କରୋନାରେ ଲୋକଙ୍କ ଜୀବନ ବହୁତ ବଦଳି ଯାଇଛି। ଲୋକଙ୍କ ଜୀବନରେ ସମସ୍ୟା ବଢିଯାଇଛି। କରୋନାରେ କେତେକ ଦେଶରେ ତାଲାବନ୍ଦ ଲଗାଇଦିଆ ଯାଇଛି। କେତେକ ମାସ ପର୍ଯ୍ୟନ୍ତ ଲୋକ ଘର ଭିତରେ ବନ୍ଦ ହୋଇ ରହିଲେ। କିନ୍ତୁ ଏହି ଅବସରରେ ଲୋକଙ୍କ ସାହାଯ୍ୟ କରିଥିଲା ସୋସିଆଲ ମିଡ଼ିଆ। ସୋସିଆଲ ମିଡିଆରେ ଅନେକ ପ୍ରକାରର ଫୋଟୋ ସେୟାର କରାଯାଇଥିଲା। ହିନ୍ଦୀରେ ଶାମିଲ ରହିଥିଲା ଦ୍ଵିଅର୍ଥ ବୋଧକ ଫୋଟୋ। ଏହି ଫୋଟୋକୁ ଆପଣ ଗୋଟିଏ ଥର ଦେଖିଲେ ଏହାର ବାସ୍ତବତା ବୁଝି ପାରିବେ ନାହିଁ।
ଯେଉଁଠାରେ ପ୍ରଥମ ନଜରରେ ଆପଣଙ୍କ ମୁଣ୍ଡରେ ଭୁଲ ଚିନ୍ତାଧାରା ଆସିଯିବ। କିନ୍ତୁ ବାସ୍ତବରେ ଏମିତି କିଛି ହେଲେ ନଥାଏ। ଯେତେବେଳେ ତାଙ୍କୁ ଭଲ ଭାବରେ ଦେଖିବେ ଆପଣ ବୁଝି ପାରିବେ ଯେ, ଏହି ଫୋଟୋ ଆଉ କିଛି କାହାଣୀ କହୁଛି। ଆଜି ଆମେ ଆପଣଙ୍କୁ ଏମିତି ହିଁ କିଛି ଦ୍ଵିଅର୍ଥ ବୋଧକ ଫୋଟୋ ଦେଖାଇବୁ।
ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଏହି ଫୋଟୋକୁ ପ୍ରଥମଥର ଦେଖି ଆପଣ ବୁଝି ପାରିବେ ନାହିଁ। ଏହି ଫୋଟୋରେ କିଏ କାହାକୁ ଧରିଛି ଆପଣ ମଧ୍ୟ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଏହା ଆପଣଙ୍କ ମସ୍ତିଷ୍କର ବିଜୁଳି ଜଳାଇ ଦେବ।
ଏହି ଫୋଟୋର ଭାଇରାଲ ହେବା ପରେ ହିଁ ଲୋକମାନଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯାଇଥିଲା ଯେ, ଏଥିରେ କଣ ବିଶେଷ ରହିଛି। ଯଦି ଆପଣ ଏଥିରେ ୪ଟି ଝିଅଙ୍କୁ ଦେଖୁଛନ୍ତି ତେବେ ଆମେ କହି ରଖୁଛୁ ଯେ ଆପଣଙ୍କୁ ଏମିତି କିଛି ମିଳିବ ନାହିଁ। ଟିକେ ପଛରେ ଯାଉଥିବା ପୁରୁଷ ମାନଙ୍କୁ ଦେଖନ୍ତୁ ନିହାତି ଭାବରେ ବୁଝିଯିବେ।
ବର୍ତ୍ତମାନ ଆପଣ ଭ୍ରମିତ ହୋଇଯାଇଥିବେ ଯେ, କୁକୁର ପରି ମୁଖା ମୁହଁରେ ପିନ୍ଧି ବ୍ୟକ୍ତି ଜଣକ ବସରେ କିପରି ଓ କାହିଁକି ଯାତ୍ରା କରୁଛନ୍ତି? କିନ୍ତୁ ଟିକେ ପାଖକୁ ଯାଇ ଦେଖନ୍ତୁ ବୁଝି ପାରିବେ ବାସ୍ତବ ଘଟଣା କଣ?
ହାତୀ ଗୁଡ଼ିକ ସହିତ ଖେଳୁଥିବା ଏହି ଗ୍ରୁପର ଫୋଟୋ ବହୁତ ପରିମାଣରେ ଭାଇରାଲ ହୋଇଥିଲା। କିନ୍ତୁ ଟିକେ ଭଲ ଭାବରେ ଦେଖନ୍ତୁ ପାଣି ପକାଇବା ଅବସରରେ ଏଥିରେ ମଧ୍ୟ ହାତୀର ଇମୋଜି ତିଆରି ହୋଇଛି।
ଘର ତ ଆପଣ ଅନେକ ଦେଖିଥିବେ। କିନ୍ତୁ ଯଦି ଏହି ଘରକୁ ଦେଖି ଭୟଭୀତ ହେଉ ନାହାନ୍ତି ତ? ଏହି ଘରର ଆଖି ରହିଛି।
କେବେ କେବେ ପ୍ରକୃତି ମଧ୍ୟ ଅଜବ ଖେଳ ଖେଳିଥାଏ। ଟିକେ ଦେଖନ୍ତୁ ବରଫ କେମିତି ମଣିଷର ଆକୃତି ବନାଇ ଦେଇଛନ୍ତି। ଏହା ଦେଖିବାକୁ ବହୁତ ଅଜବ ଏବଂ ଭୟାନକ ଅଟେ।
ଏହା ଦେଖିବାକୁ ଅଜବ ସହିତ ମଜାଦାର ମଧ୍ୟ ଅଟେ। ସ୍ୱିଚ ବୋର୍ଡର ସ୍କ୍ରୁ ଆଖି ପାଟି ଦେଖାଯାଇ ଧୋକା ସୃଷ୍ଟି କରୁଛି।
ମିଟିଙ୍ଗ ପ୍ରୋଜେକ୍ସନ ଦେବା ଅବସରରେ ବ୍ୟକ୍ତି ଜଣକ ସହିତ ଏପରି ଦୁର୍ଘଟଣା ହୋଇଥିଲା। ଟେବୁଲ ଉପରେ ପାଣି ପଡିଥିଲା କି ବ୍ୟକ୍ତି ଜଣକଙ୍କ ପ୍ୟାଣ୍ଟ ଓଦା ଥିଲା କହିବା କଷ୍ଟସାଧ୍ୟ ଅଟେ।
ଆକାଶରେ ଧୂଆଁର ଏପରି ଏକ ବେଲୁନ ଉଠିଲା ଯେ, ଦେଖୁଥିବା ଲୋକ ଭ୍ରମିତ ହୋଇଗଲେ। ଏହା ଦେଖିବାକୁ କୌଣସି ଏକ ରାକ୍ଷସ ପରି ନଜର ଆସୁଛି।
ପରିବାରର ଏହି ଫୋଟୋ ତ ସାଧାରଣ ଅଟେ କିନ୍ତୁ ଏହା କଣ ବ୍ୟକ୍ତି ଜଣକଙ୍କର ଶରୀରର ଗଠନ ଏପରି ହୋଇଛି। ଟିକେ ଧ୍ୟାନ ଦେଇ ଦେଖନ୍ତୁ, ଆପଣ ନିଶ୍ଚିତ ବୁଝି ପାରିବେ ଯେ ବାସ୍ତବ ଘଟଣା କଣ?
କଣ ପୁରୁଷ ଜଣକଙ୍କର ଦାଢ଼ି ଏପରି ଅଟେ? ନା,ଭଲ ଭାବରେ ଥରେ ଦେଖି ନିଅନ୍ତୁ। ବ୍ୟକ୍ତିଙ୍କ ଗଳା ପାଖରେ କଣ ରହିଛି? ବୁଝି ପାରିଲେ ତ?
ଏହା କଣ? କୁକୁରର ଗୋଡ଼ ଏପରୁ ସୁନ୍ଦର ମଣିଷ ପରି ହୋଇଛି। ଟିକେ ଭଲ ଭାବରେ ଦେଖି ନିଅନ୍ତୁ କୁକୁରର ଏହି ଫିଗରର ବାସ୍ତବତା ଜାଣି ପାରିବେ।
ଛୋଟ ପିଲାଟିର ଚପଳତା ଉପରୁ ନଜର ହତିଗଲେ ଟିକେ ସୋଫା ଉପରେ ବସିଥିବା ବ୍ୟକ୍ତିଙ୍କ ବାସ୍ତବତା ଦେଖି ନିଅନ୍ତୁ। ଏହି ପୁରୁଷ ଜଣକ କିଏ? ତାଙ୍କ ମୁହଁରେ ପୁରୁଷଙ୍କ ପରି ଦାଢ଼ି ରହିଥିଲେ ମଧ୍ୟ ଫିଗର ମହିଳାଙ୍କର ରହିଛି। ଭଲ ଭାବରେ ଦେଖିଲେ ଜାଣି ପାରିବେ ଏହାର ବାସ୍ତବତା।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |