ବଲିଉଡ ରେ ଲୋକପ୍ରିୟ ହେବା ମାତ୍ରେ ଅଭିନେତ୍ରୀ ମିଡ଼ିଆ ର ଲାଇମ ଲାଇଟ ରେ ଆସିଥାନ୍ତି ତାଙ୍କୁ ସବୁଲୋକ ଆଗ୍ରହ ନେବାକୁ ଆରମ୍ଭ କରନ୍ତି। ତାଙ୍କ ସହ ଯୋଡ଼ି ହୋଇଥିବା ସବୁ ଫଟୋଗ୍ରାଫ ଇଣ୍ଟରନେଟ ରେ ଭାଇରାଲ ହୋଇଥାଏ। କିଛି ଫଟୋ ଏମିତି ହୋଇଥାଏ, ଯେଉଁଥିରେ ସେ ବିବାଦ ରେ ଘେରି ରୁହନ୍ତି। ଆପଣଙ୍କୁ ଆମେ ଅଭିନେତ୍ରୀ ଙ୍କ କିଛି ଏମିତି ଫଟୋ ଦେଖାଇବୁ ଯାହା ବହୁତ ବିରକ୍ତିକର ଓ ଏହି ଫଟୋ ବହୁତ ଚକିତ କରାଇଲା ଭଳି ହୋଇଛି। ଦେଖନ୍ତୁ ଏହି ଫଟୋ କୁ ଯାହା ବହୁତ ଟ୍ରୋଲ ମଧ୍ୟ ହୋଇଛି।
ଅକ୍ଷୟ କୁମାର:
ବଲିଉଡ ଅଭିନେତା ଅକ୍ଷୟ କୁମାର ଙ୍କ ଏହି ଫଟୋ ଅଟେ। ଯାହାକି ଏକ ଇଭେଣ୍ଟ ର। ଏଠି ଅକ୍ଷୟ ଏକ ଜିସ ବ୍ରାଣ୍ଡ କୁ ପ୍ରୋତ୍ସାହିତ କରୁଥିଲେ। ଏଥିପାଇଁ ସେ ନିଜ ପ୍ୟାଣ୍ଟ ର ଗୋଟେ ବୋତାମ ପତ୍ନୀ ତବିକଳ ଖତ୍ରା ଙ୍କ ଠାରୁ ଖୋଲିଥିଲେ। ଷ୍ଟ୍ରିପ ରେ ଏହା ଲେଖା ଥିଲା କି ଅକ୍ଷୟ ଏହି ବୋତାମ ଜଣେ ମଡେଲ ଙ୍କ ଦ୍ଵାରା ଖୋଲିବେ।
ପ୍ରାୟତଃ ଅକ୍ଷୟ ଙ୍କୁ ଏହି କାମ କରିବା ମହଙ୍ଗା ପଡି ଯାଇଥିଲା। କାରଣ ଜଣେ ବ୍ୟକ୍ତି ଅକ୍ଷୟ ଙ୍କର ଅଭିଯୋଗ ପୋଲିସ ପାଖରେ କରି ଦେଇଥିଲେ ଏହି କାରଣରୁ ତାଙ୍କୁ ଥାନାର ଚକର ମଧ୍ୟ ଲଗାଇବାକୁ ପଡ଼ିଥିଲା।
କେଟରିନା କେଫ:
ବଲିଉଡ ର ସବୁଠାରୁ ସୁନ୍ଦରୀ ଅଭିନେତ୍ରୀ କେଟରିନା କେଫ ଅଟନ୍ତି। ଏଥିପାଇଁ ସେ ମିଡ଼ିଆର ଲାଇମ ଲାଇଟ ରେ ରହୁଛନ୍ତି। ଏମିତି ଏକ ପାର୍ଟି ରେ କେଟରିନା କେଫ ବହୁତ ମଦ ପିଇ ଦେଇଥିଲେ। ଏଥିପାଇଁ ସେ ନିଜର ହୋଶ ହରାଇ ବସିଲେ କି ତାଙ୍କୁ ପଛରୁ ଜଣେ ସାଙ୍ଗ କୁ ଧରିବାକୁ ପଡ଼ିଲା।
ଏମିତି କରୁଥିବା ସମୟରେ ତାଙ୍କ ହାତ ଭୁଲରେ କେଟରିନା କେଫ ଙ୍କ ଡ୍ରେସ ଭିତରେ ପସିଗଲା। କଣ ଥିଲା ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ ହୋଇଗଲା। ଏହାର ବହୁତ ମଜାକ ମଧ୍ୟ ଉଡା ଯାଇଥିଲା।
