ବନ୍ଧୁଗଣ ବାୟୁ ଦୋଷ ହେବା ଦ୍ବାରା ଚର୍ମ, କେଶ, କାନ, ଓଠ ଓ ଗଣ୍ଠିରେ ସୁଷ୍କତା ଆଭ୍ୟନ୍ତରୀୟ ସୁଷ୍କତା ଫୁଲିବା, ଗ୍ୟାସ କଷ୍ଟ କାଠିନ୍ୟ, ଓହନରେ ହ୍ରାସ, ମନରେ ଅସ୍ଥିରତା, ମୁଣ୍ଡ ବୁଲେଇବା ଭିକ୍ତିହିନ ଅନୁଭବ କରିବା, ଖରାପ ରକ୍ତ ସଞ୍ଚାଳନ, ମାଂସ ପେଶିରେ ଦୁର୍ବଳତା, ଆଜମା ଓ ଆସ୍ଥା ଭଳି ସମସ୍ୟା ହୋଇଥାଏ ।
ସେହି ଭଳି ଅଜୀର୍ଣ ଏକ ସାଧାରଣ ସମସ୍ୟା ଯାହା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ କିନ୍ତୁ ଅନେକ ଲୋକଙ୍କୁ ଅଧିକାଂଶ ଲୋକଙ୍କୁ ଏହା ସାମାନ୍ୟ ଓ ବେଳେ ବେଳେ ବହୁତ ଅଧିକ ଯନ୍ତ୍ରଣା ଦେଇଥାଏ । ଏହା ହେବା ଦ୍ଵାରା ପେଟ ଫୁଲିବା ବାନ୍ତି ଲାଗିବା ଭଳି ହୋଇଥାଏ । ଆଜି ଆମେ ଏଠାରେ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କୁ ଏହି ସମସ୍ତ ସମସ୍ୟା ସବୁଦିନ ପାଇଁ ଶେଷ କରିଦେବ।
ଏହି ଚୂର୍ଣ୍ଣକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମ ଦରକାର ୩ ଚାମଚ ଜୁଆଣି । ଜୁଆଣି ର ବିଭିନ୍ନ ଉପକାରିତା ବିଷୟରେ ଆପଣ ତ ଜାଣିଥିବେ । ଜୁଆଣି ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଏବଂ ବାୟୁ ଅଜୀର୍ଣ ଭଳି ସମସ୍ୟାକୁ ଦୁର କରିବାରେ ଏହା ବହୁତ ଅଧିକ ଲାଭ ଦାୟକ ଅଟେ । ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ୩ ଚାମଚ ଜୁଆଣି ନିଅନ୍ତୁ । ଏହା ଆପଣଙ୍କ ରୋଷେଇ ଘରେ ଖୁବ ସହଜରେ ମିଳିଯିବ ।
ଗୋଲ ମରିଚ:
ଏହି ଚୂର୍ଣ୍ଣ କୁ ପ୍ରସ୍ତୁତ କରିବାକୁ ଦ୍ଵିତୀୟ ସାମଗ୍ରୀ ହେଉଛି ମରିଚ । ଏଥିରେ ଆପଣ ୨୦-୩୦ ଟି ଗୋଲ ମରିଚ ନିଅନ୍ତୁ । ଗୋଲ ମରିଚ ଆମ ଶରୀର ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ବାୟୁ ଏବଂ ଅଜୀର୍ଣ ଭଳି ଦୋଷ କୁ ଦୂର କରିବା ପାଇଁ ଏହା ବହୁତ ଲାଭ ଦାୟକ ।
ସୁଣ୍ଠି:
ଏହା ଆପଣଙ୍କୁ କୌଣସି ବି ତେଜରାତି ଦୋକାନରେ ମିଳିଯିବ । ଏହା ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ହୋଇଥାଏ । ସୁଣ୍ଠୀ ଆମ ଶରୀରର ଅନେକ ପ୍ରକାର ରୋଗ ଦୂର କରିଥାଏ ।
