ବିଦେଶୀ ଜଣଙ୍କ ବଜାଇଲେ 18 ହଜାର ବର୍ଷ ପୁରୁଣା ଶଙ୍ଖ, ଭିତରୁ ବାହାରିଲା ଏପରି ଶବ୍ଦ

ଆପଣ ଜାଣିଥିବେ ଯେ, ଭାରତରେ ପୂଜା-ପାଠ ସମୟରେ ଶଙ୍ଖର ଆବଶ୍ୟକତା ହୋଇଥାଏ। ସେହି ଶଙ୍ଖ ବଜାଇଲେ ଭକ୍ତିର ଏକ ପରିବେଶ ସୃଷ୍ଟି ହୋଇଯାଇଥାଏ। ଅନେକ ବର୍ଷ ପରେ ଏମିତି ଏକ ଶଙ୍ଖ ଫୁଙ୍କା ଯାଇଛି ଯେଉଁଥିରେ ଏକ ଅଦ୍ଭୁତ ଧ୍ୱନୀ ଆସୁଛି। ତାହା ଦେଖିବାକୁ ୧୮ ହଜାର ବର୍ଷ ତଳର ଲୋକମାନଙ୍କ ମୁଣ୍ଡ ଭଳି ଦେଖା ଯାଉଛି। ଏହି ଶଙ୍ଖଟି ଫ୍ରାନ୍ସର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ ଅଫ ଟୋଓଲୋଓସ ରେ ୧୯୩୧ ମସିହାରୁ ରହିଛି।

ଶଙ୍ଖର ପାଇବା ସ୍ଥାନ ଓ ତା ପରେ କଣ ହେଲା:

ଶଙ୍ଖଟିକୁ ୧୯୩୧ ମସିହାରେ ପାଇରେନିସ ମାଉଁଟେନ୍ସର ମାର୍ସୋଓଲାସ ଗୁମ୍ଫାରେ ମିଳିଥିଲା। ଏହାକୁ ପାଇଥିବା ଲୋକ ଶଙ୍ଖକୁ ମ୍ୟୁଜିୟମରେ ରଖିଥିଲା ପଛରେ ଷ୍ଟଡି କରାଯିବା ପାଇଁ। କିନ୍ତୁ ସେହି ଦିନଠୁ କେହି ବଜାଇ ନଥିଲେ। ଏହାପରେ ଆର୍କିଓଲୋଜିଷ୍ଟ ରିସର୍ଚ୍ଚ କରିଥିଲେ। ସେ ଜଣାଇଥିଲେ କି, ଏହା ଏକ ସାଧାରଣ ଶଙ୍ଖ ନୁହେଁ। ଏହା ୧୮ ହଜାର ବର୍ଷ ପୂର୍ବର ଓ ସେତେବେଳର ଲୋକମାନଙ୍କ ମୁଣ୍ଡ ଭଳି ଦେଖାଯାଉଛି।

ରିସର୍ଚର ମାନଙ୍କ ମତ:

ଏହି ଶଙ୍ଖ ବହୁତ ବର୍ଷ ପୂର୍ବରୁ ଲୋକମାନେ ପୂଜା-ପାଠ କିମ୍ବା ଉତ୍ସବରେ ବଜାଉଥିଲେ। ଏହା ଯେତେବେଳେ ୯୦ ବର୍ଷ ପୂର୍ବରୁ ଖୋଜା ଯାଇଥିଲା, ସେତେବେଳେ ଏହା ଏକ ଲିଭିଙ୍ଗ କପ ରୂପରେ ଦେଖା ଯାଇଥିଲା। ଏହାକୁ ସେତେବେଳେ ସାଇନ୍ସ ଆଡ଼ଭାନସେସର ପତ୍ରିକାରେ ଛପାଯାଇଥିଲା। ବର୍ଷ ବର୍ଷ ଧରି ରିସର୍ଚ୍ଚ କରିବାରୁ ଏହା ଜଣାପଡ଼ିଲାକି ଏହା ଏକ ସାଧାରଣ ଶଙ୍ଖ ଭଳି ଯାହା ଧ୍ୱନୀ ସୃଷ୍ଟି କରେ।

ଶଙ୍ଖର ଧ୍ୱନୀ କିପରି ଥିଲା:

ଏହି ଶଙ୍ଖକୁ ବଜାଇବା ପାଇଁ ରିସର୍ଚର ମାନେ ଏକ ଉତ୍ତମ ହର୍ଣ ପ୍ଲେଅରଙ୍କୁ ଡାକିଥିଲେ। ସେ ଯେତେବେଳେ ଏହି ଶଙ୍ଖକୁ ଫୁଙ୍କିଲେ ସେତେବେଳେ ୩ ପ୍ରକାରର ଧ୍ୱନୀ ଶୁଣାଇ ଦିଅଗଲା। ସି, ସି- ସାର୍ପ, ଓ ଡି ଶୁଣିବାକୁ ପାଇଲେ। ଏହି ଶବ୍ଦ ଶୁଣି ସେଠାରେ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ଏହି ଶଙ୍ଖରେ ମଧ୍ୟ ହସ୍ତକଳା ଅର୍ଥାତ ଚିତ୍ରକଳା ଶଙ୍ଖର ବାହାରେ ଓ ଭିତରେ ମଧ୍ୟ କରାଯାଇ ଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *