ବ୍ୟକ୍ତି ଜଣକ କପଡା ଖର୍ଚ୍ଚ ବଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ଶରୀରରେ କରାଇଲେ ଟାଟୁ, କାଖରୁ ଆରମ୍ଭ କରି ନିଜ ବ୍ୟକ୍ତିଗତ ଅଙ୍ଗରେ ମଧ୍ୟ ଫୁଡ଼ାଇଲେ ଛୁଞ୍ଚି।

ସୌକ ଏକ ବହୁତ ବଡ଼ ଜିନିଷ ହୋଇଥାଏ। ଅନେକଥର ଏହି ସୌକ ନିଶାର ରୂପ ନେଇଯାଇଥାଏ। ଏହାକୁ ଦେଖି ବିଶ୍ୱାସ କରିବା କଷ୍ଟସାଧ୍ୟ ହୋଇଥାଏ। କିନ୍ତୁ ଲୋକ ସୌକରେ ଏମିତି ଅନେକ କାରନାମା କରିଯାଇଥାନ୍ତି, ଯାହାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଥାଏ। ଟାଟୁକୁ ନେଇ ଦିୱାନା ଜଣେ ଏପରି ହିଁ ବ୍ୟକ୍ତିଙ୍କର ଫୋଟୋ ତିବ୍ରତାର ସହିତ ଭାଇରାଲ ହେଉଛି। ୩୩ ବର୍ଷର ପାଁଲ ନିଜର ସମ୍ପୂର୍ଣ୍ଣ ଶରୀରକୁ କଳା ରଙ୍ଗରେ ଖୋଦେଇ କରି ଦେଇଛନ୍ତି।

ତାଙ୍କ କହିବା କଥା ଯେ, ଶରୀରକୁ ପୋଷାକରେ ଢାଙ୍କିବା ସ୍ଥାନରେ ଟାଟୁରେ କଭର କରିବା ଅଧିକ ପସନ୍ଦ କରିଥାନ୍ତି। ଏହି ବ୍ୟକ୍ତି ଟାଟୁର ଏପରି ଦିୱାନା ଅଟନ୍ତି ଯେ, ସେ ନିଜର କାଖ ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଅଙ୍ଗ ପର୍ଯ୍ୟନ୍ତ ଟାଟୁ ବନାଇ ଦେଇଛନ୍ତି। ବର୍ତ୍ତମାନ ତାଙ୍କର ଶରୀର କିଛି ହିଁ ଅଂଶ ବିନା ଟାଟୁରେ ନଜର ଆସୁଛି, ଯାହାକୁ ସେ ଆଗକୁ କଭର କରିବାର ଯୋଜନା କରୁଛନ୍ତି।

ବର୍ଲିନରେ ରହୁଥିବା ପାଁଲଙ୍କ ଫୋଟୋ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କର ସମ୍ପୂର୍ଣ୍ଣ ଶରୀରରେ ତିଆରି କରାଇଥିବା ଟାଟୁ ଲୋକଙ୍କର ଧ୍ୟାନ ଆକର୍ଷଣ କରୁଛି।

ପାଁଲ ବର୍ଲିନରେ ଏକ ଦୋକାନର ମ୍ୟାନେଜର ଅଛନ୍ତି। ଏଥିସହିତ ସେ ଏକ ପବରେ ଡିଜେ ମଧ୍ୟ ଅଛନ୍ତି। ବିଗତ ଦୁଇବର୍ଷରୁ ସେ ନିଜର ଶରୀର ଚିତ୍ର ଉପରେ କାମ କରୁଛନ୍ତି।

ସେ ନିଜର ବେକରୁ ନେଇ ନିଜର ପାଦ ପର୍ଯ୍ୟନ୍ତ କଳା ରଙ୍ଗର କାଳି ଭରି ନେଇଛନ୍ତି। ତେବେ ତାଙ୍କ ମୁହଁ ଏବଂ ବାମ ହାତରେ କୌଣସି ଟାଟୁ ନାହିଁ।