କେଟରିନା କେଫ ଓ ରାନୀ ମୂର୍ଖଜୀ:
କେଟରିନା କେଫ ଓ ରାନୀ ମୂର୍ଖଜୀ ଙ୍କର ଏହା ଏକ ଏମିତି ଫଟୋ, ଯେଉଁଥିରେ ଦୁଇଜଣ ଜଣେ ଆଉ ଜଣକୁ ଚୁମ୍ବନ ଦେଉଥିବାର ଦେଖାଯାଉଛି। କିନ୍ତୁ ଏହି ଫଟୋ ର ସତ୍ୟତା ଆଉ କିଛି ଅଟେ। ଏହି ଦୁଇଜଣ ଜଣେ ଆଉ ଜଣକୁ ଦେଖା ହୋଇଥିବା ସମୟରେ ଆଲିଙ୍ଗନ କରୁଥିଲେ କିନ୍ତୁ କ୍ୟାମେରା ର ଏଙ୍ଗଲ କିଛି ଏମିତି ହୋଇଗଲା କି ଦୁଇଜଣ ‘କିସ’କରୁଥିବାର ନଜର ଆସିଲେ। ଏଥିରେ କାହାର କଣ ଭୁଲ କିନ୍ତୁ ସୋସିଆଲ ମିଡ଼ିଆ ଏ କଥା କୋଉଠୁ ବୁଝୁଛି ସେ ଏହି ଫଟୋ ରେ ଖୁବ ମଜା ନେଇଥିଲା।
ଐଶ୍ୱଯ୍ୟା ରାୟ ଓ ଅଜୟ ଦେବଗନ:
ଏହି ଫଟୋ ରେ ଐଶ୍ୱର୍ଯ୍ୟା ରାୟ ଓ ଅଜୟ ଦେବଗନ ଅଛନ୍ତି। ଯେଉଁଥିରେ ସେ ଅବାଇ ଶୋ ରେ ଆଲିଙ୍ଗନ କରୁଥିଲେ। କିନ୍ତୁ ଏହି କାରଣରୁ ଐଶ୍ଵର୍ଯ୍ୟା ନିଜର ଆଖି ବନ୍ଦ କରିଦେଲେ ଓ ଭୁଲ ରେ ଅଜୟ ଦେବଗନ ଙ୍କ ଓଠ କୁ ଚୁମ୍ବନ ଦେଇଦେଲେ ଏବେ ଏହି ଛୋଟ ଭୁଲ ର କାରଣରୁ ସୋସିଆଲ ମିଡିଆରେ ତାଙ୍କର ବରାବର ମଜାକ ହୋଇଥିଲା।
ଫଳସ୍ୱରୁପ, ଏହା ଭୁଲ କିନ୍ତୁ ଐଶ୍ବର୍ଯ୍ୟା ରାୟ ଓ ଅଜୟ ଙ୍କ ଜୀବନର ସବୁଠାରୁ ଲଜ୍ୟାଜନକ ସମୟ ଥିଲା। ଏହା କିଛି ବି ଥାଉ କିନ୍ତୁ ଘଟଣା ବହୁତ ଖରାପ ଭାବରେ କୁହାଗଲା।
ଐଶ୍ୱର୍ଯ୍ୟା ରାୟ ଓ ଅମିତାଭ ବଚ୍ଚନ:
ଐଶ୍ୱର୍ଯ୍ୟା ରାୟ ବଲିଉଡ ର ମହାନାୟକ ଅମିତାଭ ବଚ୍ଚନ ଙ୍କ ବୋହୂ ଅଟନ୍ତି। ଏହି ଫଟୋ ରେ ସେ ନିଜ ଶଶୁର ଙ୍କ ଗାଲରେ’କିସ’ କରୁଥିଲେ କିନ୍ତୁ ଯେତେବେଳେ ଦୂରରୁ ଏହି ଫଟୋ ନେଲେ ଏମିତି ଜଣା ପଡ଼ିଲା କି ଯେମିତି ତାଙ୍କ ଓଠ କୁ ଚୁମ୍ବନ ଦେଉଛନ୍ତି। ଏହି ଫଟୋ ରେ କାହାର ଭୁଲ ନାହିଁ, ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।