ଦିଲ୍ଲୀ ରେ ଆରମ୍ଭ ହେଲା ନେହା କକ୍କଡ ଏବଂ ରୋହନପ୍ରୀତ ଙ୍କ ବିବାହ ଉତ୍ସବ, ହଳଦି ଉତ୍ସବ ର ଫଟୋ ଦେଖନ୍ତୁ

ବିନଦାସ ଭାବରେ ରହୁଥିବା ବଲିଉଡ୍ ସିଙ୍ଗର ନେହା କକ୍କଡ ଏବେ ନିଜ ବିବାହ କୁ ନେଇ ବହୁତ ଖୁସିରେ ଅଛନ୍ତି। ଯଦିଓ ସେ ସିଙ୍ଗର ରୋହନପୀତ ଙ୍କ ସହ ଅଫିସଆଲି ରିଲେସନ ରେ ଥିଲେ କିନ୍ତୁ ଏବେ ସେମାନେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି।

ବଲିଉଡ୍ ସିଙ୍ଗର ଏବଂ ଇଣ୍ଡିଆନ ଆଇଡିଆଲ ର ଜଜ୍ ନେହା କକ୍କଡ ଙ୍କର ବିବାହ ରସମ ଦିଲ୍ଲୀ ରେ ଆରମ୍ଭ ହୋଇଯାଇଛି। ସେ ଏହି ଊଇକାଣ୍ଡ ରେ ସିଙ୍ଗର ରୋହନପ୍ରୀତ ଙ୍କ ସହିତ ବିବାହ କରିବାକୁ ଯାଉଛନ୍ତି। ନେହା ନିଜ ବିବାହ କୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ବିବାହ ସହିତ ଯଡିତ ସବୁ ତଥ୍ୟ ସୋସିଆଲ ମିଡିଆ ରେ ଅପଡେଟ ଦେଉଛନ୍ତି।

ଏବେ ସେ ହଳଦି ରସମ ର କିଛି ଫଟୋ ଇନଷ୍ଟାଗ୍ରାମ୍ ରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ନେହା ଏବଂ ରୋହନପ୍ରୀତ ହଳଦିଆ ରଙ୍ଗର ଆଉଟଫିଟସ ରେ ବହୁତ ସୁନ୍ଦର ଲାଗୁଛନ୍ତି। ଫଟୋ ରେ ଦୁଇ ଜଣକ ର ବହୁତ ଭଲ କେମେଷ୍ଟ୍ରି ଦେଖିବାକୁ ମିଳୁଛି। ନେହା ଙ୍କୁ ବହୁତ ଖୁସି ଦେଖିବାକୁ ମିଳିଛି ଯେତେବେଳେ ରୋହନପୀତ ତାଙ୍କ ଭିତରେ ନିଜକୁ ହଯେଇ ଦେଇଛନ୍ତି।

ଏହା ପୂର୍ବରୁ ନେହା କକ୍କଡ ନିଜର ନିର୍ବନ୍ଧ ସେରିମନି ର ଭିଡିଓ ସୋଶିଆଲ ମିଡିଆ ରେ ସେୟାର କରିଥିଲେ। ଏହି ଭିଡିଓ ରେ ବହୁତ ଢୋଲ ଏବଂ ମହୁରୀ ବାଜୁଥିଲା। ଯାହାର ଧୁନ ରେ ନେହା ଏବଂ ରୋହନ ଙ୍କୁ ଜବରଦସ୍ତ ଡାଂସ କରିବାର ଦେଖିବାକୁ ମିଳିଥିଲା। ଦୁଇ ଜଣ ପରସ୍ପର ସହିତ ବହୁତ ଖୁସି ଅଛନ୍ତି ବୋଲି ଦେଖିବାକୁ ମିଳିଥିଲା। ଷ୍ଟେଜ ରେ ମଧ୍ୟ ଦୁଇ ଜଣ ଙ୍କୁ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି।

ଯେଉଁ ପରି ଏହି ରସମ ହେଉଛି , ସେଥିରୁ ଜଣାପଡୁଛି ଯେ ରୋହନ ଏବଂ ନେହା ଙ୍କର ବିବାହ ବହୁତ ଜଲଦି ହେଇପାରେ। ଏବେ ବିବାହ ର ତାରିଖ କନର୍ଫମ ହୋଇନାହୁଁ। ଅନୁମାନ କରାଯାଉଛି ଯେ ୨୪ ଅକ୍ଟୋବରେ ବିବାହ ହୋଇପାରେ। ଦୁଇ ଜଣ ନିଜର ବିବାହ ତାରିଖ କହିନାହଁନ୍ତି। କୁହାଯାଉଛି ଯେ ବିବାହ ଦିଲ୍ଲୀ ରେ ଏବଂ ରିସେପ୍ଶନ ପଞ୍ଜାବ ରେ ହେବ ବୋଲି।

ନେହା କକ୍କଡ ଏବଂ ରୋହନପୀତ ସିଂହ ଙ୍କ ବିବାହ ଖବର ଭିତରେ ପୂର୍ବ ଦିନ ର ଦୁଇ ଜଣ ଙ୍କର ପ୍ରଥମ ସଙ୍ଗ ‘ ନେହୁ ଦା ବିହା ‘ କୁ ବି ରିଲିଜ୍ କରିଦିଆ ଯାଇଛି। ଯେଉଁଥିରେ ତାଙ୍କ ଫାନ୍ସ ସୋଶିଆଲ ମିଡିଆ ରେ ବହୁତ ପସନ୍ଦ କରିଛନ୍ତି। ଗୀତରେ ଦୁଇ ରୋମାଂଟିକ୍ସ ଯୋଡି କୁ ରୋମାନ୍ସ କରିବାର ଦେଖିବାକୁ ମିଳୁଛି।

ବନ୍ଧୁଗଣ ଯଦି ଆପଣଙ୍କୁ ନେହା କକର ଏବଂ ରୋହନ ପ୍ରୀତଙ୍କ ଯୋଡି  ଭଲ ଲାଗିଥାଏ ତେବେ ହୁଦୟରୁ ଗୋଟିଏ ଲାଇକ କରନ୍ତୁ ଏବଂ କମେନ୍ଟ ଓ ଶେୟାର ବହୁ ପରିମାଣରେ କରନ୍ତୁ |

Leave a Reply

Your email address will not be published. Required fields are marked *