ପ୍ରେମ ପାଇଁ ହିନ୍ଦୁ ରୁ ମୁସଲମାନ ହୋଇଯାଇଥିଲେ ଏହି ଅଭିନେତ୍ରୀ, ଡ୍ରଗ ମାଫିଆ ସହ ନାମ ଯୋଡିହେବାରୁ ସେ ହଠାତ ଛାଡିଦେଇଥିଲେ ବଲିଉଡ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଙ୍କ ମୃତ୍ୟୁ ମାମଲାରେ ଡ୍ରଗ ଲିଙ୍କ ରେ ଚାଲୁଥିବା ତଲାସ ରେ ଏବେଯାଏଁ ବଲିଉଡ ର କେତେ ବଡ଼ ବଡ଼ ଷ୍ଟାର ଙ୍କ ନାମ ସାମ୍ନାକୁ ଆସିସାରିଛି । ଏଥିରେ ଦୀପିକା ପଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରକୁଲ ପ୍ରିତି ସିଂ, ସୀମୋନ ଖବାଟା ଆଉ ମଧୁ ମନ୍ତେନା ସାମିଲ ଅଛନ୍ତି। ଏମିତିରେ ବି ଏହା ପ୍ରଥମ ଥର ନୁହେଁ, ଯେ କି ବଲିଉଡ ଅଭିନେତ୍ରୀ ଙ୍କ ନାମ ଡ୍ରଗ ଲିଙ୍କ ସହ ଯୋଡ଼ା ହୋଇଛି।୯୦ ଦୂରଦର୍ଶନ ରେ ଆସୁଥିବା ଅଭିନେତ୍ରୀ ମମତା କୁଲକର୍ଣ୍ଣି ଙ୍କ ର ନାମ ଡ୍ରଗ ମାଫିଆ ବୀକି ଗୋସ୍ୱାମୀ ସହ ଯୋଡ଼ି ହୋଇଛି।୨୦ ବର୍ଷ ପୂର୍ବରୁ ମମତା କୁଲକର୍ଣ୍ଣି ହଠାତ ବଲିଉଡ କୁ ଛାଡି ଚାଲିଯାଇଥିଲେ।

ମମତା କୁଲକର୍ଣ୍ଣି ନିଜର ଫିଲ୍ମ ରେ ବହୁ ଅଧିକ ବିବାଦର କାରଣରୁ ସେ ଆଲୋଚନା କେନ୍ଦ୍ର ରେ ଥିଲେ।୧୯୯୩ ମସିହାରେ ଷ୍ଟାରଦଣ୍ଟସ୍ ଖବରକାଗଜରେ ବାହାରିବା ଇସଲାମ ଧର୍ମ କୁ ଆପଣାଇବା ଯାଏ, ମମତା ଙ୍କ ବିବାଦ ରେ ଗଭୀର ରାଜ ଥିଲା।

ମମତା ନିଜର ଫିଲ୍ମ କ୍ୟାରିୟର ୧୯୯୨ ମସିହାରେ”ତିରଙ୍ଗା”ଫିଲ୍ମ ରୁ ଆରମ୍ଭ କରିଥିଲେ। ତାହାପରେ ସେ ବଲିଉଡ ରେ ବହୁ ହିଟ ଫିଲ୍ମ କରିଥିଲେ କିନ୍ତୁ ୨୦୦୦ ମସିହାରେ ମମତା ହଠାତ ବଲିଉଡ ଇଣ୍ଡଷ୍ଟ୍ରି ରୁ ଚାଲିଗଲେ।

ମମତା କୁଲକର୍ଣ୍ଣି ଡ୍ରଗ ମାଫିଆ ବିକୀ ଗୋସ୍ୱାମୀ ଙ୍କୁ ପ୍ରେମ କରୁଥିଲେ। ବୀକୀ ଜେଲ ରେ ଥିଲେ ତାଙ୍କୁ ବାହାରକୁ ଆଣିବା ପାଇଁ ସେ ବଲିଉଡ ଜଗତକୁ ବିଦାୟ ଦେଇଦେଲେ ଆଉ ଦୁବାଇ ରେ ଯାଇ ରହିଗଲେ। ମିଡିଆ ରିପୋର୍ଟ ଅନୁସାରେ, ମମତା କୁଲକର୍ଣ୍ଣି ଜେଲ ରେ ଥିବା ଡ୍ରଗ ମାଫିଆ ଵିକୀ ଗୋସ୍ୱାମୀ ସହ ବିବାହ କରିସାରିଥିଲେ।

୨୦୧୬ ମସିହା ମଇ ମାସରେ ଏକ ଇଂରାଜୀ ଖବରକାଗଜରେ ଛପା ହୋଇଥିବା ଖବର ଅନୁସାରେ ଦୁବାଇ ଜେଲ ରେ ବିକୀ କୁ ଲାଗିଲା କି ଯଦି ସେ ଇସଲାମ ଧର୍ମ କୁ ମାନିନେବ ତାହେଲେ ତାର ସଜା କମିଯିବ। ଖବର ଅନୁସାରେ କାନୁନ ର ନୀୟମରୁ ବଞ୍ଚିବା ପାଇଁ ବିକୀ ଇସଲାମ ଧର୍ମ କୁ ମାନିନେଇଥିଲା।

କୁହାଯାଉଛି କି ବିକୀ ଙ୍କ ପ୍ରେମ ରେ ପାଗଳ ହୋଇଥିବା ମମତା କୁଲକର୍ଣ୍ଣି ମଧ୍ଯ ମୁସଲିମ ଧର୍ମ କୁ ମାନି ନେଇଥିଲେ। ବିକୀ ନିଜର ନାମ ୟୁସୁଫ ଅହମ୍ମଦ ଓ ମମତା ତାଙ୍କ ନାମ ଆୟଶା ବେଗମ ରଖିଥିଲେ। ପୁଣି ୧୫ ବର୍ଷ ଜେଲ ରେ ରହିବାପରେ ବିକୀ ଗୋସ୍ୱାମୀ ର ୧୦ ବର୍ଷ ର ସଜା କମ କରିଦିଆଗଲା।

ବିକ୍ତି ୨୦୧୩ ମସିହା ରେ ମମତା ଙ୍କୁ ବିବାହ କଲେ ଆଉ ବର୍ତ୍ତମାନ ସେ ଦୁଇଜଣ ସାଉଥ କେନିଆ ରେ ରହୁଛନ୍ତି। ମମତା ନିଜର ବିବାହ ଖବରକୁ ମାନୁନାହାନ୍ତି। ମମତା ଙ୍କ କହିବା କଥା କି ମୁଁ କେବେ କାହାକୁ ବିବାହ କରିନି କି ମୁଁ ବିବାହିତା ନୁହେଁ। ଏହା ସତ କି ମୁଁ ବିକୀ ଙ୍କୁ ପ୍ରେମ କରୁଛି, କିନ୍ତୁ ତାଙ୍କୁ ବି ଜଣା ଥିବା କି ମୋର ପ୍ରଥମ ପ୍ରେମ ଈଶ୍ୱର।

 

ଡ଼ାଇରେକ୍ଟର ରାଜକୁମାରୀ ସନ୍ତୋଶୀ ମମତା ଙ୍କୁ”ଚାଇନା ଗୋଟ” ଫିଲ୍ମ ରେ ଆଗେ ଅଭିନେତ୍ରୀ ନେଇଥିଲେ। ପ୍ରଥମ ଭାଗ ପରେ ସନ୍ତୋଶୀ, ମମତା ଙ୍କୁ ଫିଲ୍ମ ରୁ ବାହାର କରିବାକୁ ଚାଂହୁଥିଲେ। ଖବର ଅନୁସାରେ, ସେଠି ଚାପ ବଢିବାରୁ ତାଙ୍କୁ ଫିଲ୍ମ ରେ ରଖିଥିଲେ। ପରେ ମମତା ସନ୍ତୋଶୀ ଙ୍କ ଉପରେ ସେସ୍ତୁଆଲ ହେରେସମ ର ଆରୋପ ଲଗାଇ ଥିଲେ।

