ଆପଣ ବହୁତ ଥର ଶୁଣିଥିବେ କିି ମଣିଷ ଖାଇବା କେବେ ଛାଡେ ନାହିଁ। ଦେହ ପାଇଁ ଖାଇବା ବହୁତ ଜରୁରୀ ଅଟେ। କିନ୍ତୁ ଏହା ଯଦି ଆପଣଙ୍କର ଜୀବନର ଶତ୍ରୁ ବନିଯାଏ? ଅଷ୍ଟ୍ରେଲିଆ ସେମିତି ବି ତାର ଜୀବନ ଶୈଳୀ ପାଇଁ ପ୍ରସିଦ୍ଧ ଅଟେ। ସେଠି ଯେବେ ଜଙ୍ଗଲରେ ନିଆଁ ଲାଗିଥିଲା ବହୁ ଜୀବଜନ୍ତୁ ପୋଡ଼ି ଯାଇଥିଲେ। ଏହି ଦେଶରେ ବହୁତ ପ୍ରକାରର ଘୋରୋଇ ଜାଗାରେ ଭୟଙ୍କର ଜୀବ ମିଳି ଥାନ୍ତି। ବର୍ତ୍ତମାନ ଏଠାରେ ରହୁଥିବା ମହିଳାଙ୍କ ସହ ଏଭଳି ଏକ ଘଟଣା ଘଟିଛି। ସେ ସକାଳୁ ଖାଇବା ପାଇଁ ପ୍ଲେଟରେ କନଫ୍ଲେସ ବାହାର କଲେ ତ ଡରିକି ବାହାରକୁ ପଳେଇ ଥିଲେ। କନଫ୍ଲେସ୍ ଡବାରୁ ଏମିତି ଏକ ଜିନିଷ ବାହାରିଲା କେହିବି ଭାବି ପାରି ନ ଥିବେ। ଆସନ୍ତୁ ଆପଣଙ୍କୁ ଏହି ମରଣର ବିଷୟରେ କହୁଛୁ।
ଅଷ୍ଟ୍ରେଲିଆ ର ଜଙ୍ଗଲକୁ ଜୀବଜନ୍ତୁ ମାନଙ୍କର ଘର ମାନନ୍ତି। ଏଠାରେ କେବେ ପାଇଖାନାରେ ସାପ ବାହାରେ ତ ଘର ଛାତରୁ ସାପ ବାହାରିଥାଏ। ଏହା ମଧ୍ୟରେ ଏଠାରେ ଏମିତି ବି ଏକ ଭିଡିଓ ସାମନାକୁ ଆସିଛି ଯେଉଁ ଥିରେ ସକାଳୁ ଖାଇବା ସମୟରେ ଏକ ଭୟଙ୍କର ଘଟଣା ସାମନାକୁ ଆସିଛି।
ଏଠାରେ ଏକ ମହିଳା ସକାଳ ଖାଇବାରେ କନଫ୍ଲେସ ଖାଇବାର ନିଷ୍ପତି ନେଇଥିଲେ। କେବଳ ବିଦେଶରେ ନୁହେଁ ଭାରତର ଲୋକେ ମଧ୍ୟ କନଫ୍ଲେସ ଖାଇବାକୁ ପସନ୍ଦ କରିଥାନ୍ତି।
ମହିଳା ନିଜର ଟେବୁଲ୍ ଉପରେ ଏକ ଵାଉଲ ରଖିଥିଲେ। ସେଥିରେ କ୍ଷୀର ଢାଳିବା ପୂର୍ବରୁ କନଫ୍ଲେସ ପକାଇବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ସହ ଏମିତି ହବ ବୋଲି ସେ ଜାଣି ନ ଥିଲେ।
ମହିଳା ଯେମିତି କନଫ୍ଲେସ ବାହାର କରିଛନ୍ତି ସେଥିରୁ ଏକ କଳା ନାଗ ସାପ ବାହାରିଲା। ଏହାକୁ ଦେଖି ମହିଳା ଚିତ୍କାର କରିଥିଲେ ଏବଂ ସକାଳୁ ତାଙ୍କ ସହିତ ଏମିତି ହବ ବୋଲି ଭାବିନଥିଲେ।
ଏହି ସାପ ବହୁତ ବଡ଼ ଥିଲା ଏବଂ ସେ ଡବାରେ ଲୁଚିକରି ବସିଥିଲା। ମହିଳା ଏ ବିଷୟରେ ଜାଣି ନ ଥିଲେ। ସେ ଆରାମରେ କନଫ୍ଲେସ ବାହାର କରି ଖାଇବାକୁ ତୟାର୍ କରୁଥିଲେ।
ଯେମିତି ହିଁ ସାପ ପାତ୍ରକୁ ଆସିଥିଲା। ମହିଳା ଚିତ୍କାର କରି ଦୌଡ଼ିବାକୁ ଲାଗିଥିଲେ। କ୍ୟାଚରସଙ୍କୁ ଜଣାଇଥିଲେ। ଯାହାପରେ ଟିମ୍ ଆସି ସାପକୁ ଧରି ଥିଲେ।
ଏହାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗିଛି। କେତେକ ଲୋକେ ତ ଏହି ଭିଡିଓ ଦେଖିବା ପରେ ଡବାରୁ କନଫ୍ଲେସ ବାହାର କରିବା ବେଳେ ସାବଧାନ ରହିବା ପାଇଁ କହିଛନ୍ତି। ପୁଣି କେତେକ ଲୋକେ ସକାଳ ଖାଇବାରେ ଏହା ଠାରୁ ବଡ଼ ଭୟଙ୍କର ଜିନିଷ ନ ଥିବା କଥା କହିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମାତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।