ଭଲ ପାଇବା ଓ ଶାରୀରିକ ସଂପର୍କ ଜଣେ ଆଉ ଜଣଙ୍କ ସହ ଯୋଡ଼ି ହୋଇଥାଏ । କିନ୍ତୁ ପ୍ରଶ୍ନ ଏହାକି ଶାରୀରିକ ସଂପର୍କ ର ସଠିକ ସମୟ କ’ଣ ? କେବେକେବେ ଆମେ ଏତେ ଗଭୀର ରିଲେସନ କୁ ଚାଲିଯାଆନ୍ତି ସେ ସମୟରେ ଶାରୀରିକ ସମ୍ବଦ୍ଧ ହୋଇଯାଇଥାଏ ।
ହେଲେ ଯେବେ ଏହି ସମ୍ପର୍କ କୁ ପରିବାର ମାନିନଥାନ୍ତି କିମ୍ବା ସମ୍ବଦ୍ଧ ବିଗାଡିବା ପରେ ଦୂରତା ବଢ଼ିବାକୁ ଲାଗେ ତେବେ ମନ ରେ ଗୋଟେ ଆଶଙ୍କା ରହିଥାଏ । ତେବେ କ’ଣ ବିବାହ ପରେ ଶାରୀରିକ ରୂପରେ ଆକ୍ଟିଭ ହେବା ଠିକ୍ ଅଟେ ? ଏବେ କ’ଣ ଠିକ୍ କ’ଣ ଭୁଲ ତାହା ବିଷୟରେ କିଛି କହି ହେବ ନାହିଁ । କିନ୍ତୁ ଏହା କୁହାଯାଇପାରେ କି ବିବାହ ପୂର୍ବରୁ ସେ-କ୍ସ ଆପଣଙ୍କ ପାଇଁ ବହୁତ ଅସୁବିଧା ଆଣିପାରେ ।
ଥରେ ଏହି ସମ୍ପର୍କ ଏହି ଷ୍ଟେଜ ରେ ପହଞ୍ଚି ଯାଏ ଓ ଏଥିରେ ସାମିଲ ହୋଇଯାଆନ୍ତି ତେବେ ରିଲେସନସିପ ରେ ପରିବର୍ତ୍ତନ ଆସିବା ଆରମ୍ଭ ହୋଇଯାଇଥାଏ । ମାନେ ଶାରୀରିକ ସମ୍ପର୍କ ରଖିବାକୁ ଲାଗନ୍ତି । ସେ-କ୍ସ ପରେ ଦୁହିଁଙ୍କ ସମ୍ପର୍କ ରେ ପରିବର୍ତ୍ତନ ଆସିଥାଏ । ଏହା ପରିବର୍ତ୍ତନ ହୁଏ କି ଦୁହେଁ ଦୁହିଁଙ୍କ ପାଇଁ ଅଧିକ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଯାଆନ୍ତି । ଥରେ ଯେବେ ଏହା ଆରମ୍ଭ ହୋଇଥାଏ ତେବେ ଏହା ଚାଲି ରହିଥାଏ । କିଛି ଲୋକଙ୍କ ପାଇଁ ଏହା ଏକ ଅଭ୍ୟାସ ରେ ପରିଣତ ହୋଇଯାଏ ।
କେବେ କେବେ ସମ୍ପର୍କ ଏଥି ପାଇଁ ମଧ୍ୟ ଭାଙ୍ଗିଥାଏ । ଦମ୍ପତ୍ତି ଙ୍କ ମଧ୍ୟରୁ କେହି ଜଣେ ବାରମ୍ବାର ସେ-କ୍ସ କରିବା କୁ ଅନୁମତି ଦେଇନଥାନ୍ତି । ସେମାନେ କଥା ହେବାକୁ ଚାହାଁନ୍ତି କିନ୍ତୁ ଜଣେ ଅନ୍ୟ ଜଣ ଙ୍କ ସହ ଫିଜିକାଲ ହେବା କୁ ।
କିନ୍ତୁ ଯଦି ଦୁହେଁ ଏହାକୁ ଅନୁମତି ଦିଅନ୍ତି ତେବେ ବିପଦ ସେତେବେଳେ ଆସେ ଯେତେବେଳେ କୌଣସି କଥା କୁ ନେଇ ଦୁହିଁଙ୍କ ମଧ୍ୟରେ ବ୍ରେକଅପ ହୋଇଥାଏ । କିନ୍ତୁ ଫିଜିକାଲ ହେବା ସମୟକୁ ଭୁଲି ପାରିନଥାନ୍ତି । ତେବେ ଏହା ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଅଲଗା ହେବା ପରେ ମଧ୍ୟ ଯୌନ ସମ୍ପର୍କ ରହିଥାଏ ଯାହା ଏକ ଭୁଲ ଅଟେ ।
ଦୁନିଆ ସାରା ର ବହୁତ ଦମ୍ପତ୍ତି ଦେଖିବାକୁ ମିଳନ୍ତି ଯାହାଙ୍କର କେବଳ ସମ୍ପର୍କ ଏଥିପାଇଁ ଚାଲେ କି କାହିଁକି ନା ତାଙ୍କୁ ଭଲ ସେ-କ୍ସସୁଆଲ ପାର୍ଟନର ମିଳିନଥାନ୍ତି । ଏମିତି ରେ ଯଦି ସେମାନେ ଅଲଗା ହେବାକୁ ଚାହିଁଥାନ୍ତି ତେବେ ସେମାନେ ଅସଫଳ ହୋଇଥାନ୍ତି ।
କେବେ କେବେ ଏମିତି ବି ହୁଏ କି ଆପଣ ଯାହାଙ୍କ ସହିତ ସମ୍ପର୍କ ରଖିଛନ୍ତି ତାଙ୍କ ସହ ଆପଣଙ୍କ ବିବାହ ହୁଏନାହିଁ । କିନ୍ତୁ ଯେବେ ଏହି କଥା ଆପଣଙ୍କ ସାଥୀ ଙ୍କୁ ଜଣାପଡେ ତେବେ ଆପଣଙ୍କ ସମ୍ପର୍କ ଖରାପ ହେବା ର ଆଶଙ୍କା ରହିଥାଏ । କେବେ କେବେ ଆପଣ ମଧ୍ୟ ଏହି କଥା କୁ ଭିତରୁ ଗିଲ୍ଟି ଅନୁଭବ କରିବାକୁ ଲାଗନ୍ତି ।
କିନ୍ତୁ କେତେ ଦମ୍ପତ୍ତି ଏମିତି ବି ହୋଇଥାନ୍ତି ଯିଏ ନିଜର ଭର୍ଜିନିଟୀ ବିବାହ ପାଇଁ ବଞ୍ଚାଇ ରଖିଥାନ୍ତି । କିନ୍ତୁ ବିବାହ ପୂର୍ବରୁ ଓ ବିବାହ ପରେ ଶାରୀରିକ ସଂପର୍କ କେତେ ଠିକ କେତେ ଭୁଲ ଏହାର ନିଷ୍ପତ୍ତି ନିଜକୁ ନେବାକୁ ପଡ଼ିବ । କାହିଁକି ନା ଏଥିରେ ଠିକ ଓ ଭୁଲ ର ପରିଧି ରେ ବାଧା ଆସି ପାରିବ ନାହିଁ ।