ଜଣେ ବିବାହିତା ର ସ୍ଵାମୀ ତାର ପ୍ରେମିକା ସହ ମିଶିବାକୁ ଯାଇଥିବା ସମୟରେ ତାର ସ୍ତ୍ରୀ ସେହି ଘରେ ପହଞ୍ଚି ଗଲା ଏବଂ ତାର ସ୍ବାମୀକୁ ସେହି ଘରୁ ବାହାରକୁ ଆଣି ରାସ୍ତା ଉପରେ ଗୋଡେଇ ଗୋଡେଇ ପିଟିଲା.କିଏ ଏହି ବିଡିଓ ବନାଇ ସୋସିଆଲ ମିଡିଆରେ ଭାଇରାଲ ହେଇଗଲା,ଏହି ଘଟଣା ଉତ୍ତରପ୍ରଦେଶର ପିଲିଭିତ୍ ଜିଲ୍ଲାର ।
ପିଳିଭିତ୍ ରେ ଗତ ରାତିରେ ବିବାହିତା କରିଥିବା ସମସ୍ତଙ୍କ ଆଗରେ ନିଜର ସ୍ୱାମୀକୁ ଭଲକି ପିଟିଲେ,ଯାହାର ବିଡ଼ିଓ ଘଟଣା ସ୍ଥଳରେ ଥିବା ଲୋକ ମାନେ ତିଆରି କରି ସୋସିଆଲ ମିଡିଆରେ ଭାଇରାଲ କରିଦେଲେ,ଏହି ଘଟଣାର ସୂଚନାରେ ପୋଲିସ ପୀଡିତାର ପାଖରେ ପହଞ୍ଚି ଅଭିଯୋଗ ଆଧାରରେ ପଚରାଉଚରା କରି ତଦନ୍ତ କରିଲେ , ଘଟଣା କୋତ ବାଲି ଥାନା ପାଖରେ ସିବିଲ ଲାଇନ ନର୍ଥ କଲୋନୀ ର।
ପ୍ରକୃତରେ ଏହି ସ୍ତ୍ରୀ ଲୋକର ସ୍ବାମୀ କିଛି ଦିନ ହେବ ପିଲୀଭିତ୍ ରେ ରହୁଥିବା ନିଜର ପ୍ରେମିକା ସହ ମିଶିବାକୁ ତା ଘରକୁ ଆସୁଥିଲା ,ଯାହାର ପଛେ ପଛେ ତାର ସ୍ତ୍ରୀ ଶୁକ୍ରବାର ଦିନ ପିଲିଭୀତ ଅସିପହଞ୍ଚିଲା, ଏବଂ ନିଜ ଦୋଷୀ ସ୍ୱାମୀକୁ ପ୍ରେମିକା ର ଘରୁ ବାହାରକରି ସବୁ ଲୋକ ଆଗରେ ଭଲକି ପିଟିଲା।
ଘଟଣାସ୍ଥଳରେ ଥିବା ଲୋକ ଏହି ଘଟଣାର ବିଡ଼ିଓ କରିକୀ ସୋସିଆଲ ମିଡିଆରେ ଭାଇ ରାଳ କରିଦେଲେ,ବିଡ଼ିଓରେ ଦେଖିବାକୁ ମିଳୁଛି କେମିତି ରଚନା ମିଶ ନିଜ ସ୍ବାମୀ ର ପ୍ରେମିକା ଘର ବାହାରେ କବାଟ ପାଖରେ ପାଟି କରି ଏବଂ ଗୋଡ଼େଇ ଗୋଡ଼େଇ ପିଟିଛି।
ସ୍ତ୍ରୀ ଏତେ ରାଗରେ ଅଛିକି ସ୍ୱାମୀର ଡ୍ରେସ ଚିରିଦେଇ,ସ୍ବାମୀ ତଳେ ସୋଇକି ଦେହ ଖରାପର ନାଟକ କରିଥିଲା,ସମୟରେ ସୂଚନା ପାଇ ପୋଲିସ ପୀଡିତା ର ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି।
ପୀଡିତା ରଚନା ମିଶ୍ରା ଙ୍କ ଅଭିଯୋଗ ଏହା ତାର ବିବାହ ୧୦ବର୍ଷ ପୂର୍ବେ ଲକ୍ଷ୍ନୌ ରେ ଅଧିବକ୍ତା ଅମୋଧ୍ ମିଶ୍ରା ସହିତ ହୋଇଥିଲା,ଯିଏ ଆସିଲା ଦିନରୁ ମାଡ଼ ପିଟ୍ କରିକି ଘରୁ ବାହାର କରି ଜୀବନରୁ ମାରିଦେବା କୁ ଧମକ ଦେଇଥିଲା,ଏହା ପରେ ପୀଡିତା ଦି ତିନିଦିନ ଆଗରୁ ପିଲି ଭିତ ରେ ନିଜର ବାପ ଘରକୁ ମା ପାଖକୁ ଗଲା।
ସେତେବେଳେ ସେ ଜାଣିବାକୁ ପାଇଲା ପିଲିଭିତ୍ ରେ ଏପିଓ ପଦପିରେ ନିଯୁକ୍ତି ପାଇଥିବା ଅଧିକାରୀ ପୁଷ୍ପା ରାୱାତ୍ ର ଘରକୁ ତାର ସ୍ବାମୀ ଆସି ବସାଉଠା କରୁଛି ଏବଂ ତା ସହ ରହିବାରେ ଲାଗିଛି ତେବେ ପୀଡିତା ଅଭିଯୁକ୍ତ ସ୍ୱାମୀକୁ ତାର ପ୍ରେମିକା ର ସହିତ ସମ୍ପର୍କ କରୁଥିବା ସମୟରେ ଧରିକି ବହୁତ ପିଟିଲା ବେଳେ ପାଖରେ ଥିବା ଲୋକ ବିଡ଼ିଓ ବନେଇକି ଭାଇରାଲ କରିଦେଲେ।