ରୋଡୋନିୟା (ବ୍ରାଜିଲ) ର ପୋର୍ଟା ବେଲହୋ ରେ ଜଣେ ମହିଳା ବ୍ୟୁଟି ପାର୍ଲର ରେ ନକଲି ପଲକ ଲଗାଉଥିଲେ। ଏହି ସମୟରେ ଏମିତି ଘଟଣା ଘଟିଲା କି ସେ ନିଜର ଗୋଟେ ଆଖିର ଦୃଷ୍ଟିଶକ୍ତି ହରେଇ ଦେଲେ।”ଦସନ”ରିପୋର୍ଟ୍ ଅନୁସାରେ,୪୧ ବର୍ଷର ମହିଳା ଜଣକ କହିଲେ କି ତାଙ୍କର ଗୋଟେ ଆଖିର ଦୃଷ୍ଟିଶକ୍ତି ଚାଲିଯାଇଛି। ପ୍ରାୟତଃ, ଯେଉଁ ଗୋଳି ଦ୍ବାରା ସେ ତାଙ୍କ ଆଖିରେ ନକଲି ପଲକ ଲଗାଉଥିଲେ, ସେ ଭୁଲ ରେ ତାଙ୍କ ଆଖିରେ ପଡିଗଲା ଯାହା ପରେ ତାଙ୍କୁ ଦେଖା ଯିବା ବନ୍ଦ ହୋଇଗଲା।
ଆଉ ଏକ ଆଖିରେ ଦେଖାଗଲା କମ:
ମହିଳା ଜଣକ ନିଜ ଚେହେରା ର ଫଟୋ ସେୟାର କରିଛନ୍ତି ଓ କହିଛନ୍ତି କି ସେ ପୁରା ନିଜର ଗୋଟେ ଆଖିର ଦୃଷ୍ଟିଶକ୍ତି ହରେଇ ଦେଇଛନ୍ତି। ଯାହାକି ଆଉ ଏକ ଆଖିରେ କମ ଦେଖା ଯାଉଛି ଏହି ବିଷୟରେ ଯେଉଁ ଗୋଳି ରୁ ମହିଳା ଙ୍କର ନକଲି ପଲକ ଲଗାଯାଉଥିଲା ସେ ତାଙ୍କ ଆଖିରେ ପଡିଗଲା, ଯେଉଁଥିରେ ସେ “ଅନ୍ଧ” ହୋଇଗଲେ।
ଗୋଳି ପଡ଼ିବାରୁ ଆଖିରେ ହେଲା କଷ୍ଟ:
ବ୍ରାଜିଲ ର ଖବରକାଗଜ ଜି ୱାନ ଅନୁସାରେ, ମହିଳା ଏହାର ସୂଚନା ପୋଲିସ ଓ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ଦେଇ ଦେଇଛନ୍ତି। ସେ ନିଜ ବୟାନ ରେ କହିଲେ କି ପାର୍ଲର ର ବ୍ୟୁଟିଶିଆନ ତାଙ୍କ ଆଖିରେ ଗୋଳି ପକାଇ ଦେଲେ, ଯାହା ପରେ ସେ ବହୁତ କଷ୍ଟ ସହିଲେ। ପ୍ରାୟତଃ ବ୍ୟୁଟିଶିଆନ ତାଙ୍କୁ ଗୋଟେ ଗ୍ଲାସ ପାଣି ଜାଚି ଥିଲେ ଓ ତାହା ପରେ ସେ ଘରକୁ ଯିବା ପାଇଁ ସ୍ଥିର କଲେ।
ଯେତେବେଳେ ଡାକ୍ତର ଙ୍କ ପାଖକୁ ଗଲେ
ପ୍ରାୟତଃ, ଯେତେବେଳେ ମହିଳା ଙ୍କ ଆଖିର କଷ୍ଟ କମ୍ ହେଲା ନାହିଁ, ସେ ତୁରନ୍ତ କ୍ଲିନିକ ଯିବା ପାଇଁ ସ୍ଥିର କଲେ। ପୋଲିସ ରିପୋର୍ଟ ରେ କୁହାଗଲା କି ମହିଳା ଜଣକ କ୍ଲିନିକ ର ଅଧିକାରୀ ଙ୍କୁ କହିଲେ କି ତାଙ୍କ ଦକ୍ଷିଣ ଆଖିରେ କିଛି ଦେଖା ଯାଉଛି। ତାହା ସହିତ ବାମ ଆଖିରେ ଝାପସା ଝାପସା ଦେଖାଯାଉଛି। ଏହି ମାମଲାରେ ମହିଳା ଜଣକ ଙ୍କର ଭଉଣୀ ଆକ୍ସନ ନେଇ କୋଟ ର ରାସ୍ତା ବାଛି ଛନ୍ତି। କିନ୍ତୁ ଏହା ସ୍ପଷ୍ଟ ନୁହେଁ କି ମହିଳା ଙ୍କ କଷ୍ଟ ସ୍ଥାୟୀ ଅଟେ ନା ନାହିଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।