ଟିଭିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରୁ ଶ୍ବେତା ତିୱାରୀ ଏବେ ୪୦ବର୍ଷ ହେଇଗଲାଣି ।ତାଙ୍କର ଜନ୍ମ ୪ ଅକ୍ଟୋବର ୧୯୮୦ରେ ପ୍ରତାପଗଡ଼ ରେ ହେଇଥିଲା । କେତେ ସୁପରହିଟ ସିରିଏଲ୍ ରେ କାମ କରୁଥିବା ଶ୍ୱେତା କୁ ଯେତିକି ନାମ ଏବଂ ଖ୍ୟାତି କମାଇ ଥିଲେ ନିଜ କ୍ୟାରୀୟର ରେ ,ସେତିକି ତାଙ୍କ ବ୍ୟକ୍ତିଗତ ଜୀବନରେ ସଫଳ ହେଇପାରିଲେନି। ସେ ଦୁଇଥର ବିବାହ କରିଥିଲେ କିନ୍ତୁ ଦିଜଣ ସ୍ୱାମୀକୁ ଛାଡ଼ିଦେଲେ।ସ୍ବାମୀ ବିନା ସେ ଦିଜଣ ପିଲାଙ୍କୁ ଲାଳନପାଳନ କରୁଛନ୍ତି । ସ୍ବାମୀ ସହ ଅଲଗା ହେଲାପରେ କେତେଥର ଇଣ୍ଟରବିୟୁ ରେ କେତେ କଣ କହିଛନ୍ତି।
ଶ୍ଵେତା ୧୯ବର୍ଷ ବୟସରେ ସାଉଥ ଫିଲ୍ମ୍ର ଅଭିନେତା ଏବଂ ଫିଲ୍ମ ପ୍ରଯୋଜକ ରାଜା ଚୌଧୁରୀ ଙ୍କୁ ୧୯୯୯ରେ ପ୍ରେମ ବିବାହ କରିଥିଲେ । ଏହି ବିବାହରେ ଶ୍ବେତାଙ୍କ ପରିବାର ଲୋକ ବହୁତ ବିରୋଧ କରିଥିଲେ କିନ୍ତୁ ଦିଜଣ ପରିବାର କଥା ନଶୁଣି ବିବାହ କରିଥିଲେ ।
ଆରମ୍ଭରୁ ଶ୍ବେତା ଓ ରାଜାଙ୍କ ବିବାହ ଜୀବନ ଭଲରେ ଚାଲୁଥିଲା।କିନ୍ତୁ କିଛି ଦିନପରେ ଦିଜଣ ଭିତରେ ସମସ୍ୟା ଆସିବାକୁ ଲାଗିଲା।ଏହି ସମସ୍ୟା ଶ୍ବେତାର ଝିଅ ପଲକ ଜନ୍ମ ହେବା ପରେ ୨୦୦୦ରୁ ଆରମ୍ଭ ହେଲା ।
ଶ୍ବେତା ପଲକ କୁ ଜନ୍ମ ଦେବା ପରେ ୨୦୦୧ ରେ କାଳେ ସବୁବେଳେ ଟିବି ରେ ଅଭିନୟ କଲେ । ଏହି କାରଣରୁ ରାଜାଙ୍କୁ ମାରିବାର ଦୋଷ ଲଗାଇଲେ ।
ଶେଷରେ ରାଜାଠୁ ହଇରାଣ ହେଇକି ଶ୍ବେତା ୨୦୦୭ ରେ ଛାଡପତ୍ରର କେଶ୍ ଫାଇଲ କଲେ ଏବଂ ଅଲଗା ରହିବାକୁ ଲାଗିଲେ।ଛାଡପତ୍ରର ପ୍ରୋସେଶ୍ ବହୁତ ଦିନ ଚଲିଲା ସାଢ଼େ ପାଞ୍ଚ ବର୍ଷପରେ ଶେଷରେ ୨୦୧୨ ରେ ଛାଡପତ୍ର ହେଇଗଲା।
ଶ୍ବେତା ତିନି ବର୍ଷ ଡେଟିଂ କରିବା ପରେ ୨୦୧୩ରେ ଅଭିନେତା ଅଭିନବ କୋହଲି କୁ ଦ୍ଵିତୀୟ ବିବାହ କଲେ।ଅଭିନବ ଏବଂ ଶ୍ବେତ ତା ଙ୍କ ଗୋଟେ ପୁଅ ରେୟଂସ ଅଛି।ଶ୍ବେତା ଙ୍କ ଦିତୀୟ ବିବାହ ମଧ୍ୟ ଅସୁବିଧାରେ ପଡ଼ିଗଲା ।
ରିପୋଟର କହିବା ମୁତାବକ ଶ୍ୱେତା ନିଜର ଦ୍ଵିତୀୟ ସ୍ବାମୀ ଅଭିନବ କୋହଲିର ବିରୋଧରେ ପୋଲିସ ରେ ଅଭିଯୋଗ କରିଥିଲା । ଶ୍ବେତା ଅଭିନବର ବିରୋଧରେ ଝିଅ ପଲକ ତିୱାରୀ କୁ ହାତ ଉଠାଇବାର ଅଭିଯୋଗ କରିଥିଲେ।ଶ୍ବେତାର ବ୍ୟକ୍ତିଗତ ଜୀବନରେ ଉଠ୍ ପଡ ହେଲା ,ଯାହାକୁ ସେ ସାହସର ସହ ସାମ୍ନା କଲେ। ଅଭିନବ କୁ ଅଲଗା ରହିବାକୁ ନେଇକି ସେ କହିଛନ୍ତି ସେ ଏବେ ଘରେ ଏକା କମାଇକି ଚଳିବେ ସେ ବିଚଳିତ ହେବେନାହି ।
ଶ୍ଵେତାଙ୍କ ନିଜସ୍ୱ ଜୀବନରେ ବହୁତ ଅସୁବିଧା ଆସିଛି, ଯାହାର ସେ ସାହସର ସହିତ ସାମ୍ନା କରିଛନ୍ତି | ଅଭିନବ ପାଖରୁ ସେପାରସନକୁ ନେଇକି ସେ କହିଲେ ସେ ଘରେ ଏବେ ଏକା କମୋଉଛନ୍ତି ସେଥିପାଇଁ ସେ ଡିପ୍ରେସନରେ ରହିବେନି |
ଏକ ଏଣ୍ଟରଟେନ ମେଣ୍ଟ ସାଇଡ଼ରେ କହିଛନ୍ତି ଶ୍ବେତା, ତାଙ୍କ ପାଖରେ ସମୟ ନାହିଁ ସ୍ବାମୀ ସହ ଅଲଗାହେବା ଲାଗି ଚିନ୍ତା କରିବେ ଦୁଃଖରେ ରହିବେ । ଶ୍ବେତାଙ୍କ କହିବା ଅନୁଯାଇ ତାଙ୍କର ବ୍ୟକ୍ତିଗତ ଜୀବନ ଅସୁବିଧାରେ ଗତି କରୁଛି ଏବଂ ତାଙ୍କୁ ଧ୍ୟାନ ଦେବାକୁ ହେବ।ଅଭିନେତ୍ରୀ କହିଛନ୍ତି ତାଙ୍କ କାନ୍ଧରେ କେତେ ଦାୟିତ୍ୱ ଅଛି।
ଶ୍ବେତା ନାଗିନ ,ସଜନରେ ଝୁଟ ମତ ବୋଲୋ, ପର୍ବରିସ,ବଳବିର, ଏବଂ ବେଗୁଶ୍ର ରାୟ ଭଳି ସୀରିଏଲ ରେ କାମ କରିଛନ୍ତି । ଶ୍ବେତା ବିଗ ବସ ସିଜନ୪ ରେ ଜିତିଛନ୍ତି। ତାହା ଛଡା ସେ ଟିବୀରେ ମେରେ ଡାଡ କି ଦୂଲ ହନ ରେ କାମ କରିଛନ୍ତି।
ଝିଅ ପଲକ ସହିତ ଶ୍ଵେତା | ଜଣେଇଦେଛୁ ଯେ ପଲକ ବି ବଲିଉଡ ରେ ଡେବ୍ୟୁ କରୁଛନ୍ତି |