ମହିଳା ଙ୍କ ହାତରନ୍ଧା ସ୍ଵାଦିଷ୍ଟ ‘ଚିକେନ’ର ପ୍ରଶଂସା କରିବାରେ ଥକୁ ନଥିଲେ ପଡ଼ୋଶୀ, ଫ୍ରିଜ ଖୋଲିବାରୁ ସାମ୍ନାକୁ ଆସିଲା ଭୟାନକ ସତ

ଦୁନିଆ ରେ କେତେ ପ୍ରକାରର କ୍ରାଇମ ମାମଲା ସାମ୍ନାକୁ ଆସିଥାଏ। କ୍ରିମିନାଲ ର ଭାବିବାର ଘେରା କୋଉ ଯାକେ ଯାଇପାରିବ, ଏହାର କଳ୍ପନା କରିବା ବହୁତ କଷ୍ଟ ହୋଇଥାଏ। ସାଧାରଣତଃ କ୍ରିମିନାଲ ବିଷୟରେ ଭାବିଲେ ମନରେ ପୁରୁଷ ମାନଙ୍କ ଭାବନା ଆସିଥାଏ କିନ୍ତୁ ଆଜି ଆମେ ଯେଉଁ ଅପରାଧୀ ର କଥା କହୁଛୁ ସେ ଜଣେ ମହିଳା ଥିଲେ।

ଏହି ମହିଳା ଯେଉଁ କ୍ରାଇମ କରିଥିଲେ, ସେ ସମସ୍ତଙ୍କ ଛାତି ଦୋହଲାଇ ଦେଇଥିଲା ଅତି ସରଳ ଦେଖା ଯାଉଥିବା ମହିଳା ଲୋକମାନଙ୍କୁ ନିଜ ଘରକୁ ଖାଇବା ପାଇଁ ନିମନ୍ତ୍ରଣ କରୁଥିଲା। ସମସ୍ତଙ୍କୁ ତା ହାତରନ୍ଧା ଖାଇବା ବହୁତ ପସନ୍ଦ ଥିଲା। କିନ୍ତୁ ଯେବେ ତାଙ୍କୁ ଜଣାପଡ଼ିଲା କି ମାଂସ ନାରେ ତାଙ୍କୁ କଣ ଖାଇବାକୁ ଦିଆଯାଉଥିଲା ତ ସମସ୍ତଙ୍କ ଆତ୍ମା କମ୍ପି ଉଠିଲା। ଅପରାଧର ଉତ୍ତେଜିତ ମାମଲା ସାମ୍ନାକୁ ଆସିଥିଲା ଇଣ୍ଡୋନେସିଆ ରେ…

ଇଣ୍ଡୋନେସିଆ ରେ୨୦୧୬ ରେ ଏକ ଏମିତି ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଦେଇଥିଲା। ଏଠି ରହିଥିବା ଜଣେ ମହିଳା କୁ ମଣିଷ ଙ୍କ ମାଂସ ଖାଇବା ଆରୋପ ରେ ଗିରଫ କରଯାଇଛି।

ମହିଳା ର ଘର ଫ୍ରିଜ ରେ ପୋଲିସ ମଣିଷ ଙ୍କ ମାଂସ ପାଇଲା। ମହିଳା ଜଣକ ମଣିଷକୁ ମାରି ତା ଶରୀରର ଛୋଟ ଛୋଟ ଖଣ୍ଡ କରି ତାକୁ ଫ୍ରିଜ ରେ ରଖିଥିଲା । ପୋଲିସ ଦ୍ୱାରା ଧରାପଡିଲା ପରେ ଏହା ମହିଳା ନିଜର ଭୟାନକ ଅପରାଧ ମାନିଲା। ସେ କହିଥିଲା କି ନିଜର ଜୀଵନ ରେ ସେ କେତେ ଲୋକଙ୍କୁ ମାରି ତାଙ୍କ ମାଂସ ଖାଇଥିଲା।

ମହିଳା ପ୍ରଥମରୁ ନିଜର ଶିକାର କରିଥିବା ଲୋକଙ୍କ ରକ୍ତ କୁ ବାହାର କରୁଥିଲା। ତାକୁ ରକ୍ତ ପିଇବା ବହୁତ ପସନ୍ଦ ଥିଲା, ଯେବେ ସେ ରକ୍ତ ପିଇ ସାରୁଥିଲା ତେବେ ସେ ମାଂସ କୁ ଖାଇବାକୁ ପ୍ରସ୍ତୁତ କରୁଥିଲା।

ସର୍ବପ୍ରଥମେ ସେ ମାଂସ କୁ କାଟି ଫ୍ରୀଜ ରେ ଜମା କରୁଥିଲା। ତାହାପରେ ତାକୁ କେତେ ପ୍ରକାରର ସ୍ଵାଦିଷ୍ଟ ଖାଇବା ତିଆରି କରୁଥିଲା। ନିଜେ ଖାଇବା ଛଡ଼ା ସେ ନିଜର ପଡ଼ୋଶୀ ମାନଙ୍କୁ ଓ ସାଙ୍ଗସାଥି ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରୁଥିଲା।

ସମସ୍ତଙ୍କୁ ତା ହାତରନ୍ଧା ଖାଇବା ବହୁତ ପସନ୍ଦ ଥିଲା। ମହିଳା ପୋଲିସ କୁ କହିଲେ କି ତୋ ସାଙ୍ଗ ମଣିଷ ଙ୍କ ମାଂସ କୁ ବହୁତ ଭଲ ସେ ଖାଉଥିଲେ। ଏହି ଘଟଣା ସମସ୍ତଙ୍କୁ ଚାମକାଇ ଦେଇଥିଲା।

ଘରେ ପୋଲିସ ତଲାସ ରେ ଜାଣିଲା କି ଏହି ମହିଳା ମାନସିକ ସ୍ତରରେ ବେମାର ଥିଲା। ସେ ନିଜ ଜୀବନରେ ପାଖାପାଖି ୩୦ ଜଣ ଝିଅ କୁ ମାରି ତାଙ୍କ ମାଂସ ଖାଇଥିଲା।

ମହିଳା ଜଣକ ବିବାହିତା ଥିଲା। ପୋଲିସ କୁ ଦେଇଥିବା ବୟାନ ରେ ସେ ମାନିଲା କି ନିଜ ସ୍ଵାମୀ ର ହତ୍ୟା ମଧ୍ୟ ସେ କରିଥିଲା ଓ ତାକୁ ମାରି ମହିଳା ତା ମାଂସ କୁ ଫ୍ରିଜ ରେ ଷ୍ଟୋର କରି ରଖି ଖାଇଥିଲା ।

Leave a Reply

Your email address will not be published. Required fields are marked *