୧୯୯୨ ମସିହାରେ ତିରଙ୍ଗା ଫିଲ୍ମ ରୁ ବଲିଉଡ ରେ ଢେଉ କରୁଥିବା ମମତା କୁଲକର୍ଣ୍ଣି ଙ୍କୁ ୧୯୯୩ ମସିହାରେ ଆସିଥିବା”ଆଶିକ ଆୱାର”ଫିଲ୍ମ ଷ୍ଟାର ବନେଇ ଦେଲା। ଏହି ଫିଲ୍ମ ପାଇଁ ତାଙ୍କୁ’ଫିଲ୍ମଫେୟର ନ୍ୟୁ କେଶ’ ଆୱାଡ ମିଳିଥିଲା। ଏହାପରେ ସେ “ୱକ୍ତ ହମାରା ହେ”,କ୍ରାନ୍ତିବୀର, କରନ ଅର୍ଜୁନ, ବାଜି ଭଳି ଫିଲ୍ମ ରେ ନଜର ଆସିଥିଲେ। ତାଙ୍କର ଶେଷ ଫିଲ୍ମ”କଭି ତୁମ କଭି ହମ”୨୦୦୨ ମସିହାରେ ରିଲିଜ ହୋଇଥିଲା।

କେବେ ନିଜର ସାହସୀକତା ତିଆରି କରୁଥିବା ମମତା ସାଧୁ ବି ହୋଇଗଲେ। ବଲିଉଡ ଜଗତ କୁ ଛାଡି ସେ ଆଧ୍ୟାତ୍ମିକ କୁ ଗ୍ରହଣ କଲେ। ୨୦୧୩ ମସିହାରେ ସେ ନିଜର ପୁସ୍ତକ’ଅଟୋବାୟୋଙ୍ଗିଫ ଆଫ ଏମ ଯୋଗିନ’ ରିଲିଜ କରିଥିଲେ। ଫିଲ୍ମ ଜଗତକୁ ବିଦାୟ କହିବାର କାରଣ ପଚାରିବାରୁ ମମତା କୁଲକର୍ଣ୍ଣି କହିଥିଲେ’କିଛି ଲୋକ ଦୁନିଆର କିଛି କାମ ପାଇଁ ଜନ୍ମ ହୋଇଛନ୍ତି’ ଆଉ କିଛି ଲୋକ ଇଶ୍ଵର ଙ୍କ ପାଇଁ ଜନ୍ମ ନେଇଛନ୍ତି। ମୁଁ ମଧ୍ୟ ଇଶ୍ଵର ଙ୍କ ପାଇଁ ଜନ୍ମ ନେଇଛି।

୨୦ ଏପ୍ରିଲ,୧୯୭୨ ମସିହାରେ ମୁମ୍ବାଇ ର ଏକ ମରାଠୀ ପରିବାର ରେ ଜନ୍ମ ହୋଇଥିବା ମମତା କୁଲକର୍ଣ୍ଣି ଙ୍କ ର ଦୁଇଜଣ ଭଉଣୀ ମିଥିଲା ଏବଂ ମୋଲିନା । ମମତା ୯୦ ଦୂରଦର୍ଶନ ଭିତରେ”ଆଶିକ ଆୱରା”ଓ “କରନ ଅର୍ଜୁନ” ଭଳି ସୁପରହିଟ ଫିଲ୍ମ ରେ ମଧ୍ଯ କାମ କରିଛନ୍ତି ।

Leave a Reply

Your email address will not be published. Required fields are marked *