ସୋନୁ ସୁଧ୍ଧ ରିଲ ଲାଇଫ୍ ରେ ହିରୋ ନୁହଁନ୍ତି ସେ ରିଅଲ ଲାଇଫ୍ ରେ ବ ହିରୋ ଅଟନ୍ତି। ଲୋକ ତାଙ୍କୁ ଗରିବ ଙ୍କ ମସିହା ବ ଡାକିବାକୁ ଲାଗିଲେଣି। ଏବେ ପୁଣି ସୋନୁ ସୁଧ୍ଧ ଲୋକଙ୍କୁ ସାହାର୍ଯ୍ୟ କଳିବାକୁ ଆଗକୁ ଆସିଲେ। ଏଥର ସେ ଆଇଏସ୍ ର ଆଶା ରଖିଥିବା ପିଲା ଙ୍କୁ ସାହାର୍ଯ୍ୟ କରିବେ ବୋଲି କହିଛନ୍ତି। ଏହା ପାଇଁ ସେ ସ୍କର୍ଲାରଶିପ ସ୍କିମ ଗଠନ କରିଛନ୍ତି।
ଏହି ସମୟ ରେ ସୋନୁ ମାଁ ଙ୍କର ୧୩ ତମ ସ୍ରାଧ ଥିଲା। ଏହି ମୌକା ରେ ସେ ଆଇଏସ୍ ଆଶା ରଖିଥିବା ପିଲା ଙ୍କୁ ସ୍କର୍ଲାରଶିପ ଦେବା ପାଇଁ ଭାବିଲେ। ସେ ନାଜର ଟ୍ବୁଟର ଆକାଉନଟ ରେ ଲେଖିଲେ – ୧୩ ଅକ୍ଟୋବର କୁ ମୋ ମା ମରିବା ୧୩ ବର୍ଷ ହୋଇଯାଇଛି। ସେ ତାଙ୍କର ପଛ ଶିକ୍ଷା କମେଇ ଥିବା ଧନ ଛାଡି ଯାଇଛନ୍ତି। ଆଜି ତାଙ୍କ ସ୍ରାଧ ରେ ମୁଁ ସପଥ ନଉଛି ଯେ ଆଇଏସ୍ ର ଆଶା ରଖିଥିବା ପିଲା ଙ୍କୁ ପ୍ରଫେସର ସରୋଜ ସୁଧ୍ଧ କର୍ଲାରସିପ ରେ ତାଙ୍କ ଲକ୍ଷ କୁ ହାସିଲ୍ କରିବାରେ ସାହାର୍ଯ୍ୟ କରିବି। ଖାଲି ଆପଣଙ୍କର ଆର୍ଶୀବାଦ ଦରକାର “ମିସ ୟୁ ମାଁ” ।
October 13; 13 years since My Mother passed. She left behind a legacy of Education. On her anniversary today, I pledge to support IAS aspirants reach their goals thru Prof Saroj Sood Scholarships. Seeking blessings 🙏 Miss you maa. @Scholifyme pic.twitter.com/vxcIYte7NZ
— sonu sood (@SonuSood) October 13, 2020
ସୋନୁ ଙ୍କର ଏହି କାର୍ଯ୍ୟ ପାଇଁ ବହୁତ ତାରିଫ୍ ସୋଶିଆଲ ମମିଡିଆ ରେ ଚାଲିଛି। ତାଙ୍କର ଏହି ଟ୍ବୁଟି କୁ ୧୭ ହଜାର ଲୋକ ଲାଇକ କରି ସାରିଲେଣି।
ଗୌରବ ର କଥା ଏହି ଯେ ଛାତ୍ର ମାନଙ୍କର ସାହାର୍ଯ୍ୟ ପାଇଁ ସୋନୁ ସବୁବେଳେ ଆଗୁଆ ଅଛନ୍ତି। କିଛି ଦିନ ପୂର୍ବେ ଏକ ଇଉନିଭରସିଟି ସହ ମିଶି ଗରିବ ପିଲା ଙ୍କର ପାଠ ପଢା ପାଇଁ ସାହାର୍ଯ୍ୟ କରିଥିଲେ। ଏହା ସହିତ ପିଲା ପଢିବା ପାଇଁ ବହି କି ସ୍ମାର୍ଟଫୋନ ସୋନୁ ସୁଧ୍ଧ ତାଙ୍କୁ ସାହାର୍ଯ୍ୟ କରିଛନ୍ତି। କହିବାକୁ ଗଲେ କି ମାଁ ଙ୍କର ୧୩ ତମ ବର୍ଷୀ ରେ ଭାବୁକ ସଂଦେଶ ସମିତି କରିଛନ୍ତି। ସେ ତାଙ୍କ ମାଁ ଙ୍କର ଫଟୋ ସମିତି କରି ଲେଖିଛନ୍ତା କି ୧୩ ଅକ୍ଟୋବର କୁ ୧୩ ବର୍ଷ ହୋଇଗଲା ମାଁ। ଏଠି ସବୁ ଠିକ ଚାଲିଛି। ଆପଣ ଥିଲେ ବହୁତ ଭଲ ହୋଇଥାନ୍ତା ମାଁ।
13th Oct.
13 साल हो गए माँ।
यहाँ सब ठीक ही चल रहा है।
आप होते तो शायद थोड़ा और बेहतर होता।
Miss you maa ❣️ pic.twitter.com/5fJNmprvOW— sonu sood (@SonuSood) October 13, 2020
ସୋନୁ ସୁଧ୍ଧ ଙ୍କର ଏହି ଭାବୁକ ସଂଦେଶ ସୋସିଆଲମିଡିଆ ରେ ବହୁତ ଭାଇରାଲ ହୋଇଥିଲା।
ଲୋକମାନେ ତାଙ୍କୁ କମେଣ୍ଟ କରି ଲେଖିଥିଲେ ଯେ ଆପଣଙ୍କ ମାଁ ଯେଉଁଠି ବ ଅଛନ୍ତି ଆପଣଙ୍କୁ ଦେଖି ବହୁତ ଗର୍ବ ଅନୁଭବ କରୁଥିବେ।
ସୋନୁ ସୁଧ୍ଧ ଙ୍କ ପାଇଁ ହୃଦୟରୁ ଗୋଟିଏ ଲାଇକ କରନ୍ତୁ ଏବଂ କମେନ୍ଟ ଓ ଶେୟାର ବହୁ ପରିମାଣରେ କରିବାକୁ ଅନୁରୋଧ