ଟେନେସିର ୩୨ ବର୍ଷିୟା ଏଡମ ୱାକର ଜୁଲାଇ, ୨୦୧୭ରେ ନିଜ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ନିଜକୁ ଟ୍ରାନ୍ସଜେଣ୍ଡରରେ ପରିବର୍ତ୍ତିତ କରିନେଇଥିଲେ ମହିଳା। ତାଙ୍କ ପିଲା ମାନଙ୍କୁ ପିତାଙ୍କର ଅଭାବ ଅନୁଭୁତି ନହେଉ ସେଥିପାଇଁ ସେ ଟ୍ରାନ୍ସଜେଣ୍ଡର ହୋଇ ପିଲାଙ୍କ ସହିତ ତାଙ୍କ ପିତା ହୋଇ ରହୁଛନ୍ତି। ଏଡ଼ମଙ୍କ କହିବା କଥା ଯେ, ତାଙ୍କ ଦଶ ବର୍ଷର ବଡ଼ ପୁଅ ଜେସ୍ମଙ୍କ ପାଇଁ ଏହା କଠିନ ଥିଲା କିନ୍ତୁ ଜଣେ ପୁରୁଷ ଭାବରେ ପରିଚୟ ବନାଇବା ପରେ ଦୁଇ ପୁତ୍ରଙ୍କ ସହିତ ତାଙ୍କ ସମ୍ପର୍କରେ ସୁଧାର ଆସିଯାଇଥିଲା।
ଏଡ଼ମ ନିଜର ଅନୁଭୂତି ସେୟାର କରିବାକୁ ଯାଇ କହିଥିଲେ ଯେ, ସେ ଆଗରୁ ଅନେକ ପୁରୁଷଙ୍କ ସହିତ ଡେଟିଂ କରିଥିଲେ ହେଲେ ତାଙ୍କୁ କାହାରି ସହିତ କିଛି ହେଲେ ଆଟାଚମେଣ୍ଟ ହୋଇନଥିଲା। ଏହାର କିଛି ବର୍ଷ ପରେ ସେ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ କିନ୍ତୁ ଗୋଟିଏ ସନ୍ତାନର ଜନ୍ମ ପରେ ବ୍ୟକ୍ତି ଜଣକ ତାଙ୍କ ଠାରୁ ଡିଭୋର୍ସ ନେଇ ଅଲଗା ହୋଇଯାଇଥିଲେ। ଏହାପରେ ଆଉ ଏକ ୱାନ ନାଇଟ ଷ୍ଟାଣ୍ଡ ପରେ ଦ୍ଵିତୀୟ ସନ୍ତାନର ଜନ୍ମ ହୋଇଥିଲା। କିନ୍ତୁ ଏହାପରେ ତାଙ୍କୁ ଅନୁଭବ ହୋଇଥିଲା ସେ ମହିଳା ନୁହଁନ୍ତି ପୁରୁଷ ଅଟନ୍ତି। ତେଣୁ ସେ ନିଜର ସର୍ଜରୀ କରାଇ ନେଇଥିଲେ। ବର୍ତ୍ତମାନ ସେ ତାଙ୍କ ସାନ୍ତାନଙ୍କ ମାତା ନୁହଁ ପିତା ହୋଇ ଯାଇଛନ୍ତି।
ଏଡିମଙ୍କ ଦ୍ୱିତୀୟ ପୁଅର ନାମ ଲିଙ୍କନ ଅଟେ। ଲିଙ୍କନ ମାତ୍ର ୧ ବର୍ଷ ବୟସରେ ହୋଇଥିଲେ ଯେତେବେଳେ ତାଙ୍କ ମାଆ ପିତା ହେବାର ଚିନ୍ତା କରିଥିଲେ ଏବଂ ନିଜକୁ ଟ୍ରାନ୍ସଜେଣ୍ଡରରେ ପରିବର୍ତ୍ତିତ କରିନେଇଥିଲେ। ବର୍ତ୍ତମାନ ଲିଙ୍କନ ୫ ବର୍ଷର ହୋଇଯାଇଛନ୍ତି।
