କରୋନା ପ୍ରଭାବ ଏବେବି କମିବାର ନାଁ ଧରୁନି। ସଦାବେଳେ ଲୋକଙ୍କୁ ଏହି ଭୟଙ୍କର ଭାଇରସ ର ଶିକାର ହେବାକୁ ପଡୁଛି।ଭାରତରେ ଲୋକଙ୍କ ସୁବିଧା କୁ ଆଖି ଆଗରେ ରଖି ଅନ ଲକ ର ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି।ଏମିତି ରେ ବି ଆମାଜନ ରୁ ଆରମ୍ଭ କରି ବଲିଉଡ୍ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କାମକୁ ଫେରୁଛନ୍ତି। ଏପଟେ ନିତୁ ସିଂ ପୁଅ ରଣବୀର କପୁର ଙ୍କ ସହିତ ନିଜର ପୁରୁଣା ବଙ୍ଗଳା କୃଷ୍ଣ ରାଜ ର ମରାମତି ନିମନ୍ତେ ପହଂଚିଛନ୍ତି। ମାଆ ପୁଅ ଦୁଇ ଜଣ ସେଠି କିଛି ସମୟ କାଟି ଥିଲେ।
ଖବର ଅନଯାୟୀ ରଣବୀର ଆଉ ଆଲିୟା ଭଟ୍ଟଙ୍କ ବିବାହ ଆଗ ବର୍ଷ ଏହି ବଙ୍ଗଳା ରେ ହେବାକୁ ଯାଉଛି। ସେଥିପାଇଁ ଏହି ବଙ୍ଗଳା ର ମରାମତି କାମ ଖୁବ୍ ଜୋର ରେ ଆରମ୍ଭ ହୋଇ ଯାଇଛି।
ଏହି ସମୟରେ ନୀତୁ କଳା ରଙ୍ଗର ସାର୍ଟ ଓ ଜିନସ ପିନ୍ଧିଥିବା ର ନଜର ଆସିଥିଲେ। ଆହୁରି ମଧ୍ୟ ଚଷମା ଆଉ ମାକ୍ସ୍ ଲଗାଇଥିଲେ।
ରଣବୀର ନୀଳ ରଙ୍ଗର ଟି ସାର୍ଟ ଓ ଜିନସ୍ ପିନ୍ଧିଥିଲେ ଏବଂ ଓଲଟା ଟୋପି ଲଗାଇଥିଲେ। ମୁହଁ ରେ ମାକ୍ସ ଲଗାଇବା ସହିତ ନିଜର ଇ -ବାଇକ ରେ ନଜର ଆସିଥିଲେ।
ରଣବୀର ବଙ୍ଗଳା ର ମରାମତି କାର୍ଯ୍ୟ ଆରମ୍ଭ କରି ସଙ୍ଗେ ସଙ୍ଗେ ବାହାରକୁ ବାହାରିଲେ ଏବଂ ହଠାତ ନିଜ ମାଆ ଙ୍କୁ ଛାଡି ଚାଲିଗଲେ। ନୀତୁ ତାଙ୍କ ପଛରେ ଡାକିବାକୁ ମଧ୍ୟ ଚେଷ୍ଟା କରିଥିଲେ।ଆଶା କରାଯାଉଛି ଯେ ଏହି ଘରେ ରଣବୀର କପୁର ଏବଂ ଆଲିୟା ଭଟ୍ଟ ଙ୍କ ବାହାଘର ର ପୂଜା ଆୟୋଜିତ ହେବା।
ନୀତୁ ଚାହାଁନ୍ତି ଯେ କୃଷ୍ଣ ରାଜ ର ମରାମତି ଶୀଘ୍ର ସମାପ୍ତ କରିବା ପାଇଁ। କହି ଦବାକୁ ଚାହୁଁଛୁ ଯେ ନୀତୁ ବହୁତ ଆଧ୍ୟାତ୍ମିକ ଅଟନ୍ତି ଏବଂ ଏଥିପାଇଁ ସେ ତାଙ୍କର ଗୁରୁଜୀ ଙ୍କ ଦ୍ଵାରା ଦିଆଯାଇଥିବା ସମସ୍ତ ଉପଦେଶ କୁ ପାଳନ କରିବାକୁ ଚାହାଁନ୍ତି। ଏହା ବ୍ୟତିତ ଏହି ଘରେ ତାଙ୍କ ପିଲା ମାନଙ୍କ ସ୍ମୃତି ଜଟିତ ଅଛି।
ଖବର ମୁତାବକ ୧୯୮୦ ମସିହାରେ ନୀତୁ ତାଙ୍କ ପତି ଋଶି କପୁର ଙ୍କ ସହ ମିଶି ପାଲିହିଲ ଠାରେ କୃଷ୍ଣ ରାଜ ବଙ୍ଗଳା କିଣିଥିଲେ, ଏଠାରେ ସେ ରଣବୀର ଏବଂ ରିଧୀମା ଙ୍କ ସହ ୩୫ ବର୍ଷ ଧରି ରହି ଆସୁଛନ୍ତି।
ନୀତୁ ଚାହୁଁଛନ୍ତି ଯେ ଘର ର ପ୍ରଥମ ପୂଜା ଏହି ଠାରେ ସମ୍ପୂର୍ଣ୍ଣ ହେଉ। କପୁର ପରିବାର ଏହି ବଙ୍ଗଳା ଠାରେ ୧୫ ମହଲା ଉଚ୍ଚ ବିଶିଷ୍ଟ ଏକ ଘର ବନେଇବା ପାଇଁ ନିର୍ଣ୍ଣୟ କରିଛନ୍ତି। ସେ BMC କୁ ଏଥି ପାଇଁ ଅନୁମତି ମଧ୍ୟ ମାଗିଛନ୍ତି।
ରଣବୀର ଏବଂ ଆଲିୟା ଙ୍କ ଚଳଚ୍ଚିତ୍ର ‘ ବ୍ରହ୍ମାସ୍ତ୍ର’ ର ସେଟ ରେ ହିଁ ମିଳିଥିଲେ। ସେବେଠାରୁ ହିଁ ସେ ଦୁଇ ଜଣ ଚର୍ଚ୍ଚା ରେ ଅଛନ୍ତି। ଆଲିୟା ଭଟ୍ଟ ଏହି କଥା କୁ ନେଇ ମିଡ଼ିଆ ରେ କିଛି କହି ନଥିଲେ ମଧ୍ୟ ରଣବୀର କିଛି ଇସାରା କରିଥିଲେ। ଏକ ସାକ୍ଷାତକାର ରେ ରଣବୀର ଙ୍କୁ ତାଙ୍କ ସମ୍ପର୍କ ବିଷୟରେ ପଚରା ଗଲା, ତାଙ୍କ ର ଉତ୍ତର ଥିଲା ‘ ମୁଁ ସିଙ୍ଗଲ ନୁହେଁ, ମୁଁ କେବେ ସିଙ୍ଗଲ ହେଇ ନପାରେ ‘। ଏହା ପରେ ପଚରା ଗଲା କି ସେ ଆଲିୟା ଭଟ୍ଟ ଙ୍କୁ ଡେଟ କରୁଛନ୍ତି । ରଣବୀର ମଜାଳିଆ ଢଙ୍ଗ ରେ କହିଥିଲେ ଯେ ‘ ମୁଁ ଏହି ପ୍ରଶ୍ନ ର ଉତ୍ତର ଦବାକୁ ରାଜି ନାହିଁ |
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।