ପାଇପ ପାଣିରେ ମିଳିଲା ମସ୍ତିଷ୍କ ଖାଇଲା ଭଳିଆ ପୋକ, ଲୋକ ଭୟରେ ଆତଙ୍କିତ

୨୦୨୦ ବର୍ଷ ସବୁ କିଛି ହଉଛି । କରୋନା ମହାମାରୀ ଦୁନିଆକୁ କେତେ ବର୍ଷ ତଳକୁ ନେଇଗଲା । ଏହା ଛଡା କେତେବେଳେ ଅଗ୍ନିକାଣ୍ଡ ତ କେତେବେଳେ ଭୂମିକମ୍ପ ତ କେତେବେଳେ କୋଉ ବିପଦ ଆସୁଛି ମଣିଷକୁ ଚିନ୍ତାରେ ପକାଇଦଉଚି । ଲୋକ ମାନେ ଗୋଟିଏ ବିପଦରୁ ପାର ହୋଇନାହାନ୍ତି ଆଉ ଏକ ବିପଦ ମାଡିଆସୁଚି । ପାଣିରେ ଏମିତିଏକ କୀଟାଣୁର ସନ୍ଧାନ ମିଳିଛି ଜିଏ ମସ୍ତିଷ୍କ ରେ ଭିତରେ ପସିକି ଖାଇଜାଏ । ଏହି କୀଟାଣୁ ଟାଙ୍କି ରୁ ସପ୍ଲାଏ ପାଣିରୁ ମିଳିଛି । ଟେକସାସ ରେ ଗେଟେ ପିଲାର ମୁତ୍ଯୁ ଘଟିଛି ଏହି କୀଟାଣୁ କାରଣରୁ ଲୋକଙ୍କ ମଧ୍ୟରେ ଡର ବଢି ଜାଇଛି । ଏହୀକାରଣରୁ ସେଠାରେ ଲୋକ ମାନେ ଟାଙ୍କିପାଣି ବ୍ୟବହାର ନକରିବାକୁ ଆବେଦନ କରିଛନ୍ତି ।

ଟେକସାସ ର ହଷ୍ଟେଲରେ ରହୁଥିବା ୬ ବର୍ଷର ଯୋସିଆ ମେକଏଣ୍ଟୟର ର ମୃତ୍ୟୁ ଟାଙ୍କିର ପାଣିରେ ଖେଳିବା କାରଣରୁ ହେଇଗଲା । ପାଣିରେ ଥିବା କୀଟାଣୁ ନାକ ଭିତରେ ପଶିକି ପିଲାର ମସ୍ତିଷ୍କକୁ ଗଲା ଓ ତାକୁ ଖାଇଦେଲା ।

ଟେକସାସ ର ଅଫିସର ଏହି ଘଟଣା ପରେ ଲୋକମାନଙ୍କୁ ଟାଙ୍କି ପାଣି ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଏହି ପାଣିକୁ କେବଳ ଟଇଲେଟ ପାଇଁ ବ୍ୟବହାର କରିପାରିବେ ।

ଏକ୍ସପୋର୍ଟଙ୍କ କହିବା ଅନୁଯାଇ ପାଣିରେ ବାହାରିଥିବା କୀଟାଣୁର ଚିହ୍ନଟ କରିଛନ୍ତି ତାର ନାମ ନେଗଲେରିୟା ଫୋଲେରି । ଏହି କୀଟାଣୁ ମଣିଷର ମସ୍ତିଷ୍କ ଭିତରେ ପଶି ଖାଇଯାଏ । ଏହାଦ୍ବାରା ଲୋକର ମୂର୍ତ୍ଯୂ ଘଟିଥାଏ ।

ଏହି ଜୀବନ ନେବା କୀଟାଣୁର ପରିଚୟ ପିଲାର ମୂର୍ତ୍ଯୂ ପରେ ଜଣାପଡିଲା । ଜୋସିଆ ର ମୂତ୍ଯୂ 8ସେପଟେମ୍ବର ରେ ମସ୍ତିଷ୍କ ସଂକ୍ରମଣ କାରଣରୁ ହେଇଥିଲା । ଏହି ସଂକ୍ରମଣର ନାମ ଆମେବୀକ ମେନିଙ୍ଗୋ ଏଣ୍କିଫଲିଟି କହିଲେ ।

ଏହି କୀଟାଣୁ ଅଧିକ ଗରମ ନଗଦ ପାଣିରେ ମିଳିଥାଏ । ସଂକ୍ରମଣ ପାଣି ନାକ ମାଧ୍ୟମରେ ଭିତରୁ ଜାଇ ପାରେ । ଏହାପରେ ସେ କୀଟାଣୁ ସିଧା ମସ୍ତିଷ୍କ କୁ ଆକ୍ରମଣ କରିଥାଏ ।

ଆମେରିକା ରେ ଟେକସାସ ସହିତ ଆଉ ୮ଟି ଅନ୍ୟ ରାଜ୍ୟରେ ଭି ଏହି
କୀଟାଣୁ ର ବିପଦ ଅଛି । ଲୋକ ମାନଙ୍କୁ ଟାଙ୍କି ପାଣି ବ୍ୟବହାର କରିବାକୁ ମନା କରାଜାଇଛି ।

ଏପର୍ଯ୍ୟନ୍ତ  ଜଣାପଡ଼ିନାହିଁ କି ଟାଙ୍କି ର ପାଣିରେ ଏହି କୀଟାଣୁ କେମିତି ପହଞ୍ଚିଲା । ଏକ୍ସପୋର୍ଟ କେତେ ଜାଗାରୁ ପାଣି ନେଇକି ତାହାର ଟେଷ୍ଟ କରୁଛନ୍ତି ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *