ଦୁନିଆରେ ସବୁଠାରୁ ଅଧିକ ରୋଜଗାର କରିବା ଅଭିନେତ୍ରୀ ସୋଫୀଆ, ରୋଜଗାର ସୁଣିକି ଆଶ୍ଚର୍ଯ୍ୟ ହୋଇଯିବେ

୨୦୨୦ ମସିହାର ଲୋକପ୍ରିୟ ତାଲିକା ବାହାରିଛି | ଚଳିତବର୍ଷ ଅଭିନେତ୍ରୀମାନଙ୍କ କ୍ଷେତ୍ରରେ ଅଭିନେତ୍ରୀ ସୋଫିଆ ବେରଗାରା ।ଏହି ପ୍ରତିଯୋଗିତାରେ ଜିତିଛନ୍ତି। ତାଙ୍କୁ ଲୋକପ୍ରିୟ ତାଲିକାରେ ସବୁଠାରୁ ଅଧିକ ରୋଜଗାର କରିଥିବା ଅଭିନେତ୍ରୀ ଭାବରେ କୁହାଯାଉଛି ।

ଫୋବସ ର ତାଲିକା ଅନୁଯାଇ ସୋଫିଆ ଏହି ବର୍ଷ ୩୧୫କୋଟି ର ରୋଜଗାର କରିଛନ୍ତି। ତାଙ୍କୁ ଆମେରିକା ଗ୍ରେଟ ଟାଲେଣ୍ଟ ଏବଂ ମଡ଼ର୍ଣ୍ଣ ପରିବାର ଶୋ ଯୋଗୁ ପାଇଛନ୍ତି । ଅଭିନେତ୍ରୀ ବର୍ଷସାରା ଆଲୋଚନାରେ ଆସୁଛନ୍ତି ।

କୁହାଯାଇଛିଯେ ସୋଫୀଆ ଆମେରିକା ଗ୍ରେଟ ଟାଲେଣ୍ଟର ଏକ ଏପିସୋଡ ପାଇଁ ମୋଟା ରକମ ଟଙ୍କା ଚାର୍ଜ ନେଇଥିଲେ । ସେ ଏହିବର୍ଷ ଏଡସ ରେ କାମ କରିଛନ୍ତି,ଏହି କାରଣରୁ ସେ ରୋଜଗାର ମାମଲାରେ ନଂବର ୧ ହୋଇପାରିଛନ୍ତି ।

ସୋଫୀଆ ଛୋଟ ପରଦାରେ ବହୁତ କାମ କରିଛନ୍ତି ଏବଂ ଏବେମଧ୍ୟ କରିଛନ୍ତି । ଅଭିନେତ୍ରୀ ଆମେରିକା ଗ୍ରେଟ ଟାଲେଣ୍ଟ ମାଧ୍ୟମରେ ନିଜର ଅଲଗା ପରିଚୟ ବନେଇଛନ୍ତି । ସେହିଶୋ ପାଇଁ ସେ ବହୁତ ଲୋକପ୍ରିୟ ହେଇ ପାରିଛନ୍ତି ।

ସୋଫୀଆ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଵ ରହିଥାନ୍ତି , ସେ ସୁଟିଂଗ ରୁ ନିଜର ଫୋଟୋ ସବୁବେଳେ ସେୟାର କରନ୍ତି । ତାଙ୍କର ସବୁ ଚିତ୍ରର ଦୀର୍ଘ ସମୟ ଧରି ଟ୍ରେଣ୍ଡ କରିବାରୁ ଜଣାପଡୁଛି ସେ ବହୁତ ବଡ ବ୍ୟକ୍ତିତ୍ବ ହେଇପାରିଛନ୍ତି ।

ଫୌବସର ତାଲିକାରେ ଅନ୍ୟଜଣଙ୍କ ନାମ ଏନଜେଲୀନାଙ୍କର .ସେ ଏହି ବର୍ଷ ୨୫୬ କୋଟି ପାଖାପାଖି ରୋଜଗାର କରୁଛନ୍ତି।ତାଙ୍କର ରୋଜଗାର ମାଧ୍ୟମ ଦଏଟରନଲସ୍ ବିଶ୍ବାସ କରାଯାଏ। ଏହି ମାଧ୍ୟମରେ ସେ ବହୁତ୍ ଲାଭ କରିଛନ୍ତି।

କିନ୍ତୁ ଶୋଫିଆ ତୁଳନାରେ ଏଥର ସେ ପଛରେ ରହିଗଲେ,ସୋଫିଆ ପ୍ରଥମଥର ଏହି ତାଲିକାରେ ଆଗରେ ଥିଲେ।ଏମିତିରେ ଏହି ଅଭିଜ୍ଞତା ତାଙ୍କ ପାଇଁ ମଧ୍ୟ ଚମତ୍କାର ଅଟେ ।

ଫୋବସର ତାଲିକାରେ ତିନିନମ୍ୱର୍ ରେ ଅଛନ୍ତି ଗଲ ଗୁଦୋତ ୱାଣ୍ଡର ୱାନ ହେଇ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଏହି ତାଲିକା ରେ ଚାରିନମ୍ୱର୍ ରେ ମେଲିସା ମେକାର୍ଥି କାବିଜ ଅଛନ୍ତି । ଏବଂ ପଞ୍ଚମ ସ୍ଥାନରେ ଏଥର ମେରିଲ ଷ୍ଟ୍ରିପ ତାଙ୍କ ଜାଗାରେ ଅଛନ୍ତି।ମେଲିଶାଙ୍କର ରୋଜଗାର ୧୮୩ କୋଟି କୁହାଯାଉଛି ଏବଂ ମେରିଲାଙ୍କର ୧୭୫ କୋଟି ରୋଜଗାର ହୋଇଛି।ଏହି ତାଲିକାରେ କେହି ଭି ଭାରତୀୟଙ୍କ ନାମ ନାହିଁ ।

Leave a Reply

Your email address will not be published. Required fields are marked *