ପିମ୍ପଳି:
ପିମ୍ପଳୀ ବି ଆପଣକୁ ଆୟୁର୍ବେଦ ଦୋକାନରୁ ସହଜରେ ମିଳିଯିବ । ବନ୍ଧୁଗଣ ପୁମ୍ପଳି ମଧ୍ୟ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ବାୟୁ ଅଜୀର୍ଣ ଭଳି ସମସ୍ୟା ପାଇଁ ଏହା ବହୁତ ଅଧିକ ଲାଭ ଦାୟକ ଅଟେ । ତେଣୁ ଏହାର ପ୍ରୟୋଗ ଏହି ଚୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ନିହାତି କରନ୍ତୁ ।
ସନ୍ଧେବ ଲୁଣ:
ଏହି ଲୁଣ ଆୟୁର୍ବେଦ ଦୋକାନରେ ଅତି ସହଜରେ ମିଳିଯାଏ। ଏହା ଏହି ଚୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ମଧ୍ୟ ନିହାତି ଜରୁରୀ। ଯଦି ଏହି ଲୁଣ ଆପଣଙ୍କ ପାଖରେ ମିଳୁନାହିଁ ତେବେ ଆପଣ କଳା ଲୁଣ ର ବ୍ୟବହାର କରିପାରିବେ।
ପ୍ରସ୍ତୁତ ପ୍ରଣାଳୀ:
ଏବେ ଏହି ସମସ୍ତ ସାମଗ୍ରୀକୁ ସମ ପରିମାଣରେ ନେଇ ଏହାକୁ ଗୁଣ୍ଡ କରନ୍ତୁ । ଏବଂ ଏହାକୁ ସେବନ କରିବା ପାଇଁ ଏହା ସହିତ ଏକ ଗ୍ଲାସ୍ ଉଷୁମ ପାଣି ନିଅନ୍ତୁ । ଖାଦ୍ୟ ଖାଇବାର ୩୦ ମିନିଟ ପରେ ଆପଣ ଏହି ଚୂର୍ଣର ଏକ ଚାମଚ ଆଣି ଏକ ଗ୍ଲାସ୍ ଉଷୁମ ପାଣିରେ ମିଶାନ୍ତୁ ଏବେ ଆପଣ ସେଥିରେ ଅଧା ଚାମଚ କଲା ଲୁଣ ଅଥବା ସନ୍ଧେବ ଲୁଣ ପକାନ୍ତୁ । ଯଦି ଆପଣ ସନ୍ଧେବ ଲୁଣର ବ୍ୟବହାର କରୁଛନ୍ତି ତେବେ ଆପଣ ଏହି ଚୂର୍ଣ୍ଣ ପ୍ରସ୍ତୁତ କରିବାର ସମୟରେ ଏହାକୁ ପକେଇ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ ।
ଏହି ଗୁଣ୍ଡ ଆପଣ ଏକ ବନ୍ଦ ଜାର ଭିତରେ ଷ୍ଟୋର କରି ରଖି ପାରିବେ । ଏହା ୧-୨ ମାସ ପର୍ଯ୍ୟନ୍ତ ଏହା ରହି ପାରିବ । ଏହି ଚୂର୍ଣ୍ଣ କୁ ସେବନ କରିବା ଦ୍ୱାରା ବାୟୁ ଓ ଅଜୀର୍ଣ ଭଳି ସମସ୍ୟା ଦୂର ହୋଇଥାଏ । ଏହା ସହିତ ବହୁତ ଦିନର ପୁରୁଣା ରୋଗ ଥିଲେ ମଧ୍ୟ ଏହା ଭଲ ହୋଇଯାଏ ।
ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତ ମତ ମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ତେବେ ଗୋଟିଏର ଲାଇକ ଓ ଶେୟର ନିଶ୍ଚିନ୍ତ କରନ୍ତୁ |