ଏଡିମଙ୍କ ବଡ଼ ପୁଅର ନାମ ଜେସ୍ମ ଅଟେ। ସେ ବର୍ତ୍ତମାନ ୧୦ ବର୍ଷର ହୋଇଗଲେଣି। ପ୍ରାରମ୍ଭରେ ଜେସ୍ମଙ୍କୁ ଏଡମଙ୍କ ଏପରି ରୂପ ସ୍ୱୀକାର କରିବାରେ ବହୁତ କଷ୍ଟ ହୋଇଥିଲା ଯେ ତାଙ୍କ ମାଆ ଏବେ ଟ୍ରାନ୍ସଜେଣ୍ଡର ହୋଇଯାଇଛନ୍ତି।
ଏଡମ ଏବଂ ଜେସ୍ମ ବର୍ତ୍ତମାନ ସାଥିରେ ଅଛନ୍ତି। ଏଡମ କହିଥିଲେ ଯେ ତାଙ୍କୁ ଲାଗୁଛି ସେ ତାଙ୍କ ପିଲା ମାନଙ୍କ ପାଇଁ ଏକ ଉତ୍ତମ ରୋଲ ମଡେଲ ହୋଇ ପାରିଛନ୍ତି। ଏଡମ ୨୦୧୯ ମସିହାରେ ନିଜର ସ୍ତନ କାଟିବା ପାଇଁ ଏକ ସର୍ଜରୀ କରାଇଥିଲେ।
ଏଡମ କହିଥିଲେ ଯେ, ତାଙ୍କ ସର୍ଜରୀ ପରେ ତାଙ୍କ ପିତା ଏବଂ ସାଙ୍ଗ ତାଙ୍କୁ ଛାଡ଼ିଦେଇଥିଲେ। କିନ୍ତୁ ସର୍ଜରୀର କିଛି ମାସ ପରେ ସେ ନିଜେ ବହୁତ ଭଲ ଅନୁଭବ କରିଥିଲେ। ନିଜର ପୁରୁଣା ଲାଇଫ ବିଷୟରେ ଏଡମ କହିଥିଲେ ଯେ, ସେ ନିଜ ପୁରୁଣା ଜୀବନର ସେହି ସମୟକୁ ବହୁତ ଭଲ ପାଆନ୍ତି ଯେଉଁ ଦୁଇଥର ସେ ଗର୍ଭବତୀ ରହିଥିଲେ।
ଏଡମଙ୍କ ପେଟରେ ଯେତେବେଳେ ତାଙ୍କ ଦ୍ଵିତୀୟ ସାନ୍ତାନ ରହିଥିଲା ସେ ଅଜାଣତରେ ଏକ ପୁରୁଷ ଭାବରେ ଜୀଵନ ବଞ୍ଚିବାକୁ ଚାହୁଁଥିଲେ। କିନ୍ତୁ ୨୦୧୭ ମସିହାରେ ଏହା ସତ୍ୟରେ ପରିବର୍ତ୍ତିତ ହୋଇଯାଇଥିଲା।
ଏଡମଙ୍କ କହିବା ମୁତାବକ ଟ୍ରାନ୍ସଜେଣ୍ଡର ହେବା ପରେ ଦୁଇ ସାନ୍ତାନଙ୍କ ସହିତ ତାଙ୍କ ସମ୍ପର୍କ ପୂର୍ବରୁ ଅଧିକ ଭଲ ହୋଇଯାଇଥିଲା। ସେ ବର୍ତ୍ତମାନ ନିଜ ପିଲାଙ୍କୁ ଅଧିକ ଭଲ ଭାବରେ ବୁଝି ପାରୁଛନ୍ତି। ଟ୍ରାନ୍ସଜେଣ୍ଡର ହେବା ପୂର୍ବରୁ ଏଡମ ଝିଅ ମାନଙ୍କ ପ୍ରତି ଆକର୍ଷିତ ଥିବାର ପ୍ରକାଶ କରିଛନ୍ତି।
ବନ୍ଧୁଗଣ ଯଦି ଏହି ଆର୍ଟିକିଲ ଆପଣଙ୍କୁ ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ ନିଶ୍ଚିନ୍ତ କରନ୍ତୁ ଏବଂ ଏହାକୁ ନେଇ ଆପଣଙ୍କ ମତା ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଶେୟର ନିଶ୍ଚିନ୍ତ କରନ୍ତୁ | ଏବଂ ଏମିତି ବିଭିର୍ନ ପ୍ରକାରର ଖବର ପାଇବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ |