଇ ଦିଆଯାଇଥାଏ କିନ୍ତୁ ଏଠାରେ କଡ଼େଇ ହୋଇ ରହିଛି । ଏଥରେ ପ୍ରଶ୍ନ ଏହା କି କଣ ଏ ଫଟୋ ସତ୍ୟ ଅଟେ? ଅନ୍ୟ ପ୍ରଶ୍ନ କି କଣ ଜାଣି ଶୁଣି ଏମିତି କଡ଼େଇ ରଖାଯାଇଛି ନା ନିଜେ ସୁଶାନ୍ତ ସିଂ ରାଜପୁତ ମଝି ରାସ୍ତାରେ କଡ ଲେଉଟାଇ ଥିଲେ?

ଏହା ପରେ ବହୁତ ଲୋକ ଏମିତି କହୁଛନ୍ତି କି ସୁଶାନ୍ତ ସିଂ ରାଜପୁତ ବଞ୍ଚିଥିଲେ ଯେଉଁଥିରେ ସେ କଡ ଲେଉଟାଇ ଥିବେ। କାରଣ ମରିବା ପରେ ତାଙ୍କ ଆଙ୍ଗୁଳି ହଲୁଥିବାର ଭିଡ଼ିଓ ମଧ୍ୟ ଭାଇରାଳ ହୋଇଥିଲା। ଏଠାରେ ଏକ ବଡ଼ ପ୍ରଶ୍ନ ଉଠିଛି କି କିଏ ତାଙ୍କ ପୋଜିସନ୍ ବଦଳେଇଲେ ? ନା ସୁଶାନ୍ତ ନିଜେ କଡ ଲାଉଟାଇ ଦେଇଥିଲେ କିନ୍ତୁ କେହି ଏହାର ଧ୍ୟାନ ଦେଇ ନଥିଲେ ।

ଏତଥିଲା ଲୋକଙ୍କର ପ୍ରଶ୍ନ କିନ୍ତୁ ଦେଖାଯାଉ ଆଗକୁ କଣ ତଦନ୍ତ ସାମ୍ନାକୁ ଆସୁଛି । ସୁଶାନ୍ତ ଙ୍କ ପାଇଁ ଏମିତି ସ୍ୱର ଉଠେଇ ଚାଲନ୍ତୁ ତାହାଲେ ଯାଇଁ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାଏ ମିଳି ପାରିବ।

Leave a Reply

Your email address will not be published. Required fields are marked *