୩୩ ବର୍ଷର ଏହି ରଚନାତ୍ମକ।ବ୍ୟକ୍ତିଙ୍କ ଫୋଟୋ ଗୁଡିକ ଦେଖି ଆପଣ ସ୍ତବ୍ଧ ରହିଯିବେ। ସେ ନିଜର ଶରୀରକୁ ଚିତ୍ରର ଦୋକାନ ବୋଲି କହିଛନ୍ତି। ତାଙ୍କର ଫୋଟୋ ତାଙ୍କ ବନ୍ଧୁମାନେ andreagalad ଉତ୍ତୋଳନ କରିଥାନ୍ତି।

ପାଁଲ ଡେଲି ଷ୍ଟାରଙ୍କୁ ଦେଇଥିବା ସାକ୍ଷାତକାରରେ କହିଲେ ଯେ, ତାଙ୍କୁ ପ୍ରଥମେ ଟାଟୁ ପ୍ରତି ବହୁତ ଭୟ ଲାଗୁଥିଲା। କିନ୍ତୁ ପୁଣି ସେ ଏହାକୁ ଏକ ଚ୍ୟାଲେଞ୍ଜ ହିସାବରେ ନେଇଥିଲେ। ସେ ଏଠାରେ ସେଠାରେ କିଛି ଟାଟୁ କରାଇଥିଲେ କିନ୍ତୁ ଏହାପରେ ତାଙ୍କୁ ଏସବୁର ନିଶା ଲାଗିଗଲା।

ସେ ପୁଣି ନିଜର ସମ୍ପୂର୍ଣ୍ଣ ଶରୀରକୁ ଟାଟୁରେ ଢ଼ାଙ୍କି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ପ୍ରତ୍ୟେକ ତିନି ସପ୍ତାହରେ ୬ ଘଣ୍ଟା ପର୍ଯ୍ୟନ୍ତ ନିଜର ଶରୀରରେ ଏକ ଟାଟୁ ବନାଇଥିଲେ।

ବ୍ୟକ୍ତି ଜଣକ ନିଜର ବ୍ୟକ୍ତିଗତ ଅଙ୍ଗ ଏବଂ କାଖରେ ମଧ୍ୟ ଟାଟୁ ବନାଇଥିଲେ। ସାଧାରଣତଃ ଏହି ଭାଗରେ ଅଧିକ କଷ୍ଟ ହୋଇଥାଏ। କିନ୍ତୁ ପାଁଲ ଏମିତି କରିଥିଲେ।

ବର୍ତ୍ତମାନ ସେ ନିଜର ଶରୀରର ଚିତ୍ରକୁ ଲୋକଙ୍କ ସହିତ ସେୟାର କରୁଛନ୍ତି। ନିଜର ଇନଷ୍ଟଗ୍ରାମ ପେଜରେ।ସେ ଅନେକ ଫୋଟୋ ସେୟାର କରିଛନ୍ତି।

ପାଁଲ ବର୍ତ୍ତମାନ କେବଳ ସାର୍ଟରେ ହିଁ ନଜର ଆସୁଛନ୍ତି। କିଛି ଫୋଟୋରେ ସେ ସାର୍ଟ ମଧ୍ୟ ପିନ୍ଧି ନାହାନ୍ତି। ସେ ପୋଷାକ ସ୍ଥାନରେ ନିଜ ଶରୀରକୁ ଟାଟୁରେ ହିଁ କଭର କରି ନେଇଛନ୍ତି।

ବନ୍ଧୁଗଣ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ କମେନ୍ଟ ରେ ନିଶ୍ଚିନ୍ତ ଜଣାନ୍ତୁ ଏବଂ ଯଦି ଆମର ଏହି ଲେଖା ଭଲ ଲାଗିଥାଏ ଲାଇକ ଶେୟାର କରିବାକୁ ଅନୁରୋଧ | ଏମିତି ପ୍ରିତିଦିନ ନୂଆ ନୂଆ ଦେଶ ବିଦେଶର ଖବର ସହ ମନରଞ୍ଜନ, ସ୍ୱାସ୍ଥ୍ୟ ଓ ଧର୍ମ ଜ୍ୟୋତିଷ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ଫେସବୁକ ପେଜ କୁ ଲାଇକ କରନ୍ତୁ |

Leave a Reply

Your email address will not be published. Required fields are marked *